• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19 Guidelines

Doctory Jayant Panda
'ଓଡ଼ିଶା ପାଇଁ କୋଭିଡ୍ ବିପଦ ଆଉ ନାହି'

ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ।

Puri Swargadwar
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଏହି ନିୟମକୁ କୋହଳ କରାଯାଇଛି।

Centre Extends COVID-19 Guidelines
ଆଉ ମାସେ ବଢ଼ିଲା କୋଭିଡ୍‌ କଟକଣା, କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

ଆଉ ମାସେ ଅର୍ଥାତ୍‌ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।

Will lockdown or shutdown enforcement in odisha ?
ଓଡ଼ିଶାରେ ଲକ୍‌ଡାଉନ୍‌,ସଟ୍‌ଡାଉନ୍‌ ହେବ କି ନାହିଁ, ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଏସବୁ ଭିତରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

Coaching Centre Sealed
ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ କୋଚିଂ ସେଣ୍ଟର ସିଲ୍‌

କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍‌ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଏମ୍‌ସି ଚଢ଼ଉ କରିଥିଲା।

New Guidelines
ନୂଆ କଟକଣା ଲାଗୁ: ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବାକୁ ବାରଣ

ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ SRC କଟକଣା ଜାରି କରିଛନ୍ତି।  ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।

guidelines
୫୦ ପ୍ରତିଶତରେ ଚାଲିବ ସରକାରୀ ଅଫିସ୍ ! ଟ୍ରେନିଂ କାର୍ଯ୍ୟକ୍ରମରେ ରହିପାରିବେ ୧୦୦ ଲୋକ

କରୋନା ବଢ଼ୁଥିବା ବେଳେ ସରକାରୀ ଅଫିସ୍‌ ପାଇଁ ନିୟମ ଆଣିଛନ୍ତି ସରକାର । କେତେ କର୍ମଚାରୀ ଆସିବେ, ସେନେଇ ନିର୍ଦ୍ଦେଶ ଦେଇଛନ୍ତି ।

night curfew
ଆଜିଠୁ ରାଜ୍ୟରେ ଲାଗୁହେଲା ନୂଆ କଟକଣା, ଜାଣନ୍ତୁ କ’ଣ ରହିଛି ପୂରା ନିୟମ...

ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇ଼ଡଲାଇନ୍। ପାର୍ବଣ ପାଇଁ ବଢିଛି କୋଭିଡ୍ କଟକଣା। ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି।

Covid-19 Guidelines Extended
ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ସ, ପାର୍ବଣରେ ଅଧିକ ସତର୍କ ରହିବାକୁ ପରାମର୍ଶ

ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ‌ଆସିନାହିଁ।