ଗୌହାଟିର ହେଙ୍ଗରାବାଡି ଅଞ୍ଚଳରେ ଥିବା ଏକ ଘରେ ଚୋରି କରିବାକୁ ପହଞ୍ଚିଥିଲା ଚୋର । ଘରେ କେହି ନଥିବା ଦେଖି ଘରେ ପଶିବା ପାଇଁ ତାକୁ ସୁବିଧା ହୋଇଥିଲା । ଚୋରି କରିବ କ’ଣ, ତାକୁ ପ୍ରବଳ ଭୋକ ଲାଗିଥିଲା । ଆଉ ଭୋକ ଲାଗିବାରୁ ଖେଚୁଡ଼ି ତିଆରି କରି ଖାଇବାକୁ ଚିନ୍ତା କରିଥିଳା ।
ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି ।
ଟେଲିଭିଜନ୍ ରେଟିଂ ପଏଣ୍ଟ ବା ଟିଆରପି ପ୍ରକାଶ ଲାଗି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ ବାର୍କକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଟିଆରପି ପାଇଁ ଅକ୍ଟୋବର ୨୦୨୦ରେ କିଛି ନିର୍ଦ୍ଦିଷ୍ଟ ଚ୍ୟାନେଲ ରିଗିଂ କରୁଥିବା ଅଭିଯୋଗ ପରେ ଆଜିକୁ ପ୍ରାୟ ୧୫ ମାସ ଧରି ବାର୍କ ତରଫରୁ ଟିଆରପି ସୂଚନା ପ୍ରକାଶ ପାଉନାହିଁ ।
LACରେ ଚୀନ୍ ଅନେକ ଭିତ୍ତିଭୂମି ତିଆରି କରିବା ସହ ସୈନ୍ୟ ବି ମୁତୟନ କରିଛି । ଏହା ସ୍ଥାୟୀ କି ନୁହେଁ ତାହା ଆଗକୁ ଦେଖିବା କଥା । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୋର୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଚାଲିଛି । ଆଗାମୀ ଦିନରେ ଏଥିରେ ଉନ୍ନତି ଆସିବ ବୋଲି ଆଶା କରିଛନ୍ତି ଜେନେରାଲ ନରଭଣେ ।
ଆସାମ ପୋଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି । ଲୋଭଲିନାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ପୋଲିସିଂ ଦିଗରେ ଆମର ମିଶନରେ ସାହାଯ୍ୟ କରିବ ବୋଲି ଆସାମ ପୋଲିସ ପକ୍ଷରୁ କୁହାଯାଇଛି ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୬୫୦ ଟଙ୍କା ଓ ୫୦,୯୦୦ ଟଙ୍କା ରହିଛି।
ଉଜ୍ୱଳ ତ୍ୱଚା ପାଇବା ପାଇଁ ସମସ୍ତେ ଚିନ୍ତିତ । ତେବେ ବୟସ ଅନୁସାରେ ତ୍ୱଚାର ଚମକ ଦିନକୁ ଦିନ ହ୍ରାସ ପାଇଥାଏ । ୩୦ ବର୍ଷ ଅତିକ୍ରାନ୍ତ କରିବା ପରେ ତ୍ୱଚାରେ ସନ ବର୍ଣ୍ଣ, ଟ୍ୟାନ, ଫାଇନ ଲାଇନ, ଡାର୍କ ସ୍ପଟ, ରିଙ୍କଲସ୍ ଆଦି ପରିଲକ୍ଷିତ ହୋଇଥାଏ । ତେବେ ତ୍ୱଚାରେ ଆସୁଛି କି ଶୁଷ୍କତା, ଆଖିତଳ କଳା ପଡୁଛି କି ? ତାହେଲେ ଆପଣାନ୍ତୁ ଏହି ବିଉଟି ଟିପ୍ସ୍।
ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି।
ବ୍ୟାଙ୍କ ବନ୍ଦ କରିବାର କିଛି ସମୟ ପୂର୍ବରୁ ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ। ମୁହଁରେ ମୁଖା ପିନ୍ଧିଥିବା ସହ ହାତରେ ଛୁରି ,ଭୁଜାଲି ଓ ଲୁହାର ପଞ୍ଚ ବ୍ୟବହାର କରିଥିଲେ ଡକାୟତ ମାନେ । ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ତିନିଜଣଙ୍କୁ ଷ୍ଟ୍ରଙ୍ଗରୁମରେ ତାଲା ପକାଇ ଦେଇଥିଲେ
ଦୁନିଆରେ ଅନେକ ଭିନ୍ନ ଭିନ୍ନ ସଡକ ରହିଛି ଯେଉଁ ରାସ୍ତା ଦେଇ ଯାତାୟତ କରିବା ବେଶ୍ ଆରାମଦାୟକ । କିନ୍ତୁ କିଛି ରାସ୍ତା ଏଭଳି ବି ରହିଥାଏ, ଯେଉଁଥିରେ ଚାଲିବା ଜୀବନକୁ ବିପଦରେ ପକାଇବାଠାରୁ କମ ନୁହେଁ । ସେହିଭଳି ଏକ ରାସ୍ତା ସ୍ପେନ୍ ରେ ରହିଛି । ଏହି ରାସ୍ତା ୧୧୦ ବର୍ଷର ପୁରୁଣା । ତେବେ ଏତେ ଭୟଙ୍କର ରାସ୍ତା ଏହା କିପରି ହେଲା ? କଣ ଏହି ରାସ୍ତାର ନାଁ ? ଚାଲନ୍ତୁ ଜାଣିବା
ଗୀତ ପାଇଁ ଭାଙ୍ଗିଲା ବାହାଘର । ଉତ୍ତେଜକ ଗୀତ ବଜାଇବାରୁ କନ୍ୟାକୁ ଛାଡ଼ପତ୍ର ଦେଇଦେଲେ ବର ।
