• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Amitabh Bachchan share post regarding his writing
ଅମିତାଭଙ୍କ ରକ୍ତରେ ରହିଛି ଶବ୍ଦର ଯାଦୁଗରୀ କଳା, ଲେଖନ୍ତି ରାତିରେ

ସୋସିଆଲ୍ ମିଡିଆର ସବୁ ପ୍ଳାଟ୍‌ଫର୍ମରେ ବିଗ୍ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହିତ ଜଡିତ ରୁହନ୍ତି। ସେ ତ ଅନେକ ବର୍ଷ ହେଲା ବ୍ଲଗ୍‌ରେ ତାଙ୍କର ଚିନ୍ତାଧାରା, ଚଳଚ୍ଚିତ୍ର ଏବଂ ପରିବାର ବିଷୟରେ ଲେଖିଆସୁଛନ୍ତି। ତେବେ ବର୍ତ୍ତମାନ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଲେଖାଲେଖିର ଅଭ୍ୟାସକୁ ନେଇ ଏକ ଚମତ୍କାର ପୋଷ୍ଟ୍‌ କରିଛନ୍ତି।

congress
କଂଗ୍ରେସ ପ୍ରତିଷ୍ଠା ଦିବସରେ ଖସିପଡ଼ିଲା ଦଳୀୟ ପତାକା ! ଉତ୍ତୋଳନ କରୁଥିଲେ ସୋନିଆ ଗାନ୍ଧୀ

କଂଗ୍ରେସ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ ବେଳେ ଅପ୍ରୀତିକର ସ୍ଥିତି । ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିବାକୁ ଦଉଡ଼ିଟିକୁ ଟାଣିବା ସମୟରେ ପତାକାଟି ଛିଣ୍ଡି ତାଙ୍କ ହାତରେ ପଡ଼ିଥିଲା।

Shocking 20 thousand bees chase a car for 2 days to rescue their queen
କାର୍‌ରେ ଫସିଥିଲା ରାଣୀ ମହୁମାଛି; ଦୁଇ ଦିନ ଯାଏ ପିଛା କଲେ ୨୦ ହଜାର ମହୁମାଛି

ବ୍ରିଟେନ୍‌ର ୱେଲ୍ସରେ ଦୁଇ ଦିନ ଧରି ପ୍ରାୟ ୨୦ ହଜାର ମହୁମାଛି ଗୋଟେ କାରର ପିଛା କରୁଥିଲେ । ଏତେ ମହୁମାଛିକୁ କାର୍‌ ପଛରେ ଗୋଡାଉଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମ ଦିନ ମହୁମାଛି ଚାଷୀମାନେ ଏମାନଙ୍କୁ ଘଉଡାଇଥିଲେ । ହେଲେ ମହୁମାଛିମାନେ ସେଠାରୁ ଯିବାକୁ ନାରାଜ ଥିଲେ । ଫଳରେ ପୁଣିଥରେ ସେମାନେ ସେହି କାର୍‌ ପାଖକୁ ଯାଇଥିଲେ ।

Sourav Ganguly
ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍‌ ! ହସ୍ପିଟାଲରେ ଭର୍ତ୍ତି ହେଲେ ଦାଦା

କରୋନାରେ ସଂକ୍ରମିତ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏବେ ତାଙ୍କୁ କୋଲକାତାର ବୁଡଲେଣ୍ଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Covid Vaccine
କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା, କୋର୍ବେଭାକ୍ସ ଓ କୋଭୋଭାକ୍ସ ବ୍ୟବହାରକୁ ଅନୁମତି

କୋଭିଡ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା ମିଳିଛି । ଆଉ ଦୁଇଟି ଟିକାକୁ ଅନୁମତି । କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି।

