• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suhana Khan

Suhana khan shared photos in red dress from bali vacation
Suhana Khan: ବାଲି ଉପତ୍ୟକାକୁ ଉପଭୋଗ କରୁଛନ୍ତି ସୁହାନା ଖାନ

ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ତାଙ୍କ କାମ ସହିତ ଦମଦାର ଲୁକ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ବାଲି ଉପତ୍ୟକାରେ ଛୁଟିକୁ ଉପଭୋଗ କରୁଛନ୍ତି। ଏହାର ଝଲକ ସେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

Suhana khan share photos in glamourous saree
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍‌ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍‌ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି। ସୁହାନାଙ୍କୁ ପ୍ରଶଂସକମାନେ ଏସବୁକୁ ଖୁବ୍ ପସନ୍ଦ କରୁଛନ୍ତି।

Shah rukh khan cataract operation will be treated
ହେବ ସର୍ଜରୀ; ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ; ଜାଣନ୍ତୁ କାହିଁକି…

ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

Agastya nanda blows a kiss to rumoured girlfriend suhana khan
ସୁହାନା ଖାନ୍‌ଙ୍କ ପ୍ରେମରେ ବିଗ୍ ବି’ଙ୍କ ନାତି ଅଗସ୍ତ୍ୟ; ଭାଇରାଲ୍ ହେଉଛି ଭିଡିଓ

ଅଗସ୍ତ୍ୟ ନନ୍ଦା ଓ ସୁହାନା ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଉଡୁଛି। ଏକ ପାର୍ଟୀରେ ଅଗସ୍ତ୍ୟ ସୁହାନାଙ୍କୁ କିସ୍ ଦେଉଥିବାର ଦେଖିବାକୁ ମିଳିଛି। ଭାଇରାଲ୍ ହେଉଛି ଏହି ଭିଡିଓ।

Amitabh bachchan-grandson love affair with shah rukh khan daughter
ଅମିତାଭଙ୍କ ନାତି ପ୍ରେମରେ ପଡିଲେ ଶାହରୁଖଙ୍କ ଝିଅ; ଦେଖନ୍ତୁ ଭାଇରାଲ ଫଟୋ

ସାମ୍ନାକୁ ଆସିଲା ଷ୍ଟାର୍‌କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।

Suhana Khan
ବଲିଉଡ ଡେବ୍ୟୁ କରିବେ ଶାହରୁଖ ଲଳନା ସୁହାନା ଖାନ୍

ବଲିଉଡ ବାଦଶାହା ଶାହରୁଖ ଖାନ୍ ଲଳନା ସୁହାନା ଖାନ୍ ଆଜିଯାଏ ବଲିଉଡରେ ପ୍ରବେଶ କରି ନ ଥିଲେ ବି ତାଙ୍କର ଫ୍ୟାନ ଫଲୋର୍ସ କମ ନୁହନ୍ତି। ସୁହାନାଙ୍କ ପ୍ରଶଂସକମାନେ ଚାହୁଛନ୍ତି ଯେ ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରନ୍ତୁ। ତେବେ ବର୍ତ୍ତମାନ ଏହା ଲାଗୁଛି ଯେ ସୁହାନାଙ୍କ ପ୍ରଶଂସକଙ୍କ ଏହି ଇଛା ମଧ୍ୟ ପୂରଣ ହେବାକୁ ଯାଉଛି। ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ଜୋୟା ଅଖତର ଖୁବ୍ ଶୀଘ୍ର ସୁହାନାଙ୍କୁ ଲଞ୍ଚ୍‌ କରିବାକୁ ଯାଉଛନ୍ତି।