ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୭ ତାରିଖ ମଙ୍ଗଳବାର, ତିଥି – ୭ମୀ ପ୍ରାତଃ ୦୭/୫୫/୧୯ ୮ମୀ, ଚନ୍ଦ୍ର - ସିଂହ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ,ମକର ରାଶିର ଅହୋରାତ୍ର, ଘାତ ବାର - ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୨ ପାଦ -କୃଷି ଓ ପଶୁହାନି ପ୍ରାତଃ ୦୭/୫୫/୧୯ ଗତେ୧ ପାଦ କୃଷିହାନି, ଭୂମିହାନ - ତିଳକାଞନ ଦାନ ।
ଶୁଭ ସମୟ :- ପ୍ରାତଃ ୦୫/୧୦/୪୭ ରୁ ୦୬/୪୯/୨୯, ଦିବା ୦୯/୩୩/୫୮ ରୁ ୧୨/୧୧/୫୩, ସନ୍ଧ୍ୟା ୦୪/୪୧/୩୯ ରୁ ୦୫/୦୩/୪୩, ରାତ୍ରି ୦୨/୦୨/୫୮ ରୁ ୦୯/୫୭/୧୦, ରାତ୍ରି ୧୨/୦୭/୧୬ ରୁ ୦୨/୧୭/୧୨
ଅଶୁଭ ସମୟ :- ରାହୁକାଳ- ଦିବା ୦୩/୦୨/୫୭ ରୁ ୦୪/୪୧/୩୯, କାଳବେଳା- ଦିବା ୦୧/୨୪/୧୬ ରୁ ୦୩/୦୨/୫୭, ବାରବେଳା – ପ୍ରାତଃ ୦୬/୪୯/୨୯ ରୁ ୦୬/୨୮/୧୦, କାଳରାତ୍ରି- ରାତ୍ରି ୦୭/୪୧/୩୯ ରୁ ୦୯/୦୨/୫୮
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ଚାକିରିରେ କର୍ତୁପକ୍ଷଙ୍କ ଆସ୍ଥା ଭାଜନ ହେବେ
- ଦ୍ୱିଜା – ମାନ,ସମ୍ମାନ, ସକଳ ଐଶ୍ୱର୍ଯ୍ୟର ଅଧିକାରୀ ହେବେ
- କୃତିକା – ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି
ପ୍ରତିକାର - ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ ।
ବୃଷ :-
- କୃତିକା – ବ୍ୟବସାୟ ରେ ଆୟ ଆଶାନୁରୂପ ହେବ ନାହିଁ
- ରୋହିଣୀ –ରାଜନୈତିକ ବ୍ୟକ୍ତିଙ୍କ ଅକ୍ରୋଶର ଶିକାର ହେବେ
- ମୃଗଶିରା – ପାରିବାରିକ ସମସ୍ୟା ଲାଗି ରହିବ
ପ୍ରତିକାର :- ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ :-
- ମୃଗଶିରା - ଉତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତମ ଆୟ ଲାଭ କରିବେ
- ଆଦ୍ରା - କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ
- ପୁନର୍ବସୁ - ଶତ୍ରୁ ମିତ୍ରତାର ହାତ ବଢାଇବେ
ପ୍ରତିକାର :- ବୁଧଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ :-
- ପୁନର୍ବସୁ - ନୂତନ ଗୃହ ନିର୍ମାଣ ,ଯାନବାହନ କ୍ରୟ କରିବେ
- ପୁଷ୍ୟା –ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ
- ଅଶ୍ଳେଷା - ପ୍ରତିଦ୍ୱନ୍ଦିତା ମୂଳକ କ୍ଷେତ୍ରରେ ସଫଳତା ପାଇବେ
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ
ସିଂହ :-
- ମଘା – ମହିଳା ମାନେ ପରିବାର ରେ ଗୁରୁ ଦାୟିତ୍ୱ ତୁଲାଇବେ
