• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର – ମକର ଦିବା ୧୧.୧୬ ଗତେ କୁମ୍ଭ,ତିଥି – ୧୨ଶୀ ଦିବା ୦୮.୦୭ ଗତେ ୧୩ଶୀ,ଘାତ ଚନ୍ଦ୍ର – ସିଂହ ଦିବା ୧୧.୧୬ ଗତେ ମିଥୁନ , ମୀନ,ଘାତ ବାର- ମେଷ । ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୮.୦୭ ଗତେ ୧ ପାଦ ।

ଶୁଭ ସମୟ:

ପ୍ରାତଃ ୦୫.୫୫ ରୁ ୦୯.୫୫

ଦିବା ୦୧.୨୪ ରୁ ୦୧.୫୪

ସନ୍ଧ୍ୟା ୦୬.୪୧ ଓ ୦୯.୦୫

ରାତ୍ରି ୧୨.୧୮ ରୁ ୦୧.୨୪

ରାତ୍ରି ୦୨.୫୪ ରୁ ୦୩.୩୦

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୩ ରୁ ୦୫.୫୩

କାଳବେଳା – ଦିବା ୧୧.୫୪ ରୁ ୦୧.୨୪

ବାରବେଳା – ଦିବା ୧୦.୨୪ ରୁ ୧୧.୫୪

କାଳରାତ୍ରି – ରାତ୍ରି ୦୧.୨୪ ରୁ ୦୧.୫୪