PM Modi Gets New Rs 12-Crore Car
ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୧୨ କୋଟି ଟଙ୍କାର କାର୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ନୂଆ କାର୍‌। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଥିବା ଜଣାପଡ଼ିଛି। 

bihar
ପ୍ରେମିକ ପାଖରେ ଥିଲା ସ୍ତ୍ରୀର ମନ ! ବଡ଼ ହୃଦୟ ଦେଖାଇ ଉଭୟଙ୍କ ବିବାହ କରାଇଲେ ସ୍ୱାମୀ

ସ୍ତ୍ରୀର ଖୁସି ପାଇଁ ସ୍ତ୍ରୀର ବିବାହ କରାଇଲେ ସ୍ୱାମୀ । ବିହାରର ଜମୁଇରେ ନିଃସ୍ୱାର୍ଥପର ପ୍ରେମ ଓ ବଳିଦାନର ଏକ ନିଆରା କାହାଣୀ ଦେଖିବାକୁ ମିଳିଛି ।

 Flights Cancelled
ଓମିକ୍ରନ ଚିନ୍ତା, ବିମାନ ଯାତ୍ରା ଉପରେ କଟକଣା

ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧, ୫୦୦ ବିମାନ ବାତିଲ୍‌ କରାଯାଇଛି।

digital payment
UPI ପେମେଣ୍ଟ କରିଦେବ କାଙ୍ଗାଳ ! ଡିଜିଟାଲ୍ ନେଣଦେଣ ସମୟରେ କରନ୍ତୁନି ୫ ଭୁଲ୍

ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...

Ludhiana Court Blast Mastermind
ଲୁଧିଆନା କୋର୍ଟ ବ୍ଲାଷ୍ଟ୍‌ ଘଟଣା: ଜର୍ମାନୀରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ୍‌, ଦିଲ୍ଲୀ, ମୁମ୍ବାଇ ମଧ୍ୟ ଟାର୍ଗେଟରେ ଥିଲା !

ଲୁଧିଆନା ସ୍ଥିତ ଏକ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ୍‌କୁ ପୋଲିସ୍‌ ଗିରଫ କରିଛି। ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଷଡ଼ଯନ୍ତ୍ର ରଚିଥିଲା।

Special Story | Odisha Bus Conductor Seeks Govt Help For Children Education
ଏମିତି ସ୍ତ୍ରୀକୁ ଶହେ ସଲାମ୍‌; ଉଦାହରଣ ପାଲଟିଛି ସ୍ୱାମୀ ପାଇଁ ସ୍ତ୍ରୀର ବଳିଦାନ

ଅସହାୟ ସ୍ୱାମୀର ସାହସ ପାଲଟିଛି ସ୍ତ୍ରୀ । ନିଜ ସ୍ୱାମୀ ଓ ପରିବାର ପାଇଁ ମୋ ବସ୍‌ର ମହିଳା କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଗଞ୍ଜାମର ଛବି ପ୍ରଧାନ । ଇଏ ହେଉଛନ୍ତି ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବୁଥିବା ଜଣେ ଭିନ୍ନ ମହିଳା । ସ୍ୱାମୀଙ୍କ ପାଇଁ ସହାୟତା ଲାଗି ପର ହାତକୁ ନ ଅନେଇ ଏରୁଣ୍ଡିବନ୍ଧ ବାହାରକୁ ଗୋଡ଼ କାଢ଼ି ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଛବି ।

Daily Horoscope,28 Dec 2021
Daily Horoscope,28 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୮ ତାରିଖ, ମଙ୍ଗଳବାର, ଧନୁ ୧୩ ଦିନ, ପୌଷମାସ, କୃଷ୍ଣପକ୍ଷ, ନବମୀତିଥି,ତେବେ ଜାଣନ୍ତୁ କେମିକି କଟିବ ଆଜି ଆପଣଙ୍କ ଦିନ....

The most Unbelievable Borders in Europe.
ଆଶ୍ଚର୍ଯ୍ୟ ! ଗୋଟିଏ ସ୍ଥାନରେ ୩ଟି ଦେଶ;କେବେ ଦେଖିଛନ୍ତି କି ଏଭଳି ସ୍ଥାନ ?

