କିଭଳି କରିବେ ଓଜନ ହ୍ରାସ ? ଖାଇବାକୁ ଶୁଙ୍ଘିଲେ ଆପଣଙ୍କର ହେବ ଓଜନ ହ୍ରାସ । ଜର୍ମ।ନ ବୈଜ୍ଞାନିକ କହିଲେ ଏହି ଟ୍ରିକ୍ କିଭଳି କାମ କରିବ । ଫିଟ୍ ରହିବ। ପାଇଁ ଚାହୁଁଥିଲେ ପଢନ୍ତୁ ଏହି ଖବର
ଆପଣଙ୍କ ଖାଇବା ଥାଳିରେ ସବୁଠାରୁ ଅଧିକ ପରିମାଣର ସାଲାଡ୍ ରହିବା ଆବଶ୍ୟକ, ତା ପରେ ଡାଲି ଓ ତରକାରି ଆଦି ଏବଂ ସବୁଠାରୁ କମ୍ ପରିମାଣର ଭାତ। କିନ୍ତୁ ଭାତ ବା ରୁଟି ରହିବା ଆବଶ୍ୟକ।
ସୋନାକ୍ଷୀ ସିହ୍ନା ଆଜି ସମ୍ପୂର୍ଣ୍ଣ ଫିଟ୍ ଏବଂ ଗ୍ଲାମରସ୍ ଦେଖାଯାଉଛନ୍ତି। ଯେତେବେଳେ ଅଭିନେତ୍ରୀ ଫିଲ୍ମରେ ପ୍ରବେଶ କରିଥିଲେ, ତାଙ୍କ ଓଜନ ବହୁତ ଅଧିକ ଥିଲା। ଏପରି ପରିସ୍ଥିତିରେ, ଅଭିନେତ୍ରୀ ତାଙ୍କର ଡେବ୍ୟୁ ପୂର୍ବରୁ ନିଜ ଉପରେ କଠିନ ପରିଶ୍ରମ କରିଥିଲେ। ସେ ୩୦ କିଲୋଗ୍ରାମ ଓଜନ କମେଇଥିଲେ ଏବଂ ଏକ କର୍ଭି ଫିଗର ପାଇଥିଲେ। ଏହା ପରେ ତାଙ୍କୁ ଫିଲ୍ମ ‘ଦବଙ୍ଗ’ ମିଳିଥିଲା।
ଏହା ମସ୍ତିଷ୍କର ହାଇପୋଥାଲାମସ୍ ଉପରେ କାର୍ଯ୍ୟ କରି ଭୋକ କମାଏ, ପେଟରୁ ଖାଦ୍ୟ ଖାଲି କରିବାର ଗତିକୁ ଧୀର କରି ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣତା ଅନୁଭବ କରାଏ । ଚର୍ବି ସଞ୍ଚୟ କମାଇ ଚର୍ବି ହ୍ରାସ ହେବା ପ୍ରକ୍ରିୟା ବା ଲାଇପୋଲାଇସିସକୁ ପ୍ରେରିତ କରିଥାଏ। ଏହାସହ ଉଚ୍ଚ କ୍ୟାଲୋରି ଓ ଚର୍ବିଯୁକ୍ତ ଖାଦ୍ୟ ପ୍ରତି ଆଗ୍ରହ କମାଇଥାଏ। ଓଜନ ହ୍ରାସ କରୁଥିବା ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହେଉଥିବା ପୁରୁଣା ଔଷଧ ସାଧାରଣତଃ ୫-୮% ଓଜନ କମାଇଥାଏ, ଯେଉଁଥିରେ ସେମାଗ୍ଲୁଟାଇଡ୍ (ଓଜେମ୍ପିକ/ ୱେଗୋଭି) ପ୍ରାୟ ୧୫ ପ୍ରତିଶତ ଓଜନ କମାଏ।
ଅମ୍ବର କ୍ଲେମେନ୍ସ ତାଙ୍କ ଓଜନ କମାଇବାର ସହଜ ୫ଟି ଉପାୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକୁ ସେ ପ୍ରତିଦିନ ଅଭ୍ୟାସ କରନ୍ତି । ଆସନ୍ତୁ ଜାଣିବା ସେହି ୫ଟି ଉପାୟ କଣ କ’ଣ...
ଆମେ ଯଦି କହିବୁ ଏମିତି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ମାତ୍ର ୨୦/୨୨ ଦିନରେ ଜଣେ ପତଳା ହୋଇଯିବ। ଆପଣ କ’ଣ ଏହାକୁ ବିଶ୍ୱାସ କରିବେ? ବୋଧହୁଏ ନା। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାତ୍ର ୨୧ ଦିନରେ ତାଙ୍କ ଓଜନ କମେଇଛନ୍ତି।
ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।
ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।
ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।
ଆସିଲା ନୂଆ ଅଧ୍ୟୟନର ନୂଆ ରିପୋର୍ଟ। ଶୀଘ୍ର ଓଜନ ହ୍ରାସ କରିବା ଲିଭରଜନିତ ମାରାତ୍ମକ ରୋଗ ପାଇଁ ବିଶେଷ ଲାଭଦାୟକ ହେବ। ଏହା ନନ୍ ଆଲ୍କୋହୋଲିକ୍ ଷ୍ଟିଟୋହେପାଟାଇଟିସ୍ (non alcoholic steatohepatitis) ଯାହାକୁ NASH ମଧ୍ୟ କୁହାଯାଏ, ପାଇଁ ବିଶେଷ ଲାଭଦାୟକ ହେବ।
ତାଙ୍କ ଓଜନ ଦେଢ କ୍ୱିଣ୍ଟାଲ୍ ହୋଇଯାଇଥିଲା। ଏହାକୁ କମେଇବା ପାଇଁ ଆପଣେଇ ନେଲେ ଅଜବ ଉପାୟ। ୭ ମାସ ପାଇଁ ଘରୁ ଫେରାର୍ ହୋଇଗଲେ। ଯେତେବେଳେ ଫେରିଲେ ୬୩ କିଲୋ ଓଜନ କମିଯାଇଥିଲା। ଏହା କିପରି ହେଲା ସମ୍ଭବ? ଜାଣିବା ପାଇଁ ପଢନ୍ତୁ…
ଭିଡିଓରେ ମୋଟାପଣ କମାଇବାକୁ ହେଲେ, କ’ଣ ନକରିବା ଉଚିତ ସେନେଇ ଟିପ୍ସ ଦେଇଛନ୍ତି ।
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।
ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।
୨ ସପ୍ତାହରେ କମାଇଲେ ୬ କିଲୋ ଓଜନ । ଚର୍ଚ୍ଚାରେ ବ୍ରହ୍ମପୁର ଫିିଜିକାଲ୍ ଏକାଡେମୀ ।