ଅଲିମ୍ପିକ୍ସ ଇତିହାସରେ ଭାରତର ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ମୃତି ରହିଛି । ଏକ ଫଟୋ ଉଠାଇବାକୁ ଲାଗୁଥିବା ସମୟ ବ୍ୟବଧାନରେ ହାରିଯାଇଛନ୍ତି ଭାରତୀୟ ଆଥଲେଟ୍ ।
ଭାରତୀୟ ଅଲିମ୍ପିକ୍ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।
ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।