• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର- ମେଷ ରାତ୍ରି ୦୨.୧୬ ଗତେ ବୃଷ । ତିଥି- ୮ମୀ ରାତ୍ରି ୧୨.୩୫ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୨.୧୬ ଗତେ ବିଛା ରାଶିର । ଘାତବାର- କର୍କଟ ରାଶିର  । ପୁଷ୍କର ଦୋଷ- ରାତ୍ରି ୦୮.୩୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭସମୟ- 

ପ୍ରାତଃ- ୦୬.୨୪ ରୁ ୦୭.୫୩   
ଦିବା- ୧୦.୩୬ ରୁ ୧୧.୩୮
ଦିବା- ୦୧.୫୨ ରୁ ୦୪.୫୨
ସନ୍ଧ୍ୟା- ୦୬.୨୮ ରୁ ୧୦.୪୩
ରାତ୍ରି- ୦୨.୦୮ ରୁ ୦୩.୧୨
ନିଶାନ୍ତ- ୦୪.୪୭ ରୁ ୦୬.୨୩    


ଅଶୁଭସମୟ

ରାହୁକାଳ- ଦିବା ୧୨.୦୦ ରୁ ୦୧.୨୪      
କାଳବେଳା- ଦିବା ୦୯.୧୨ ରୁ ୧୦.୩୬
ବାରବେଳା- ଦିବା ୧୨.୦୦ ରୁ ୦୧.୨୪
କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୪୭

OTV is now on Whatsapp

Join and get latest news update delivered to you via whatsapp

Join Now