• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୧/୨୩ ଗତେ ମକର ତିଥି- ୭ମୀ ରାତ୍ରି ୦୧/୧୧ ଗତେ ୮ମୀ ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଦିବା ୧୧/୨୩ ଗତେ ସିଂହ ଘାତ ବାର – ମିଥୁନ ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୧/୧୧ ଗତେ ୧ ପାଦ

ଶୁଭ ସମୟ:

ପ୍ରାତଃ ୦୫/୫୦ ରୁ ୦୭/୧୫

ଦିବା ୦୮/୫୧ ରୁ ୧୧/୦୭

ରାତ୍ରି ୦୭/୪୧ ରୁ ୦୯/୫୫

ରାତ୍ରି ୦୨/୨୮ ରୁ ୦୩/୧୯

ଅଧିକ ପଢ଼ନ୍ତୁ: Daily Horoscope 31st Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି

ଅଶୁଭ ସମୟ:

ଋାହୁକାଳ - ପ୍ରାତଃ ୦୩/୧୫ ରୁ ୦୮/୪୦

କାଳବେଳା – ପ୍ରାତଃ ୦୩/୧୫ ରୁ ୦୮/୪୦

ବାରବେଳା – ଦିବା ୦୨/୧୯ ରୁ ୦୩/୪୪

କାଳରାତ୍ରି – ରାତ୍ରି ୦୯/୫୫ ରୁ ୧୧/୩୦