• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ, ସୋମବାର । ପୂର୍ଣ୍ଣିମା - ୮ମୀ ଦିବା ୧୧/୩୪/୪୯ ଗତେ ୯ମୀ ଚନ୍ଦ୍ର- କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନ ରାଶିରେ, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ରାତ୍ରି ୧୦/୨୫/୫୮ ଗତେ ୧ ପାଦ କୁଟୁମ୍ଭ ହାନି ତିଳକାଞ୍ଚନ ଦାନ ।

ଶୁଭ ସମୟ:- ଦିବା ୦୮/୪୦/୫୯ ରୁ ୧୦/୨୮/୨୦, ରାତ୍ରି ୦୯/୦୯/୫୭ ରୁ ୧୦/୨୧/୧୧ , ରାତ୍ରି ୧୧/୪୩/୨୩ ରୁ ୧୨/୦୫/୧୮, ରାତ୍ରି ୦୧/୩୨/୫୯ ରୁ ୦୩/୦୦/୩୯ , ରାତ୍ରି ୦୩/୪୪/୨୯ ରୁ ୦୪/୨୮/୨୦

ଅଶୁଭ ସମୟ:- ରାହୁକାଳ- ରାତ୍ରି ୦୬/୫୦/୧୧ ରୁ ୦୮/୨୭/୫୭, କାଳବେଳା- ରାତ୍ରି ୦୬/୫୦/୧୧ ରୁ ୦୮/୨୭/୫୭, ବାରବେଳା –ଦିବା ୦୨/୫୯/୦୩ ରୁ ୦୪/୩୬/୪୯, କାଳରାତ୍ରି- ରାତ୍ରି ୧୦/୨୧/୧୧ ରୁ ୧୧/୪୩/୨୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

  • ବନ୍ଧୁଙ୍କ ପରାମର୍ଶରେ କିଛି ନୂତନ କାମ ଆରମ୍ଭ କରିପାରନ୍ତି
  • ପ୍ରତ୍ୟେକଟି ଉଦ୍ୟମରେ ସଫଳତା ପାଇପାରିବେ
  • ଆକସ୍ମିକ ଭାବେ କିଛି ଅର୍ଥ ପ୍ରାପ୍ତି ହେବାର ସମ୍ଭାବନା ରହିଛି

ପ୍ରତିକାର:- ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ :-

  • ମହିଳା ମାନେ ଯୋଗ୍ୟ ପ୍ରତିପାଦିତ ହୋଇପାରିବେ
  • ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିପାରେ
  • ମନ୍ଥରତା ଭିତରେ ମଧ୍ୟ ସୁଫଳତା ପାଇପାରିବେ

ପ୍ରତିକାର:- ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:-

  • ଆଜି ଯେଉଁଠି ଯାହା କହିବେ କରିପାରିବେ ନାହିଁ
  • ପିତାଙ୍କ ସହ ସପଂର୍କରେ ହାନି ଘଟିପାରେ
  • ଅନ୍ୟ ମାନଙ୍କ କଥାରେ ମୁଣ୍ଡ ପୁରାଇ ଅଜଥାରେ ସମାଲୋଚିତ ହୋଇପାରନ୍ତି

ପ୍ରତିକାର :- ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ:-

  • ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଇପାରେ
  • ଇଛାନଥିଲେ ମଧ୍ୟ ପରିସି୍ଥତିରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି
  • ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି

ପ୍ରତିକାର :- ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ:-

  • କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇପାରିବେ
  • ଦାମ୍ପତ୍ୟ ଜୀବନରେ ପତପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇପାରିବେ
  • ଋାଜନୀତିରେ ନିଜର ସଂଗଠନିକ ଦକ୍ଷତା ଯୋଗ୍ୟତା ଅନୁସାରେ କୈଣସି ଉଚ୍ଚ ପଦବୀ ମିଳିପାରେ

ପତିକାର :- ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା :-

  • ଜଣେ ଅପରଚିତ ବ୍ୟକ୍ତିଙ୍କର ସାହାର୍ଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାମଟିକୁ ସମ୍ପୂର୍ଣ୍ଣ କରିପାରନ୍ତି
  • ମହିଳା ମାନେ ମାନସମ୍ମାନ ପାଇପାରନ୍ତି
  • ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହୋଇପାରେ

ପ୍ରତିକାର- ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା:-

  • ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିପାରନ୍ତି
  • ଜମିଜମା କାରବାରରେ ଠକାମୀରେ ପଡିପାରନ୍ତି
  • ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିପାରେ

ପ୍ରତିକାର :- ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା:-

  • କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାର୍ଯ୍ୟ ସହଯୋଗ ପାଇପାରିବେ
  • ପ୍ୱର୍ବରୁ ଥିବା ଅଭାବ ଅନଟନ ଦୂର ହୋଇପାରେ
  • ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେଇପାରେ

ପ୍ରତିକାର:- ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ:-

  • ଦୂର ସ୍ଥାନକୁ ବୁଲିବାକୁ ଯିବାର ସୁଯୋଗ ପାଇପାରିବେ
  • ଗଠନ ମୂଳକ କାର୍ଯ୍ୟରେ ନେତୃତ୍ୱ ନେବା ସମ୍ଭାବନା ରହିଛି
  • ଆପଷ ମିଳାମିଶାରୁ ସମସ୍ୟାର ସମାଧାନ କରିପାରନ୍ତି

ପ୍ରତିକାର –ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର:-

  • ପ୍ରତ୍ୟେକଟି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ
  • କରଦାତା ମାନଙ୍କର ଚାପ ବୃଦ୍ଧି ପାଇପାରେ
  • ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ ଓ ମହିଳା ମାନେ ନିନ୍ଦିତ ହୋଇପାରନ୍ତି

ପ୍ରତିକାର :- ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ :-

  • ଉଚ୍ଚ ସ୍ତରର ମହିଳାଙ୍କ ସହ ସମ୍ପର୍କ ପାଇଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇପାରେ
  • ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟରେ ସଫଳତା ପାଇପାରନ୍ତି
  • ଋାଜନୀତି କ୍ଷେତ୍ରରେ ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ପାଇପାରନ୍ତି

ପ୍ରତିକାର:- ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ:-

  • କୋର୍ଟ କଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହୋଇପାରେ
  • ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିପାରେ
  • ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିପାରନ୍ତି

ପ୍ରତିକାର:- ଶ୍ରୀ ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ ।

(ଜୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)