• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fashion Tips

Girl straightening hair with dress irons goes viral
Viral Video: କି ଅଜବ ଉପାୟ; କପଡା ଆଇରନ୍‌ରେ କରିଦେଲେ ହେୟାର ଷ୍ଟ୍ରେଟ୍!

ମହିଳାମାନେ ଫ୍ୟାଶନକୁ ନେଇ ଅଜବ ଏକ୍ସପେରିମେଣ୍ଟ୍ କରିଥାନ୍ତି। ଆଜିକାଲି ଏହିପରି ଏକ ଏକ୍ସପେରିମେଣ୍ଟ୍‌ର ଭିଡିଓ ଭାଇରାଲ ହେଉଛି। ଚୁଟିକୁ ସିଧା କରିବାର ଏହି ଅନନ୍ୟ ପଦ୍ଧତି ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

know should you shampoo your hair after coloring it
Hair Color Tips: ଚୁଟିକୁ ରଙ୍ଗ କରିବା ପରେ ସାମ୍ପୁରେ ଧୋଇବା ଉଚିତ ନା ନାଇଁ; ଜାଣନ୍ତୁ ଟିପ୍ସ

ଯଦି ଆପଣ ମଧ୍ୟ ଚୁଟି ରଙ୍ଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ସହିତ ଜଡିତ କିଛି ସୂଚନା ଜାଣିନେବା ଜରୁରୀ। କାରଣ, ଯଦି ଆପଣ କିଛି ବି ଭୁଲ କରନ୍ତି ତେବେ ଚୁଟିର ରଙ୍ଗ ମଳିନ ହୋଇପାରେ କିମ୍ବା ହାଲୁକା ହୋଇପାରେ। ଆସନ୍ତୁ ଏ ବିଷୟରେ ଜାଣିବା।

permanent makeup is in trend know What is it
Fashion Tips: ଟ୍ରେଣ୍ଡ୍ କରୁଛି ସ୍ଥାୟୀ ମେକ୍‌ଅପ୍; ଏବେ ସବୁବେଳେ ଦେଖାଯିବେ ସୁନ୍ଦର

ସ୍ଥାୟୀ ମେକ୍‌ଅପ’ର ଲୋକପ୍ରିୟତା ବଢୁଛି। ସୌନ୍ଦର୍ଯ୍ୟକୁ ଭଲ ପାଉଥିବା ଅନେକ ବ୍ୟକ୍ତିଙ୍କ ପାଇଁ ଏହା ଏକ ପସନ୍ଦଯୋଗ୍ୟ ବିକଳ୍ପ ପାଲଟିଗଲାଣି। ସମସ୍ତେ ସକାଳେ ଉଠୁ ଉଠୁ ଗୋଲାପୀ ଏବଂ ସତେଜ ଦେଖାଯିବାକୁ ଚାହୁଁଛନ୍ତି ଯେପରି ସେମାନେ ଏବେ ଏବେ ସେଲୁନ୍‌ରୁ ବାହାରିଛନ୍ତି ଆଉ ପୂରା ନିଜକୁ ସଜ କରିଛନ୍ତି।

Saree draping tips for short height women
Fashion Tips: ଆପଣଙ୍କ ଉଚ୍ଚତା କମ କି… ପିନ୍ଧନ୍ତୁ ଏମିତି ଶାଢି, ଦେଖାଯିବେ ଡେଙ୍ଗା

ପ୍ରତ୍ୟେକ ଯୁବତୀଙ୍କ ଆଲମାରୀରେ ଶାଢି ନିଶ୍ଚିତ ଭାବରେ ଥିବ, କିନ୍ତୁ ସ୍ୱଳ୍ପ ଉଚ୍ଚତା ହେତୁ ଅନେକ ଶାଢି ପିନ୍ଧିବାକୁ ଦ୍ୱିଧା କରନ୍ତି। ତେବେ ଏମିତି କିଛି ଉପାୟ ମଧ୍ୟ ଅଛି ଯାହାକୁ ଆପଣ ଗ୍ରହଣ କରି ଆପଣ ମଧ୍ୟ ଶାଢି ପିନ୍ଧି ସୁନ୍ଦର ଏବଂ ଲମ୍ବା ଦେଖାଯିବେ।

Banana peel for cleaning feet
Fashion Tips: ପାଦ ଫାଟୁଛି କି ? ଘଷନ୍ତୁ କଦଳୀ ଚୋପା, ଜାଣନ୍ତୁ ୪ ଟ୍ରିକ୍ସ...

ଶୀତଦିନେ ପ୍ରାୟ ମହିଳା ଫଟା ଗୋଇଠି ପାଇଁ ହଇରାଣ ହୁଅନ୍ତି। ଏହାକୁ ଏଡାଇବା ପାଇଁ କଦଳୀ ଚୋପାକୁ ଗୋଇଠିରେ ଘଷନ୍ତୁ। ତେବେ ଆସନ୍ତୁ ପାଦକୁ ସଫା ରଖିବା ପାଇଁ କଦଳୀ ଚୋପା ପ୍ରୟୋଗ କରିବାର ଉପକାର ଏବଂ ସଠିକ ପଦ୍ଧତି ଜାଣିବା।

trendy fashion tips
ନୂଆ ଟ୍ରେଣ୍ଡ୍‌ ସହ ତାଳ ଦେଇ ଚାଲନ୍ତୁ, ଜାଣନ୍ତୁ କିଛି ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ

ସମସ୍ତେ ନିଜକୁ ସୁନ୍ଦର ଦେଖିବାକୁ ଚାହିଁଥାନ୍ତି । ବିଶେଷକରି ଆଜିକାଲିର ଯୁବପୀଢି ସବୁବେଳେ ନୂଆ ଟ୍ରେଣ୍ଡ୍‌ ସହ ତାଳ ଦେଇ ଚାଲିବାକୁ ପସନ୍ଦ କରୁଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ ଦେବୁ।

which eye glass frames will fit your face?
ଆପଣଙ୍କ ମୁହଁକୁ ମାନିବ କେଉଁ ଚଷମା ଫ୍ରେମ୍, ଜାଣିଛନ୍ତି କି ?

