କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।
ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ ହୋଇଛି। ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଶୀତରେ ଗାଧୋଇବାକୁ କିଏ ବା ଭଲପାଏ। କେହି କେହି ଦିନ ଦିନ ଧରି ଗାଧୋଉ ନଥିବା ବେଳେ କେତେକ ଖାଲି ପାଣି ଛିଞ୍ଚି ହୋଇପଡନ୍ତି। କିନ୍ତୁ ବ୍ୟକ୍ତି ଶୀତରେ ଆରାମରେ ଗାଧୋଇବା ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି।
ଦୀର୍ଘ ୩ ବର୍ଷ ହେଇଗଲା ପଡିନି ଆଖିର ପଲକ। ଶୋଇବାକୁ ହେଲେ ଆଖି ଉପରେ ପକେଇବାକୁ ହେଉଛି ଟେପ୍। ଭୁଲ ସର୍ଜରୀ ହିଁ କାଳ ହେଲା।
ଯଦି ଆପଣଙ୍କୁ ଦିନରେ କାମ କରିବା ସମୟରେ ନିଦ ଆସୁଛି, ତାହେଲେ ଆପଣଙ୍କର ଏହି ଅଭ୍ୟାସ ଭବିଷ୍ୟତରେ ବଡ଼ ରୋଗର ରୂପ ନେଇପାରେ । ଦିନରେ ନିଦ ଆସିବା ଅଲଜାଇମର ରୋଗର ଲକ୍ଷଣ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି
ଓମିକ୍ରନର ଅଦ୍ଭୁତ ଲକ୍ଷଣ। ପ୍ରଭାବିତ ହେବା ପରେ ବଢିଯାଉଛି ଭୋକ। ଜଣେ ମଡେଲ୍ ଏଥିରେ ପ୍ରଭାବିତ ହେବା ପରେ ଆଉ ସମ୍ଭାଳି ପାରୁ ନାହାନ୍ତି ଭୋକ। ଘଣ୍ଟାକୁ ଘଣ୍ଟା ଖାଲି ଖାଉଛନ୍ତି।
ଜଣେ ଯୁବତୀ ନିଜ ପରିସ୍ରାକୁ ଅନଲାଇନରେ ବିକ୍ରିକରି ଭଲ ରୋଜଗାର କରୁଛନ୍ତି। ଗୋଟେ କପ୍ ପରିସ୍ରାକୁ ସେ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଖାଲି କିଣୁ ନାହାନ୍ତି, ଏହାକୁ ବରଫ କରି ସାଇତି ବି ରଖୁଛନ୍ତି।
ପିକ୍ନିକ୍ ସାରି ଫେରୁଥିଲା ଟିମ୍। ରାସ୍ତାରେ ଡ୍ରାଇଭର ଅଚେତ ହୋଇଗଲେ। ବସ୍ରେ ଥିବା ଜଣେ ମହିଳା ଯାତ୍ରୀ ହଠାତ ଉଠି ଡ୍ରାଇଭରଙ୍କ ଜାଗା ନେଲେ। ଦୀର୍ଘ ୨୫କିମି ବସ୍ ଚଳେଇ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚେଇଲେ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, ୨୦୧୯ ଜୁଲାଇରୁ ଦେଶରେ ଡ୍ରାଇଭର ଏୟାର ବ୍ୟାଗ୍କୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୨ ଜାନୁଆରୀ ପହିଲାରୁ ସହ-ଯାତ୍ରୀ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି ।
ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।
ଆପଣ IOCLରେ ଚାକିରି କରିବାକୁ ଚାହୁଁଛନ୍ତି କି ? IOCL ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ(IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୦୦ରୁ ଅଧିକ ପଦବୀ ଖାଲି ପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
କୋଭିଡ-୧୯ ପ୍ରତିଷେଧକ ଟିକା ନେବାକୁ ଅମଙ୍ଗ ଜୋକୋଭିଚ୍ ଫେରିଲେ । ଅଷ୍ଟ୍ରେଲିଆନ ଓପନ୍ ଜିଣି ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଧୂଳିସାତ୍ ହୋଇଛି । ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିଚ୍ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ଆଶା ଧୂଳିସାତ୍ ।
