• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ।  ଚନ୍ଦ୍ର- ବୃଷ ନିଶାନ୍ତ ୦୬.୨୧ ଗତେ ମିଥୁନ । ତିଥି- ୧୦ମୀ ରାତ୍ରି ୦୯.୨୬ ଗତେ ୧୧ଶୀ ।
ଘାତଚନ୍ଦ୍ର- ବିଛା ରାଶିର, ନିଶାନ୍ତ ୦୬.୨୧ ଗତେ କନ୍ୟା ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର  । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ- 
ପ୍ରାତଃ- ୦୬.୨୩ ରୁ ୦୭.୦୮
ପ୍ରାତଃ- ୦୭.୫୩ ରୁ ୦୯.୧୨
ଦିବା- ୧୨.୨୩ ରୁ ୦୨.୩୮   
ଦିବା- ୦୪.୦୮ ରୁ ୦୫.୩୮
ସନ୍ଧ୍ୟା- ୦୭.୨୦ ରୁ ୦୮.୪୯
ରାତ୍ରି- ୦୨.୦୮ ରୁ ୦୪.୪୦                 

ଅଶୁଭ ସମୟ- 
ରାହୁକାଳ- ଦିବା ୧୦.୩୬ ରୁ ୧୨.୦୦   
କାଳବେଳା- ଦିବା ୧୦.୩୬ ରୁ ୧୨.୦୦ 
ବାରବେଳା- ଦିବା ୦୯.୧୨ ରୁ ୧୦.୩୬
କାଳରାତ୍ରି- ରାତ୍ରି ୦୮.୪୯ ରୁ ୧୦.୨୫

 

OTV is now on Whatsapp

Join and get latest news update delivered to you via whatsapp

Join Now