- ପୂ , ଫାଲଗୁନୀ - କର୍ମଜିବୀ ମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଉନ୍ନତି
- ଉ ,ଫାଲଗୁନୀ –ପୂର୍ବ ସମସ୍ୟାର ସୁ- ସମାଧାନ ହୋଇପାରେ
ପ୍ରତିକାର :- ହନୁମାନ ଚାଳିଶା ପାଠ କରନ୍ତୁ
କନ୍ୟା :-
- ଉ, ଫାଲଗୁନୀ - ପିତା ମାତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇ ପାରେ
- ହସ୍ତା - ଯାନବାହନ କ୍ଷତି, ଦୁର୍ଘଟଣା ଆଦିର ଭୟ ଦେଖା ଦେଇପାରେ
- ଚିତ୍ରା – ଶତ୍ରୁ ମାନଙ୍କ ଠାରୁ ପରଭାବ ପାଇବେ
ପ୍ରତିକାର :- ସବୁଜ ରଙ୍ଗର ପୋଷାକ ଦାନ ଦିଅନ୍ତୁ
ତୁଳା :-
- ଚିତ୍ରା – ସ୍ଥାୟି ଜମାର ପରିମାଣ ବୃଦ୍ଧି ପାଇବ
- ସ୍ୱାତୀ –ଚାକିରିରେ ପ୍ରମୋଶନ ମିଳିପାରେ
- ବିଶାଖା – ସୈଭାଗ୍ୟ ବୃଦ୍ଧି, ସର୍ବାଙ୍ଗୀନ ଉନ୍ନତି ହେବ
ପ୍ରତିକାର :- ଗଣେଷଙ୍କର ସିଦ୍ଧିବିନାୟକ ମନ୍ତ୍ର ପାଠ କରନ୍ତୁ
ବିଛା :-
- ବିଶାଖା - ଧର୍ମକାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ
- ଅନୁରାଧା - କୈଶଳେ କାର୍ଯ୍ୟ ସିଦ୍ଧି ଆଦି ଶୁଭଫଳ ଭୋଗ କରିବେ
- ଜ୍ୟେଷ୍ଠା – ଯଶବୃଦ୍ଧି, ଏବଂ ଗୁରୁକୃପା ଲାଭ କରିବେ
ପ୍ରତିକାର :- ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ :-
- ମୂଳା – କର୍ମଚିନ୍ତା ସତ୍ୱେ ସର୍ବାଙ୍ଗୀନ ଉନ୍ନତି ବଜାୟ ରହିବ
- ପୂ , ଷାଢା – ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ
- ଉ , ଷାଢା – ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ
ପ୍ରତିକାର :- ଶ୍ରୀ ବାମନଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ମକର :-
- ଉ , ଷାଢା - ଠକାମି ଆଦି ନାନା ସମସ୍ୟାର ପୀଡା ଭୋଗିବେ
- ଶ୍ରବଣା –ମାନସିକ ଓ ଶାରିରୀକ ସମସ୍ୟା ଦେଖାଦେବ
- ଧନିଷ୍ଠା – ପଡୋଶିକଙ୍କ ସହ ଦିବାଦ ଦେଖା ଦେଇପାରେ
ପ୍ରତିକାର :- ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ :-
- ଧନିଷ୍ଠା - ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ
- ଶତଭିଷା – ଉନ୍ନତି କର୍ମରେ ସାଫଲ୍ୟ ମିଳିବ
- ପୂ , ଭାଦ୍ରପଦ – କରଜ ପରିଶୋଧ କରିବେ
ପ୍ରତିକାର :- ମହା ମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ - ଗୁପ୍ତ ଧନର ସନ୍ଧାନ ପାଇ ପାରନ୍ତି
- ଉ , ଭଦ୍ରପଦ - ଚାକିରୀରେ ସଦା ପ୍ରସନ୍ନ ରହିପାରିବେ
- ରେବତୀ –ଭାତୃ ବିବାଦ ଦୂରେଇ ଯିବ
ପ୍ରତିକାର :- ତାରାଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