ଯଦି ଆପଣ ନିଜ ଚେହେରାକୁ ସୁଟ୍ କଲା ଭଳି ଚଷମା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଚଷମାର ଫ୍ରେମ୍‌ ପସନ୍ଦ କରିବା ପାଇଁ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍ ଦେଉଛୁ । ଏହି ଅନୁସାରେ, ଚଷମା ଫ୍ରେମ୍‌ ବ୍ୟବହାର କଲେ, ଆପଣଙ୍କୁ ଖୁବ୍ ମାନିବ ଏବଂ ଆପଣ ବି ବେଶ୍ ଷ୍ଟାଇଲିଶ୍‌ ଦିଶିବେ । କେଉଁ ଫ୍ରେମ୍‌ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ, ଜାଣନ୍ତୁ !

fashionable in the winter
ଶୀତଦିନିଆ ପୋଷାକ ପିନ୍ଧିବାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଫ୍ୟାସନ୍ ଟିପ୍ସ୍

ଆପଣ ଶୀତଦିନିଆ ପୋଷାକକୁ ନେଇ ଚିନ୍ତିତ କି ? ସ୍ୱେଟର ବା ଜ୍ୟାକେଟ ପିନ୍ଧିଲେ ଆପଣ ମୋଟା କିମ୍ବା ବୟସ୍କ ଲାଗୁଛନ୍ତି କି ? ତାହେଲେ ହୋଇଯାଆନ୍ତୁ ଚିନ୍ତା ମୁକ୍ତ । ଆଜି ଆମେ ଆପଣଙ୍କୁ ଶୀତଦିନିଆ ବସ୍ତ୍ର ପିନ୍ଧିବାର ଏପରି କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇଲେ ଆପଣ ଏକଦମ୍‌ ଷ୍ଟାଇଲିଶ୍‌ ଓ ଗ୍ଲାମରସ୍‌ ଲୁକ୍‌ରେ ରହିବେ।

wedding shopping
ବାହାଘର ପାଇଁ ଗହଣା ସପିଂ କରିବାକୁ ଯାଉଛନ୍ତି କି, ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ 

ବାହାଘର ପ୍ରତ୍ୟେକ ମଣିଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ବିବାହ ଠିକ୍‌ ହେବା ମାତ୍ରେ ଆରମ୍ଭ ହୋଇଯାଏ ସପିଂ। ଲେହେଙ୍ଗାଠୁ ଆରମ୍ଭ କରି, ଚପଲ, ମେକ ଅପ୍‌ ଓ ଗହଣାର ସପିଂ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କୋଣସି ସାମଗ୍ରୀର ସପିଂରେ ଯଦି କିଛି ବି ଗଡ଼ବଡ଼ ହୁଏ, ତେବେ ପୂରା ବ୍ରାଇଡାଲ୍‌ ଲୁକ୍‌ ବିଗିଡ଼ିଯାଏ। ତେବେ ଆଜି ଆମେ ବାହାଘର ପାଇଁ ଗହଣା ସପିଂ ସମ୍ପର୍କରେ କିଛି ଟିପ୍ସ୍‌ ଦେବୁ, ଯାହା ଆପଣ ସପିଂ ବେଳେ ସାହାଯ୍ୟ କରିବ ।

Slim Tips
ପିନ୍ଧନ୍ତୁ ଏହିଭଳି ଡ୍ରେସ୍, ଦେଖାଯିବେ ସ୍ଲିମ୍‌ ଓ ଲମ୍ୱା

ସମସ୍ତେ ନିଜକୁ ଫିଟ୍ ଓ ଫାଇନ୍ ରଖିବାକୁ ଚାହିଁଥାନ୍ତି । ବିଶେଷକରି ଆଜିକାଲିର ଯୁବପୀଢି ନିଜକୁ ସ୍ଲିମ୍ ଏବଂ ଟ୍ରୀମ୍ ରହିବାକୁ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ନିଜର ଡ୍ରେସ୍‌ ସେନ୍ସ କପରି ରହିବା ଦରକାର ଯାହା ଆପଣଙ୍କୁ ସ୍ଲିମ୍ ଓ ଲମ୍ବା ଲୁକ୍ ଦେବ ।

Fashion tips for men
ବିବାହ ଋତୁରେ ପୁରୁଷଙ୍କ ପାଇଁ ଫ୍ୟାଶନ୍ ଟିପ୍ସ

ବାହାଘର ପାଖେଇ ଆସିଲେ ସମସ୍ତେ ନିଜର ଲୁକ୍ ଓ ଡ୍ରେସକୁ ନେଇ ଚିନ୍ତାରେ ପଡି ଯାଆନ୍ତି । କଣ ପିନ୍ଧିବେ,କିଭଳି ନିଜକୁ ସଜେଇବେ ଏହାକୁ ନେଇ ଚିନ୍ତାରେ ପଡି ଯାଆନ୍ତି । ବିବାହ ଋତୁରେ ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଚାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ପୁଅମାନଙ୍କ ପାଇଁ ଆଉଟଫିଟ୍ କଣ ରହିବ ସେ ବିଷୟରେ ଜଣେଇବୁ ।