ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାର୍ଯ୍ୟ ସମୟ ଭିତରେ ସୁରତ-ବିଲିମରା ମଧ୍ୟରେ ଚାଲିବ ବୁଲେଟ୍ ଟ୍ରେନ୍। ମୁମ୍ବାଇ-ଅହମ୍ମଦାବାଦ ରୁଟ୍ରେ ୩୨୦ କିଲୋମିଟର ବେଗରେ ଚାଲିବ ।