• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sardar Vallabhbhai Patel

10 precious thoughts of iron man Sardar Vallabhbhai Patel
ଯୁବପିଢିଙ୍କୁ ରାସ୍ତା ଦେଖେଇବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ୧୦ ବିଚାର

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚାର ଥିଲା ମହାନ। ତାଙ୍କ ବିଚାର ଯୁବପିଢିଙ୍କୁ ଯଥେଷ୍ଟ ପ୍ରେରଣା ଦିଏ। ଯିଏ ତାଙ୍କର ଏହି ବିଚାରଗୁଡିକୁ ମାନି ଠିକ୍ ରାସ୍ତାରେ ଯିବ ସେ ନିଶ୍ଚିତ ଦିନେ ନା ଦିନେ ସଫଳତା ପାଇ ପାରିବ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ୧୦ଟି ବିଚାରକୁ ଜାଣିନେବା।

Rashtriya ekta diwas history and why is it celebrated
'ଭାରତର ଲୌହ ମାନବ'ଙ୍କ ସମ୍ମାନରେ ‘ରାଷ୍ଟ୍ରିୟ ଏକତା ଦିବସ’

ଅକ୍ଟୋବର ୩୧ ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ ପାଳନ ହେଉଛି।

Sardar Vallabhbhai Patel
କାହିଁକି ବଲ୍ଲଭଙ୍କୁ କୁହାଯାଏ ଲୌହ ମାନବ?

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ଆଜି ବି ମନେ ପଡୁଛନ୍ତି ପଟେଲ୍‌...ଜାଣନ୍ତୁ କାହିଁକି ତାଙ୍କୁ କୁହାଯାଏ ଲୌହ ମାନବ?

Know 10 things about Sardar Vallabhbhai Patel
କାହିଁକି ହେଲେ ଲୌହ ମାନବ; କିଏ ଦେଲା ସର୍ଦ୍ଦାର ଉପାଧି

ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୭ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କୁ କିଏ ପ୍ରଥମେ ଲୌହ ମାନବ ଓ ସର୍ଦ୍ଦାର ଭାବେ ଡାକିଲେ।