ଖାଲି ହେମାମାଳିନୀ ନୁହଁନ୍ତି, ତାଙ୍କ ପରି ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ ଏଭଳି ଦାବି ଯୋଗୁଁ ସେଟ୍ରେ ଲଜ୍ଜିତ ହୋଇଛନ୍ତି। କାହାକୁ ନାଭିରେ ନଡ଼ିଆ ରଖିବାକୁ ଦାବି କରାଯାଇଛି ତ ଆଉ କାହାକୁ ରେପ୍ ସିନ୍ ଦେଖେଇବାକୁ ବାଧ୍ୟ କରାଯାଇଛି।
ଗୋଟିଏ ଚଳଚ୍ଚିତ୍ର ସହିତ ଜଡିତ ଏକ ପରିସ୍ଥିତିକୁ ମନେପକାଇଛନ୍ତି ଟ୍ୱିଙ୍କଲ ଖାନ୍ନା। ଜଣେ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ବର୍ଷାର ଏକ ସିନ୍ ପାଇଁ ଦେହ ଦିଶୁଥିବା ପୋଷାକ ପିନ୍ଧନ୍ତୁ। ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ।
ବଲିଉଡ୍ର କିଛି ଅଭିନେତ୍ରୀ ସେମାନଙ୍କ କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ। କେହି କେହି ସୁପର ଅଭିନେତ୍ରୀ ହୋଇଥିଲେ ତ ଆଉ କିଏ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇଥିଲେ। ବିବାହ ପରେ କିନ୍ତୁ ଏମାନେ ରୂପେଲି ପରଦାକୁ ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ସେମାନେ କିଏ।
ଅକ୍ଷୟ କୁମାର ଅନ୍ଧେରୀ ପଶ୍ଚିମ ଅଞ୍ଚଳରେ ଥିବା ତାଙ୍କର ଏକ ଫ୍ଲାଟ୍କୁ ବିକ୍ରି କରିଛନ୍ତି। ଏହି ଫ୍ଲାଟ୍କୁ ସେ ୬ କୋଟିରେ ବିକ୍ରି କରିଛନ୍ତି। ଜାଣନ୍ତୁ ଏହାକୁ କିଏ ନେଲେ…
ଟ୍ୱିଙ୍କିଲ୍ ଖାନ୍ନା ଦିନେ ସାଜିଥିଲେ କୁଲି। ସେ ତାଙ୍କ ଷ୍ଟାର୍ ମା’ ଡିମ୍ପଲ୍ କପାଡିଆଙ୍କ ପାଇଁ ସାଜିଥିଲେ କୁଲି। ତାଙ୍କୁ କହୁଥିଲେ ରାଣୀ ସାହେବା। ଜାଣନ୍ତୁ ପୂରା କାହାଣୀ…