ଦୁନିଆରେ ଅନେକ ଦେଶ ରହିଛି । ଦେଶକୁ ଲାଗି ଅନ୍ୟ ଦେଶ ମଧ୍ୟରେ ସୀମା ମଧ୍ୟ ରହିଥାଏ । ହେଲେ ବିଶ୍ୱରେ ଏପରି ଏକ ସୀମା ରହିଛି ଯେଉଁଠାରେ ୨ ନୁହେଁ ବରଂ ୩ ଟି ଦେଶ ମିଳିତ ହୁଅନ୍ତି । କେବଳ ଏତିକି ନୁହେଁ ସୀମା ଅତିକ୍ରମ କରିବାକୁ କୌଣସି ଭିସା-ପାସପୋର୍ଟର ଆବଶ୍ୟକ ନାହିଁ

kitchen and vastu
ଭାଗ୍ୟ ବଦଳାଇ ଦେବ ରୋଷେଇ ଘରର ଏହି ଜିନିଷ, ଜାଣନ୍ତୁ କଣ

ଭାରତୀୟ ଜୀବନଯାପନ ପ୍ରଣାଳୀ ବାସ୍ତୁଶାସ୍ତ୍ର ଉପରେ କିଛି ମାତ୍ରାରେ ନିର୍ଭର କରିଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ବଢିବା ଦ୍ୱାରା ପଇସାର ଅଭାବ ମଧ୍ୟ ଦେଖା ଦେଇଥାଏ ,ଯେଉଁ କାରଣରୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି । ବାସ୍ତୁ ଅନୁଯାୟୀ ରୋଷେଇ ଘରର ବିଭିନ୍ନ ଜିନିଷ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।

What happened when rain comes in winters
ଶୀତ ଦିନେ ବର୍ଷା; ଏମିତି ହେଉଛି କାହିଁକି ?

ସାରାଦେଶ ଶୀତରେ ଥରୁଥିବା ବେଳେ ବର୍ଷାର ଆଗମନ ଲୋକଙ୍କୁ ଚିନ୍ତାରେ ପକେଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଇଛନ୍ତି ଯେ, ଚଳିତ ବର୍ଷ ଥଣ୍ଡା ଅଧିକ ହେବ।

A small boy proved smarter than Einstein
ଆଇନଷ୍ଟାଇନଙ୍କୁ ଟପିଗଲେ ୧୨ ବର୍ଷର ବାଳକ

IQ ସ୍କୋରରେ ଆଇନଷ୍ଟାଇନଙ୍କୁ ପଛରେ ପକେଇଦେଲେ ୧୨ ବର୍ଷର ବାଳକ। ଆଇନଷ୍ଟାଇନଙ୍କ IQ ସ୍ତର ୧୬୦ ଥିବାବେଳେ ଏହି ପିଲାର IQ ସ୍ତର ଏହାଠାରୁ ୨ ପଏଣ୍ଟ ଅଧିକ ରହିଛି।

Toddler playing with 10 feet long python
୧୦ ଫୁଟ ଅଜଗର ସହ ନିର୍ଭୟରେ ଖେଳୁଛି ୨ ବର୍ଷର ଶିଶୁ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଛାତିଥରା ଭିଡିଓ। ଏହି ଭିଡିଓରେ ଏକ ଛୋଟ ପିଲା ବିରାଟକାୟ ଅଜଗର ସହିତ ବେପରୁଆ ଭାବରେ ଖେଳୁଛି। ଆପଣ ଏହି ଭିଡିଓ ଦେଖିଲେ ଆଖି ବୁଜି ପକେଇବେ। କିନ୍ତୁ ପିଲାଟିର ଏଥି ପ୍ରତି ଟିକେ ବି ଭୟ ନାହିଁ।

