ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି ।
୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ ।
ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା।
ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ସେପ୍ଟେମ୍ୱର ୧ରୁ ଶନିବାର ଦ୍ୱିପହର ପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୩୮୦ ମିମି ବର୍ଷା ରେକର୍ଡ ହୋଇଛି , ଯାହା ଗତ ୧୨୧ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ରେକର୍ଡ କରିଛି । ରାଜଧାନୀ ଦିଲ୍ଲୀରେ ୧୯୪୪ ପରଠାରୁ ଚଳିତ ବର୍ଷ ସର୍ବାଧିକ ବର୍ଷା ହେବା ସହ ସର୍ବାଧିକ ବର୍ଷା ହୋଇଥିବା ସେପ୍ଟେମ୍ବର ବୋଲି କୁହାଯାଉଛି
ସାଙ୍ଗ ଘରୁ ଫେରୁଥିଲେ କନ୍ଷ୍ଟେବଲ ଅଶ୍ୱିନୀ। ସେ କିଛି ବୁଝିବା ଆଗରୁ ତାଙ୍କର କାର ମାଟି ତଳକୁ ପଶି ଯାଇଥିଲ।