ପଞ୍ଜାବରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନ ସମୟରେ ପଞ୍ଜାବ ଛାଡ଼ି ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଁ କାନାଡ଼ା ଯାଉଛନ୍ତି । ତେଣୁ ପଞ୍ଜାବରେ କିଭଳି ଯୁବ ପୀଢ଼ିଙ୍କୁ କାମ ମିଳିବ ସେ ଦିଗରେ ଦଳ କାମ କରିବ । କାନାଡ଼ା ନୁହେଁ ପଞ୍ଜାବରେ ହିଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳିବ ।
ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ ବୋଲି କହିଛନ୍ତି ।
ଆଜି ହେଉଛି ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ସାରା ଦେଶରେ ତାଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଶିକ୍ଷା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଆସୁଛି ।
ପିତୃତୁଲ୍ୟ ଶିଷକଙ୍କ ବଦଳି ପରେ ଶିକ୍ଷକଙ୍କୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ଛାତ୍ରଛାତ୍ରୀ ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ ।
ଭଣ୍ଡ ବାବାଙ୍କ କଳା କାରନାମା । ମହିଳାଙ୍କୁ ପକ୍ଷାଘାତ ରୋଗରୁ ଭଲ କରିଦେବ କହି ଧୋକା ଦେଲା । ପିଲାମାନେ ନିକଟସ୍ଥ କୋଠରୀରେ ଶୋଇଥିବା ସମୟରେ ଦୁଷ୍କର୍ମ କଲା ।
ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ହ୍ୟାକରମାନେ ଏହାର ନାମ ପରିବର୍ତ୍ତନ କରି ଏକ ମାଛର ଚିତ୍ର ରଖିଥିଲେ ।
ହଜାରେ ମୁହାଁ ପରିବା ଦର । ଏମିତିକି ବଜାରରେ କଞ୍ଚା ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା ରହିଥିବାବେଳ ବିନ୍ସ କିଲୋ ପିଛା ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୦ ଟଙ୍କା, ଭେଣ୍ଡି ୨୦୦ ଓ ବିଲାତି ୨୦୦ ଟଙ୍କାରେ ବିକ୍ରି ହେଉଛି ।
ସେନାର ନୂଆ ୟୁନିଫର୍ମ ପାଇଁ ୧୫ ଟି ପ୍ୟାଟର୍ଣ୍ଣ, ୪ଟି ଡିଜାଇନ୍ ଓ ୮ ଟି ଫାବ୍ରିକ୍କୁ ବଛାଯାଇଛି । ଏହି କମ୍ବାଟ ୟୁନିଫର୍ମରେ ରହିଛି ଡିଡିଟାଲ କାମୋଫ୍ଲାଜ୍ ପାଟର୍ଣ୍ଣ । ଅର୍ଥାତ୍ ଯେକୌଣସି ପରିବେଶ ସହିତ ଏହା ଖାପ ଖାଇବ ଏବଂ ସେନାଙ୍କୁ ନିଜକୁ ଶତ୍ରୁ ନଜରରୁ ଲୁଚାଇବାରେ ସହାୟକ ହେବ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୨ ତାରିଖ, ବୁଧବାର, ଧନୁ ୨୮ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ଦଶମୀ ତିଥି, ଦ୍ୱିଜା ନକ୍ଷତ୍ର, ମେଷ ଚନ୍ଦ୍ର,ଆଜି କର୍କଟ ରାଶିର ଘାତବାର ଏବଂ ମେଷ ରାଶିର ଘାତଚନ୍ଦ୍ର,ଆଜି କଳମ ଶାଗ ଖାଇବା ମନା,ଆଜି ଶାମ୍ବ ଦଶମୀ, ସୂର୍ଯ୍ୟଦେବଙ୍କ ପୂଜା, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୭୬ ବର୍ଷ ପୂର୍ବେ ସେନା ପୁଅ ମା’ଙ୍କ ପାଖକୁ ଲେଖିଥିଲେ ଚିଠି। ଲେଖିଥିଲେ କିଛି ଦରଦଭରା କାହାଣୀ। ଚିଠି ମିଳିଲା ଏବେ।
ଏକତା ହିଁ ବଳ। ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଏକ କୁକୁର ଦଳ। ସେମାନେ ବଳବଦ୍ଧ ଭାବେ ଜଙ୍ଗର ରାଜା ସିଂହକୁ ପରାସ୍ତ କରି କରିଛନ୍ତି।
ବେଳେବେଳେ ଲୋକେ ନିଷ୍ପତ୍ତି ନେବାରେ ଅସୁବିଧାରେ ପଡନ୍ତି। କ’ଣ କରିବେ ବା ନ କରିବେ ତାହା ବୁଝି ପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ କ’ଣ କରିବାକୁ ହେବ।