/odishatv-khabar/media/post_attachments/uploadimage/library/16_9/16_9_0/_Panchang__1667102119.jpg)
Panchang
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର ଚନ୍ଦ୍ର – ଧନୁ ଅହୋରାତ୍ର ତିଥି- ୬ଷ୍ଠୀ ରାତ୍ରି ୦୩/୨୮ ଗତେ ୭ମୀ ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର ଘାତ ବାର – ମେଷ ପୁଷ୍କର ଦୋଷ – ୧ ପାଦ କୃଷିହାନି - ଭୂମିଦାନ ରାତ୍ରି ୦୩/୨୮ ଗତେ ୨ ପାଦ
Advertisment
ଶୁଭ ସମୟ:
ପ୍ରାତଃ ୦୬/୩୫ ରୁ ୦୮/୫୧
ଦିବା ୧୨/୫୫ ରୁ ୦୨/୫୪
ଦିବା ୦୩/୩୯ ରୁ ୦୩/୪୫
ରାତ୍ରି ୧୧/୫୫ ରୁ ୦୧/୦୫
ରାତ୍ରି ୦୨/୪୦ ରୁ ୦୫/୫୦
ଅଶୁଭ ସମୟ:
ଋାହୁକାଳ - ଦିବା ୦୩/୪୫ ରୁ ୦୫/୦୯
କାଳବେଳା - ଦିବା ୧୧/୩୦ ରୁ ୧୨/୫୫
ବାରବେଳା – ଦିବା ୧୦/୦୫ ରୁ ୧୧/୩୦
କାଳରାତ୍ରି – ରାତ୍ରି ୦୧/୦୫ ରୁ ୦୨/୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)