ଆପଣ ଶୀତଦିନିଆ ପୋଷାକକୁ ନେଇ ଚିନ୍ତିତ କି ? ସ୍ୱେଟର ବା ଜ୍ୟାକେଟ ପିନ୍ଧିଲେ ଆପଣ ମୋଟା କିମ୍ବା ବୟସ୍କ ଲାଗୁଛନ୍ତି କି ? ତାହେଲେ ହୋଇଯାଆନ୍ତୁ ଚିନ୍ତା ମୁକ୍ତ । ଆଜି ଆମେ ଆପଣଙ୍କୁ ଶୀତଦିନିଆ ବସ୍ତ୍ର ପିନ୍ଧିବାର ଏପରି କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇଲେ ଆପଣ ଏକଦମ୍ ଷ୍ଟାଇଲିଶ୍ ଓ ଗ୍ଲାମରସ୍ ଲୁକ୍ରେ ରହିବେ।
ଜାହ୍ନବୀ କପୁର ପ୍ରାୟ ସମୟରେ ନିଜ ଆକର୍ଷଣୀୟ ଚେହେରାରେ ଲୋକଙ୍କ ହୋସ୍ ଉଡାନ୍ତି। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଅନେକ ବୋଲ୍ଡ ଫଟୋରେ ଭରିଥିଲେ ବି ତାଙ୍କର ଆଉ ଏକ ନୂଆ ଫଟୋ ଲୋକଙ୍କୁ ପାଗଳ କରିବାରେ ଲାଗିଛି।
ପିଲାମାନେ ହେଉଛନ୍ତି କଞ୍ଚା ମାଟି। ତାଙ୍କୁ ଯେମିତି ଗଢିବ ସେମାନେ ସେମିତି ତିଆରି ହେବେ। ଏ ଦିଗରେ ଶିଳ୍ପା ଶେଟ୍ଟୀ ମଧ୍ୟ ପଛରେ ପଡି ନାହାନ୍ତି। ସେ ତାଙ୍କ କୁନି ଝିଅକୁ ଆଧ୍ୟାତ୍ମକ ମାର୍ଗରେ ନେବା ନେଇ ଉଚିତ ଶିକ୍ଷା ଦେଉଥିବା ଦେଖାଯାଏ।
ବିରାଟଙ୍କ ଟେଷ୍ଟ କ୍ରିକେଟରୁ କ୍ୟାପ୍ଟେନସଇପ୍ ଛାଡିବା ପରେ ନିରାଶ ହୋଇପଡିଛନ୍ତି ଉଭୟ ଫ୍ୟାନ୍ସ ଓ ଭାରତୀୟ ଖେଳାଳି। ସୋସିଆଲ ମିଡିଆରେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଦିଲ୍ଲୀ ପୋଲିସ୍ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।
ଗ୍ରୀନ୍ ମାଉଣ୍ଟେନ୍ ବିଷୟରେ କିଛି ଜାଣିଛନ୍ତି । ଏହା ନିଜ ଭିତରେ ହିଁ ଏକ ନିଆରା ସ୍ଥାନ । ତେବେ ଏହି ମାଉଣ୍ଟେଟନରେ ରହିଛି ଏକ ଗାଁ । ଯାହା ବିଚିତ୍ରର ଅନ୍ୟନାମ କହିଲେ କିଛି ଭୁଲ୍ ହେବନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଏହି ଗ୍ରୀନ ମାଉଣ୍ଟେଟନ ଓ ଏହାର ନିଆରା ଗାଁ । କଣ ରହିଛି ରହସ୍ୟ ଓ ବିଶେଷତ୍ତ୍ୱ...
ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି।
ଅନ୍ଲାଇନ୍ରେ ପିଜା ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ, ସାବଧାନ... କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକାମିର ଶିକାର ହୋଇପାରନ୍ତି।
ପଶୁମାନେ ମଧ୍ୟ ବେଳେ ବେଳେ ମଣିଷ ଭଳି ଆଚରଣ କରିଥାନ୍ତି। ମଣିଷ ଭଳି ସେ ମଧ୍ୟ ନିଜ ପ୍ରତି ହେଉଥିବା ଅତ୍ୟାଚାରର ତୁରନ୍ତ ଜବାବ ଦେଇଥାନ୍ତି । ପଶୁମାନେ କିଛି କହିପାରୁନଥିଲେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର କିପରି ଜବାବ ଦେଉଛନ୍ତି ଏହିସବୁ ଭିଡିଓ ଗୁଡିକରେ ଦେଖିବାକୁ ମିଳିଛି ।
ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଏବେ ଚର୍ଚ୍ଚାରେ । ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଲୋକେ ଏବେ ଖାକି ପୋଷାକରେ ଲୋକେ ଦେଖିପାରିବେ ।
ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି।
ଏକ ଘରକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ଏହି ଘରଟି ଏକ ଉଦ୍ୟାନରେ ନିର୍ମିତ ଏକ ଛୋଟ ଶେଡ୍ ଘର ପରି ଦେଖାଯାଏ। କିନ୍ତୁ ଏହାର ମୂଲ୍ୟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।
କୋଭିଡ୍ ଟିକା ଦେବାକୁ ବାପାଙ୍କୁ ପିଠିରେ ପକେଇ ବୋହିଲା ପୁଅ। ଦୀର୍ଘ ୧୨ ଘଣ୍ଟା ରାସ୍ତାରେ ଚାଲିଲା। ଏହାର ଏକ ଫଟୋ ଭାଇରାଲ୍ ହେଉଛି।