• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

CDS
କିଏ ହେବ ଆଗାମୀ CDS ? ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ ।

Drones
ପୁଣି ସୀମାରେ ଦେଖାଦେଲା ଡ୍ରୋନ୍‌ : ଗୁଳି କରି ଖସାଇଲେ ଭାରତୀୟ ଯବାନ

ପୁଣି ସୀମାରେ ଦେଖାଗଲା ଡ୍ରୋନ୍‌ । ଷଡ଼ଯନ୍ତ୍ର ଜାରି ରଖିଛି ପାକିସ୍ତାନ ।

Medicines
ଏବେ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ମିଳିବ ଔଷଧ, ସରକାର କରୁଛନ୍ତି ଯୋଜନା

ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।

Jhonny Deep
ପତ୍ନୀଙ୍କ ବିରୋଧରେ କେସ୍‌ ଜିତି ଖୁସି ମନାଇଲେ ହଲିଉଡ୍ ଷ୍ଟାର ଜନି ଡେପ୍‌ ! ଗୋଟିଏ ରାତିରେ ଖର୍ଚ୍ଚ କଲେ ୪୮ ଲକ୍ଷ

ଏମ୍ବର ହର୍ଡ ମାମଲାରେ କୋର୍ଟଙ୍କ ରାୟ ଜନି ଡେପ୍‌ଙ୍କ ସପକ୍ଷରେ ଯିବା ପରେ ସେ ବିଜୟ ଉତ୍ସବ ମନାଇଛନ୍ତି । ଇଂଲଣ୍ଡରେ ଏହି ରେସ୍ତୋରାଂ ଭାରତୀୟ ଖାଦ୍ୟ ପରିବେଷଣ କରିଥାଏ । ଯେଉଁଠି ୪୮ ଲକ୍ଷ ଖର୍ଚ୍ଚ କରିଛନ୍ତି ସେ ।

rbi
ଭାରତୀୟ ନୋଟରେ ରହିବ ରବୀନ୍ଦ୍ରନାଥ ଟାଗୋର ଓ ଅବଦୁଲ କଲାମଙ୍କ ଫଟୋ ? ଜବାବ୍‌ ରଖିଲା RBI

ଭାରତୀୟ ନୋଟରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚିତ୍ର ବଦଳାଇବାକୁ କୌଣସି ପ୍ରସ୍ତାବ ନାହିଁ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

Threat Letter To Salman Khan Police Questioning Gangster Lawrence Bishnoi
ସଲମାନଙ୍କୁ କିଏ ଦେଇଥିଲେ ଧମକ ? ଗ୍ୟାଙ୍ଗଷ୍ଟର ଲରେନ୍ସ କହିଲା,ଏଥିରେ...

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍‌ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।

Neeraj Pandey says our movies have been remade down south too
ସାଉଥ୍ ଇଣ୍ଡଷ୍ଟ୍ରୀ ବାଲା ମଧ୍ୟ ବଲିଉଡ୍‌କୁ କପି କରନ୍ତି : ନୀରଜ ପାଣ୍ଡେ

ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍‌କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।

Elderly Couple Found Dead In Kolkata Flat
ମୁଖ୍ୟମନ୍ତ୍ରୀଙ୍କ ଘର ପାଖ ଫ୍ଲାଟ୍‌ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ଫ୍ଲାଟ୍‌ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ତା’ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଏହି ଘଟଣା ଘଟିଛି। ବୃଦ୍ଧ ଦମ୍ପତି ଯେଉଁ ଫ୍ଲାଟ୍‌ରେ ରହୁଥିଲେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖରେ। ଯାହାକି ହାଇ ସିକ୍ୟୁରିଟି ଜୋନ୍‌।

'Still in the middle of youth': 83-year-old Japanese man crosses Pacific Ocean solo
ବୟସ ୮୩, ହେଲେ ଏକା ଏକା ସମୁଦ୍ର ଯାତ୍ରା କରି କଲେ ରେକର୍ଡ

ଏକାକୀ ପ୍ରଶାନ୍ତ ମହାସାଗର ଯାତ୍ରା କରି ରେକର୍ଡ କରିଛନ୍ତି ୮୩ ବର୍ଷୀୟ ବୃଦ୍ଧ...

British Woman Raped At Goa Beach
ବିଦେଶିନୀଙ୍କୁ ସମୁଦ୍ରକୂଳରେ ଦୁଷ୍କର୍ମ ! ସ୍ୱାମୀଙ୍କ ସହ ଛୁଟି କଟାଇବାକୁ ଆସିଥିଲେ...

ଜଣେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ୱାମୀଙ୍କ ସହ ଗୋଆ ବୁଲିବାକୁ ଆସିଥିଲେ। ଦୁଷ୍କର୍ମ ନେଇ ଅଭିଯୋଗ ପରେ ପୋଲିସ୍‌ ଛାନ୍‌ଭିନ୍‌ କରି ଅଭିଯୁକ୍ତକୁ ଧରିଥିଲା।

Special story
ବଢ଼ିଲା ସଲମାନ୍‌ ଖାନଙ୍କ ସୁରକ୍ଷା ବ୍ୟବସ୍ଥା : ହତ୍ୟା ଧମକ ପରେ ତତ୍ପର ମୁମ୍ବାଇ ପୋଲିସ