Piyush Jain
୬ ଦିନ ହେଲାଣି ଚାଲଛି ରେଡ୍, ପାଖାପାଖି ୨୦୦ କୋଟି ନଗଦ ଜବତ ! ପିଉଷ ଜୈନ୍‌ ଗିରଫ

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ବ୍ୟବସାୟୀ ପୀୟୂଷ ଜୈନଙ୍କୁ CGST ଧାରା ୬୭ ଅଧୀନରେ ଗିରଫ କରାଯାଇଥିବା ବେଳେ, ଏହି କୋଟିପତିଙ୍କୁ କାକାଦେବ ଥାନାରେ ତଳେ ଶୋଇ ପ୍ରଥମ ରାତି କଟାଇବାକୁ ପଡ଼ିଥିଲା ।

omicron
ଦେଶରେ ହୁ ହୁ ହୋଇ ମାଡୁଛି ଓମିକ୍ରନ୍ : ବ୍ରେକ୍ ଦେବାକୁ ବଢ଼ୁଛି ସରକାରଙ୍କ ଟେନସନ୍

ଭିଡ଼ ଏଡ଼ାଇବାକୁ ଯଥାସମ୍ଭବ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କହିବା ସହ ଆବଶ୍ୟକତାକୁ ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ବି ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନକୁ ନେଇ ଲୋକଙ୍କୁ ନଡରାଇ ସଚେତନ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି କେନ୍ଦ୍ର ଗୃହ ସଚିବ ।

odisha teacher recruitment
ଓଡ଼ିଶାରେ ଖାଲିପଡିଛି ୧୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଶିକ୍ଷକ ହେବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ମାନଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଣି ଦେଇଛି ଖୁସି ଖବର । ଓଡିଶାରେ TGT ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।

gold rate today
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ସୁନାର ଦର ୨୨ କ୍ୟାରେଟ ମୂଲ୍ୟରେ ୪୭,୫୧୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟରେ ୫୧,୮୧୦ ଟଙ୍କା ରହିଛି।

vaccine
କିଶୋର ଟିକାକରଣ ପାଇଁ ଗାଇଡଲାଇନ ଜାରି : ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ

ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ । ଏଥିପାଇଁ ଗାଇଡଲାଇନ ଜାରି କରାଯାଇଛି ।

health index
ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ କେରଳ ନମ୍ବର ୧ ! ଓଡ଼ିଶାର ସ୍ଥାନ କେଉଁଠି ଦେଖନ୍ତୁ . . .

ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କେରଳ ସର୍ବାଗ୍ରେ । ଅନ୍ୟପଟେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ଏହି ତାଲିକାରେ ତଳଆଡ଼େ ଅଛନ୍ତି ।

A baby stone about 2 kg was found in stomach
ଗର୍ଭରୁ ବାହାରିଲା ୩୫ ବର୍ଷର ‘ବେବି ଷ୍ଟୋନ୍’

ଜଣେ ବୃଦ୍ଧାଙ୍କ ପେଟରେ ବହୁ ବର୍ଷ ଧରି ଏକ ଭୃଣ ଥିଲା। ଧୀରେ ଧୀରେ ଭୃଣ ପଥରରେ ପରିଣତ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମହିଳା ଜଣକ ଏ ବିଷୟରେ କିଛି ବି ଜାଣିପାରି ନ ଥିଲେ।

jio
ୟୁଜର୍ସଙ୍କ ହୃଦୟ ଭାଙ୍ଗିଲା ଜିଓ ! ସବୁଠାରୁ ଶସ୍ତା ପ୍ଲାନ୍‌ ବନ୍ଦ କଲା କମ୍ପାନୀ

କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ସବୁ ଠାରୁ ଶସ୍ତା ଏକ ଟଙ୍କିଆ ପ୍ଲାନ୍ ଆଣିଥିଲା, ​​କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନ୍‌କୁ ବନ୍ଦ କରି ଦେଇଛି । ଯାହା ଗ୍ରାହକଙ୍କୁ ନିରାଶ କରିଛି ।