ଭିଡିଓଟି ଯେତିକି ଦୁଃଖଭରା । ସେତିକି ହୃଦୟସ୍ପର୍ଶୀ । ଭିଡିଓରେ ଜଣେ ମା’ଙ୍କ ସାହସ ଓ ଧୈର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିବାବେଳେ ତାଙ୍କୁ ତାଙ୍କର କର୍ତ୍ତବ୍ୟକୁ ସାଲ୍ୟୁଟ୍ କରିଛନ୍ତି ।
ରୋଗ ଶଯ୍ୟାରେ ପଡ଼ିଥିବା ବାପାଙ୍କ ବୟସ ୧୦୫ ହୋଇଥିବା ବେଳେ ପୁଅର ବୟସ ୭୫ ।
ହୃଦୟକୁ ଛୁଇଁଲା ଭଳି ଏହି ଭିଡିଓକୁ ଏବେ ସୁଦ୍ଧା ୩.୨ ମିଲିୟନ୍ରୁ ଅଧିକ ଥର ଦେଖାଯାଇଛି । ଏହାସହ ୨୦ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ଭିଡିଓକୁ ମିଳି ସାରିଛି ।