• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mirabai Chanu

Mirabai Chanu
ଭାରତ ପାଇଁ ଗର୍ବ ! CWGରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମିରାବାଈ ଚାନୁ

ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

Mirabai Chanu
ଖାକି ପୋଷାକରେ ଦେଖାଯିବେ ଟୋକିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ

ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଏବେ ଚର୍ଚ୍ଚାରେ । ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଲୋକେ ଏବେ ଖାକି ପୋଷାକରେ ଲୋକେ ଦେଖିପାରିବେ ।

Mirabai chanu
ନିର୍ମାଣ ହେବାକୁ ଯାଉଛି ମୀରାବାଇ ଚାନୁଙ୍କ ବାୟୋପିକ୍

ଅଲମ୍ପିକରେ ରୈପ୍ୟ ବିଜେତା ମୀରାବାଇଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । ଅଲିମ୍ପିଆନସ୍ ମୀରାବାଇ ଦିନରାତି କିପରି ପରିଶ୍ରମ କରିଥିଲେ ଏବଂ ବହୁ ଅସୁବିଧାକୁ ଏଡ଼ାଇ କିପରି ଏହି ସ୍ଥାନରେ ପହଞ୍ଚିଲେ ତାହା ଏହି ଫିଲ୍ମ ମାଧ୍ୟମରେ ଦେଶବାସୀଙ୍କୁ ଦର୍ଶାଯିବ । ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ଇଂରାଜୀ ଏବଂ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ଫିଲ୍ମ ନିର୍ମାତା ମାନୋବ ଏମ୍ ଏମ୍ କହିଛନ୍ତି।

Mirabai Chanu with Union Minister
ପୁରଣ ହେଲା ମୀରାବାଈ ଚାନୁଙ୍କ ଆଶା, କେନ୍ଦ୍ରମନ୍ତ୍ରୀଙ୍କ ସହ ଖାଇଲେ ପିଜ୍ଜା

କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସହ ପିଜ୍ଜା ଖାଇଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Mirabai Chanu
ମୀରାବାଇ ଚାନୁଙ୍କ ରୌପ୍ୟ ହୋଇପାରେ ସ୍ୱର୍ଣ୍ଣ

ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି।