ଅମ୍ବର କ୍ଲେମେନ୍ସ ତାଙ୍କ ଓଜନ କମାଇବାର ସହଜ ୫ଟି ଉପାୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକୁ ସେ ପ୍ରତିଦିନ ଅଭ୍ୟାସ କରନ୍ତି । ଆସନ୍ତୁ ଜାଣିବା ସେହି ୫ଟି ଉପାୟ କଣ କ’ଣ...
ଆମେ ଯଦି କହିବୁ ଏମିତି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ମାତ୍ର ୨୦/୨୨ ଦିନରେ ଜଣେ ପତଳା ହୋଇଯିବ। ଆପଣ କ’ଣ ଏହାକୁ ବିଶ୍ୱାସ କରିବେ? ବୋଧହୁଏ ନା। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାତ୍ର ୨୧ ଦିନରେ ତାଙ୍କ ଓଜନ କମେଇଛନ୍ତି।
ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।
ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।
ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।
ଆସିଲା ନୂଆ ଅଧ୍ୟୟନର ନୂଆ ରିପୋର୍ଟ। ଶୀଘ୍ର ଓଜନ ହ୍ରାସ କରିବା ଲିଭରଜନିତ ମାରାତ୍ମକ ରୋଗ ପାଇଁ ବିଶେଷ ଲାଭଦାୟକ ହେବ। ଏହା ନନ୍ ଆଲ୍କୋହୋଲିକ୍ ଷ୍ଟିଟୋହେପାଟାଇଟିସ୍ (non alcoholic steatohepatitis) ଯାହାକୁ NASH ମଧ୍ୟ କୁହାଯାଏ, ପାଇଁ ବିଶେଷ ଲାଭଦାୟକ ହେବ।
ତାଙ୍କ ଓଜନ ଦେଢ କ୍ୱିଣ୍ଟାଲ୍ ହୋଇଯାଇଥିଲା। ଏହାକୁ କମେଇବା ପାଇଁ ଆପଣେଇ ନେଲେ ଅଜବ ଉପାୟ। ୭ ମାସ ପାଇଁ ଘରୁ ଫେରାର୍ ହୋଇଗଲେ। ଯେତେବେଳେ ଫେରିଲେ ୬୩ କିଲୋ ଓଜନ କମିଯାଇଥିଲା। ଏହା କିପରି ହେଲା ସମ୍ଭବ? ଜାଣିବା ପାଇଁ ପଢନ୍ତୁ…
ଭିଡିଓରେ ମୋଟାପଣ କମାଇବାକୁ ହେଲେ, କ’ଣ ନକରିବା ଉଚିତ ସେନେଇ ଟିପ୍ସ ଦେଇଛନ୍ତି ।
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।
ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।
୨ ସପ୍ତାହରେ କମାଇଲେ ୬ କିଲୋ ଓଜନ । ଚର୍ଚ୍ଚାରେ ବ୍ରହ୍ମପୁର ଫିିଜିକାଲ୍ ଏକାଡେମୀ ।