• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର। ଚନ୍ଦ୍ର – ମୀନ ଅହୋରତ୍ର ତିଥି- ୧୨ଶୀ ସନ୍ଧ୍ୟା ୦୫/୦୭ ଗତେ ୧୩ ଶୀ ଘାତ ଚନ୍ଦ୍ର- ଧନୁ ଅହୋରତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫/୦୭ ଗତେ ୧ ପାଦ

ଶୁଭ ସମୟ:

ପ୍ରାତଃ ୦୭/୨୩ ରୁ ୦୮/୪୧

ଦିବା ୧୧/୫୨ ରୁ ୧୨/୫୪

ରାତ୍ରି ୦୩/୩୭ ରୁ ୦୩/୪୨

ରାତ୍ରି ୦୨/୨୯ ରୁ ୦୩/୨୦

ଅଶୁଭ ସମୟ:

ଋାହୁକାଳ - ଦିବା ୦୮/୪୧ ରୁ ୧୦/୦୫

କାଳବେଳା - ପ୍ରାତଃ ୦୫/୫୩ ରୁ ୦୭/୧୭

ବାରବେଳା – ଦିବା ୧୨/୫୪ ରୁ ୦୨/୧୮

କାଳରାତ୍ରି - ରାତ୍ରି ୦୪/୧୭ ରୁ ୦୫/୫୩