ସାପକାମୁଡାରେ ଅମିତ ନାମକ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ବି ହୋଇଥିଲା । କିନ୍ତୁ ସତ ବାହାର କରିଦେଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା, ଅମିତଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ସାପକାମୁଡାରେ ମୃତ୍ୟୁ ହୋଇନାହିଁ । ଦେହରେ ସାପ ବିଷ ନଥିଲା ବୋଲି ଜଣାପଡିଲା ।
ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଗଲା ଜୀବନ ।
ଅନ୍ଧ ବିଶ୍ବାସ ପାଇଁ ମୃତ ଝିଅର ଶରୀର ନେଇ ମାଆ ଫେରାର ହୋଇଯାଇଛି । ରାଉରକେଲା ସରକାରୀ ହସ୍ପିଟାଲର ପୋଷ୍ଟମର୍ଟମ ଗୃହର ତାଲା ଭାଙ୍ଗି ପରିବାର ଲୋକେ ମୃତଶିଶୁର ଶରୀର ନେଇ ଘରକୁ ପଳେଇ ଯାଇଥିବା ଅଭିଯୋଗ ହୋଇଛି।
ଅଂଙ୍ଗେଶଙ୍କୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା ଖେଳୁ ଖେଳୁ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହେଉଥିଲେ ବିବ୍ରତ ମଧ୍ୟ ହେଉଥିଲେ । କେମିତି ତାଙ୍କୁ ବଂଚାଇ ହେବ ସେନେଇ ଚେଷ୍ଟା ବି କରିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ଅଙ୍ଗେଶ ଚେତା ଫେରି ପାଇନଥିଲେ । ତେଣୁ ପରିବାର ଲୋକ ଭାବିଥିଲେ କି ତାଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ନଇରେ ଭସାଇ ଦେଇଥିଲେ ।
ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