ସିଦ୍ଧୁ ମୁସେୱାଲାଙ୍କ ପରେ ଗ୍ୟାଙ୍ଗଷ୍ଟରଙ୍କର ଟାର୍ଗେଟରେ ସଲମାନ୍‌ ।

daily horoscope
Daily Horoscope 7th June 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୭ ତାରିଖ ମଙ୍ଗଳବାର, ତିଥି – ୭ମୀ ପ୍ରାତଃ ୦୭/୫୫/୧୯ ୮ମୀ, ଚନ୍ଦ୍ର - ସିଂହ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ,ମକର ରାଶିର ଅହୋରାତ୍ର, ଘାତ ବାର - ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୨ ପାଦ -କୃଷି ଓ ପଶୁହାନି ପ୍ରାତଃ ୦୭/୫୫/୧୯ ଗତେ୧ ପାଦ କୃଷିହାନି, ଭୂମିହାନ - ତିଳକାଞନ ଦାନ ।

Encounter breaks out in J-K's Kupwara
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜାମ୍ମୁ କାଶ୍ମୀରର କୁପୱାରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା…

Bullet Train
୨୦୨୬ ସୁଦ୍ଧା ଗୁଜୁରାଟରୁ ଚାଲିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ 

ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାର୍ଯ୍ୟ ସମୟ ଭିତରେ ସୁରତ-ବିଲିମରା ମଧ୍ୟରେ ଚାଲିବ ବୁଲେଟ୍ ଟ୍ରେନ୍। ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ୩୨୦ କିଲୋମିଟର ବେଗରେ ଚାଲିବ ।

Agni-IV Missile Successfully Tested, Can Strike Targets 4,000 km Away
ଅଗ୍ନି-୪ର ସଫଳ ରାତ୍ରକାଳୀନ ପରୀକ୍ଷଣ

ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।

Yoga treatment for frozen shoulder
ଫ୍ରୋଜନ ସୋଲ୍ଡର ସମସ୍ୟା ଭୋଗୁଛନ୍ତି କି, ଏହି ଯୋଗ କରନ୍ତୁ

ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…

2006 Varanasi bombings
ବାରଣାସୀ ସିରିୟଲ ବୋମା ବିସ୍ଫୋରଣ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

୨୦୦୬ ମାର୍ଚ୍ଚ ୭ ସଂଧ୍ୟାରେ ପ୍ରଥମେ ସଂକଟମୋଚନ ମନ୍ଦିରରେ ବ୍ଲାଷ୍ଟ ହୋଇଥିଲା । ୧୫ ମିନିଟ ପରେ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ବ୍ଲାଷ୍ଟ ହୋଇଥିଲା । ୩ୟ ବିସ୍ଫୋରଣ ପୂର୍ବରୁ ଗୁଡ଼ାଉଲିଆରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା ।

Ministry of defence recruitment 2022
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ବାହାରିଛି ଚାକିରି, ଦେଖନ୍ତୁ…

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ DRDOର ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ (LRDE) ଏବଂ ଏରୋନେଟିକାଲ୍ ଡେଭଲପ୍‌ମେଣ୍ଟ୍‌ ଏଜେନ୍ସି (ADA)ରେ ଚାକିରି ଅଛି। ଏହି ଉଭୟ ନିଯୁକ୍ତି ପାଇଁ ବିଜ୍ଞାପନ ଜୁନ୍ ୪ ରୁ ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି।

Bobby deol refutes rumours of Dharmendra being hospitalized
ହସ୍ପିଟାଲରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର!

ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଛି। ଏ ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

Indian Railways to begin Wakeup Call-Destination Alert Facility
ଏଣିକି ଟ୍ରେନ୍‌ରେ ନିଦ ଲାଗିଲେ ବି ମିସ୍‌ ହେବନି ଷ୍ଟେସନ୍

ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍‌ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।

Samrat Prithviraj failed in front of Vikram and Major
‘ବିକ୍ରମ’ ଓ ‘ମେଜର’ ଆଗରେ ଧରାଶାୟୀ ହେଲା ‘ସମ୍ରାଟ ପୃଥ୍ୱୀରାଜ’

ଗୋଟିଏ ଦିନରେ ଆସିଛି ୩ ଫିଲ୍ମ। ସେଗୁଡିକ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ସହିତ ଆଦିୱି ଶେଷ୍‌ଙ୍କର ‘ମେଜର’। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଏବେ ତାହା ସ୍ପଷ୍ଟ ହେଇଯାଇଛି…

On shootings in US, Sadhguru says gun violence related to mental health
ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିଲେ ହିଂସା ବଢ଼ିବ : ସଦ୍‌ଗୁରୁ

ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ବେପରୁଆ ଗୁଳିକାଣ୍ଡ ଜଡ଼ିତ ବୋଲି କହିଛନ୍ତି ସଦ୍‌ଗୁରୁ ଜଗି ବାସୁଦେବ।

lic
ଅନାଥ ପିଲାଙ୍କୁ ଏଲଆଇସିର ଧମକ : ତୁରନ୍ତ ପଇଠ କର ୨୯ଲକ୍ଷ, ମାମଲାରେ ହସ୍ତକ୍ଷେପ କଲେ ଅର୍ଥମନ୍ତ୍ରୀ

ବିନିଶାଙ୍କ ଉପରେ ୨୯ ଲକ୍ଷର ଋଣ ବୋଝ । ପରିଶୋଧ କରିବାକୁ ଚାପ ପକାଉଛି କମ୍ପାନୀ ।

Covid 19
ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୪,୫୧୮ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।

drivers-son-tops-upsc-cds-exam-in-third-attempt
ୟୁପିଏସ୍‌ସି ସିଡିଏସ୍ ପରୀକ୍ଷାରେ ଟପ୍‌ କଲେ ହିମାଂଶୁ : ଡ୍ରାଇଭର ବାପା ଆଖିରେ ଖୁସିର ଲୁହ

ଜଣେ ଡ୍ରାଇଭରଙ୍କ ପୁଅ ହିମାଂଶୁ ପାଣ୍ଡେ ୟୁପିଏସ୍‌ସି ସିଡିଏସ ପରୀକ୍ଷାରେ ଟପ୍ପର ହୋଇ IMAରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି ।