• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Green corridor
ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି। ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା।

Cuttack
ଅଦରକାରୀ ଜିନିଷରେ ଶ୍ରୀଜଗନ୍ନାଥଙ୍କ ଠାରୁ ପ୍ରଭୁ କେଦାରନାଥଙ୍କ ପ୍ରତିମୂର୍ତ୍ତୀ

ଅଦରକାରୀ ଜିନିଷରୁ ବି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତୀ। ଯେଉଁ ଜିନିଷକୁ ଅଦରକାରୀ ଭାବି ଆମେ ଡଷ୍ଟବିନରେ ଫୋପାଡି ଦେଉ, ତାକୁ ନେଇ ସୃଜନଶୀଳତା ଦେଖାଇଛନ୍ତି କଟକର ଜଣେ ଛାତ୍ର। ନାଁ ତାଙ୍କର ସ୍ମୃତିରଂଜନ ମହାନ୍ତି। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି କେଦାରନାଥ ମନ୍ଦିରର ମଡେଲ କରିପାରିଛନ୍ତି ସ୍ମୃତିରଂଜନ।

CDA People Patrolling
ପୋଲିସ ଉପରୁ ଉଠିଗଲାଣି ବିଶ୍ୱାସ ! କଟକ ସହରରେ ଲୋକେ କରୁଛନ୍ତି ନାଇଟ୍ ପାଟ୍ରୋଲିଂ..

ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।

covid vaccine for children
୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

Honey Trap
କଟକରେ ହନିଟ୍ରାପ୍‌ ! ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌-ବ୍ଲାକ୍‌ମେଲିଂ

ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍‌ରେ ଡାକିଥିଲେ ।

A Different Love Story Of Bird & Human
ମଣିଷ ଓ ପକ୍ଷୀର ଭିନ୍ନ ଏକ ପ୍ରେମ କାହାଣୀ, ଖୁସି ଦେଲା ଦୁଃଖ ବି ଦେଲା କୋକୋ

ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ । 

illegal sex detection
ମାତ୍ର ୫ହଜାର ଟଙ୍କାରେ ପୁଅ କି ଝିଅ ଚିହ୍ନଟ କରୁଥିଲା ନକଲି ଡାକ୍ତର

ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା?

mahanga
ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ନୂଆ ଫର୍ଦ୍ଦ ! IICଙ୍କୁ କୋର୍ଟଙ୍କ ତାଗିଦ୍‌, କହିଲେ ତୁରନ୍ତ ତଦନ୍ତ ଶେଷ କର

ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଆବେଦନ କରିଥିଲା ପୋଲିସ । ମାମଲା ADJ କୋର୍ଟରେ ଥିବାରୁ ରିମାଣ୍ଡ ଆବେଦନ ଖାରଜ କଲେ JMFC ।

Sealed
ମାତିଛି କରୋନା ! କଟକ ପରେ ଅନୁଗୋଳ କୋର୍ଟ ସିଲ୍‌

ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।

Sex Racket Busted In Cuttack
ଥାନା ପଛପଟ ହୋଟେଲ୍‌ରେ ଚାଲିଥିଲା ଦେହ ବ୍ୟବସାୟ, ଧରାପଡ଼ିଲା ରାଣୀ ମହୁମାଛି

କଟକ ସିଡିଏ ସେକ୍ଟର-୭ ମର୍କତନଗର ଅଞ୍ଚଳରେ ଗତକାଲି ସେକ୍ସ ରାକେଟ ଠାବ ହୋଇଛି। ମହିଳା କିଙ୍ଗପିନ୍‌ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି। 

One bus many number
ବାଇକ୍ ନମ୍ୱର୍ ଲଗାଇ ସହର ସାରା ବୁଲୁଛି ବସ୍‌

ଜାଲିଆତି କରି ଚାଲିଛି ବସ୍। କାଗଜପତ୍ର ନେଇ ଉଠିଛି ସନ୍ଦେହ। ଗୋଟିଏ ବସ୍ ହେଲେ ବି ରହିଛି ଅନେକ ନମ୍ବର। ହେଲେ ପ୍ରଶାସନ ନିରବ।

BMC
BMCରେ ବଢ଼ିଲା କଣ୍ଟେନ୍‌ମେଣ୍ଟ, କଟକର ୩ କୋର୍ଟ ହେଲା ସିଲ୍‌

ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍‌ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।

Coaching Centre Sealed
ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ କୋଚିଂ ସେଣ୍ଟର ସିଲ୍‌

କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍‌ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଏମ୍‌ସି ଚଢ଼ଉ କରିଥିଲା।

Mihir Das
ମେଲାଣି ନେଉଛନ୍ତି ମିହିର, ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଶଂସକଙ୍କ ଭିଡ଼

ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ ।

Raimohan Parida
କାନ୍ଦି ପକାଇଲେ ଓଲିଉଡ୍‌ ଭିଲେନ୍ ରାଇମୋହନ

ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍‌ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ।

Divyang Students Of Ravenshaw University Lead Miserable Life
ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍‌, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି

ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି। 

Night Curfew
କରୋନା ଭୟ ! ସବୁ ସୁନ୍‌ସାନ୍‌, ଦୋକାନ ବଜାର ବନ୍ଦ; ଦେଖନ୍ତୁ ଫଟୋ

ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ।

barabati
ବିନା ଦର୍ଶକରେ ବାରବାଟୀରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍‌

ପରିସ୍ଥିତିକୁ ଦେଖି ବିନା ଦର୍ଶକରେ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ ଥିବା କହିଛନ୍ତି ସିଇଓ ସୁବ୍ରତ ବେହେରା ।

Car Driver
ମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ମାଲିକଙ୍କ ଟଙ୍କା ହଡ଼ପ୍‌ କରିବାକୁ ଯାଇ ଧରାପଡ଼ିଲେ

Naveen Dharmedra
ମାହାଙ୍ଗା ଡବଲ ମର୍ଡର ଘଟଣା: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, କହିଲେ ଦିନ କାଳ ଧୀରେ ଧୀରେ ସରିବ

କୁଳମଣିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲା ନାହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା ।

Court
୬ ସପ୍ତାହରେ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ସାରିବାକୁ ନିର୍ଦ୍ଦେଶ

୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି ।

Roti Bank
ଗରିବଙ୍କୁ ଖାଇବା ଯୋଗାଇବ ରୁଟି ବ୍ୟାଙ୍କ୍‌

ଆଉ ଉପାସରେ ରହିବେନି ଗରିବ ଲୋକ। ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ଆରମ୍ଭ ହେଲା ରୁଟି ବ୍ୟାଙ୍କ୍‌

 Orissa High Court
ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ‘MY LORD’ ସମ୍ବୋଧନ କରାଯିବନି

ଏଣିକି ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀମାନେ ଆଉ ‘MY LORD’, ‘YOUR LORDSHIP’, ‘YOUR HONOUR’ ସମ୍ବୋଧନ କରିବେନାହିଁ । ଏନେଇ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

vaccination
କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କଟକରେ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ।

Story Of Dipu - Cuttack Boy Who Sells Tea On Cycle To Earn Livelihood For Family
ଶୈଶବ କାନ୍ଧରେ ପରିବାର ବୋଝ; କଟକର ଗଳିକନ୍ଦିରେ ବୁଲି ବିକ୍ରି କରୁଛନ୍ତି ଚା’

କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର ନେଇ ମଧ୍ୟ ଚାହା ଯୋଗାଇଥାନ୍ତି ।