• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୭ ତାରିଖ ମଙ୍ଗଳବାର, ତିଥି – ୭ମୀ ପ୍ରାତଃ ୦୭/୫୫/୧୯ ୮ମୀ, ଚନ୍ଦ୍ର - ସିଂହ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ,ମକର ରାଶିର ଅହୋରାତ୍ର, ଘାତ ବାର - ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୨ ପାଦ -କୃଷି ଓ ପଶୁହାନି ପ୍ରାତଃ ୦୭/୫୫/୧୯ ଗତେ୧ ପାଦ କୃଷିହାନି, ଭୂମିହାନ - ତିଳକାଞନ ଦାନ ।

ଶୁଭ ସମୟ :- ପ୍ରାତଃ ୦୫/୧୦/୪୭ ରୁ ୦୬/୪୯/୨୯, ଦିବା ୦୯/୩୩/୫୮ ରୁ ୧୨/୧୧/୫୩, ସନ୍ଧ୍ୟା ୦୪/୪୧/୩୯ ରୁ ୦୫/୦୩/୪୩, ରାତ୍ରି ୦୨/୦୨/୫୮ ରୁ ୦୯/୫୭/୧୦, ରାତ୍ରି ୧୨/୦୭/୧୬ ରୁ ୦୨/୧୭/୧୨

ଅଶୁଭ ସମୟ :- ରାହୁକାଳ- ଦିବା ୦୩/୦୨/୫୭ ରୁ ୦୪/୪୧/୩୯, କାଳବେଳା- ଦିବା ୦୧/୨୪/୧୬ ରୁ ୦୩/୦୨/୫୭, ବାରବେଳା – ପ୍ରାତଃ ୦୬/୪୯/୨୯ ରୁ ୦୬/୨୮/୧୦, କାଳରାତ୍ରି- ରାତ୍ରି ୦୭/୪୧/୩୯ ରୁ ୦୯/୦୨/୫୮

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ – ଚାକିରିରେ କର୍ତୁପକ୍ଷଙ୍କ ଆସ୍ଥା ଭାଜନ ହେବେ
  • ଦ୍ୱିଜା – ମାନ,ସମ୍ମାନ, ସକଳ ଐଶ୍ୱର୍ଯ୍ୟର ଅଧିକାରୀ ହେବେ
  • କୃତିକା – ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି

ପ୍ରତିକାର - ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ ।

ବୃଷ :- 

Taurus
  • କୃତିକା – ବ୍ୟବସାୟ ରେ ଆୟ ଆଶାନୁରୂପ ହେବ ନାହିଁ
  • ରୋହିଣୀ –ରାଜନୈତିକ ବ୍ୟକ୍ତିଙ୍କ ଅକ୍ରୋଶର ଶିକାର ହେବେ
  • ମୃଗଶିରା – ପାରିବାରିକ ସମସ୍ୟା ଲାଗି ରହିବ

ପ୍ରତିକାର :- ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ :-

Gemini
  • ମୃଗଶିରା - ଉତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତମ ଆୟ ଲାଭ କରିବେ
  • ଆଦ୍ରା - କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ
  • ପୁନର୍ବସୁ - ଶତ୍ରୁ ମିତ୍ରତାର ହାତ ବଢାଇବେ

ପ୍ରତିକାର :- ବୁଧଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ :- 

Cancer
  • ପୁନର୍ବସୁ - ନୂତନ ଗୃହ ନିର୍ମାଣ ,ଯାନବାହନ କ୍ରୟ କରିବେ
  • ପୁଷ୍ୟା –ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ
  • ଅଶ୍ଳେଷା - ପ୍ରତିଦ୍ୱନ୍ଦିତା ମୂଳକ କ୍ଷେତ୍ରରେ ସଫଳତା ପାଇବେ

ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ :- 

Leo
  • ମଘା – ମହିଳା ମାନେ ପରିବାର ରେ ଗୁରୁ ଦାୟିତ୍ୱ ତୁଲାଇବେ
  • ପୂ , ଫାଲଗୁନୀ - କର୍ମଜିବୀ ମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଉନ୍ନତି
  • ଉ ,ଫାଲଗୁନୀ –ପୂର୍ବ ସମସ୍ୟାର ସୁ- ସମାଧାନ ହୋଇପାରେ

ପ୍ରତିକାର :- ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା :- 

Virgo
  • ଉ, ଫାଲଗୁନୀ - ପିତା ମାତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇ ପାରେ
  • ହସ୍ତା - ଯାନବାହନ କ୍ଷତି, ଦୁର୍ଘଟଣା ଆଦିର ଭୟ ଦେଖା ଦେଇପାରେ
  • ଚିତ୍ରା – ଶତ୍ରୁ ମାନଙ୍କ ଠାରୁ ପରଭାବ ପାଇବେ

ପ୍ରତିକାର :- ସବୁଜ ରଙ୍ଗର ପୋଷାକ ଦାନ ଦିଅନ୍ତୁ

ତୁଳା :- 

Libra
  • ଚିତ୍ରା – ସ୍ଥାୟି ଜମାର ପରିମାଣ ବୃଦ୍ଧି ପାଇବ
  • ସ୍ୱାତୀ –ଚାକିରିରେ ପ୍ରମୋଶନ ମିଳିପାରେ
  • ବିଶାଖା – ସୈଭାଗ୍ୟ ବୃଦ୍ଧି, ସର୍ବାଙ୍ଗୀନ ଉନ୍ନତି ହେବ

ପ୍ରତିକାର :- ଗଣେଷଙ୍କର ସିଦ୍ଧିବିନାୟକ ମନ୍ତ୍ର ପାଠ କରନ୍ତୁ

ବିଛା :- 

Scorpio
  • ବିଶାଖା - ଧର୍ମକାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ
  • ଅନୁରାଧା - କୈଶଳେ କାର୍ଯ୍ୟ ସିଦ୍ଧି ଆଦି ଶୁଭଫଳ ଭୋଗ କରିବେ
  • ଜ୍ୟେଷ୍ଠା – ଯଶବୃଦ୍ଧି, ଏବଂ ଗୁରୁକୃପା ଲାଭ କରିବେ

ପ୍ରତିକାର :- ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ :- 

Sagittarius
  • ମୂଳା – କର୍ମଚିନ୍ତା ସତ୍ୱେ ସର୍ବାଙ୍ଗୀନ ଉନ୍ନତି ବଜାୟ ରହିବ
  • ପୂ , ଷାଢା – ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ
  • ଉ , ଷାଢା – ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ

ପ୍ରତିକାର :- ଶ୍ରୀ ବାମନଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ମକର :- 

Capricorn
  • ଉ , ଷାଢା - ଠକାମି ଆଦି ନାନା ସମସ୍ୟାର ପୀଡା ଭୋଗିବେ
  • ଶ୍ରବଣା –ମାନସିକ ଓ ଶାରିରୀକ ସମସ୍ୟା ଦେଖାଦେବ
  • ଧନିଷ୍ଠା – ପଡୋଶିକଙ୍କ ସହ ଦିବାଦ ଦେଖା ଦେଇପାରେ

ପ୍ରତିକାର :- ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା - ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ
  • ଶତଭିଷା – ଉନ୍ନତି କର୍ମରେ ସାଫଲ୍ୟ ମିଳିବ
  • ପୂ , ଭାଦ୍ରପଦ – କରଜ ପରିଶୋଧ କରିବେ

ପ୍ରତିକାର :- ମହା ମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - ଗୁପ୍ତ ଧନର ସନ୍ଧାନ ପାଇ ପାରନ୍ତି
  • ଉ , ଭଦ୍ରପଦ - ଚାକିରୀରେ ସଦା ପ୍ରସନ୍ନ ରହିପାରିବେ
  • ରେବତୀ –ଭାତୃ ବିବାଦ ଦୂରେଇ ଯିବ

ପ୍ରତିକାର :- ତାରାଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