• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyang Students

Dearth of special educators
ରାଜ୍ୟରେ କେମିତି ପଢୁଛନ୍ତି ଆଉ ବଢୁଛନ୍ତି ଦିବ୍ୟାଙ୍ଗ ଶିଶୁ?

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାଗତ ବିକାଶ ପାଇଁ କେତେ ତତ୍ପର ରାଜ୍ୟ ସରକାର। ଜାଣିବାକୁ ଗୋଟିଏ ଉଦାହରଣ ହିଁ ଯଥେଷ୍ଟ। ସେଇଟି ହେଲା, ଆଜି ଯାଏଁ ରାଜ୍ୟରେ ଜଣେ ହେଲେ ସ୍ପେଶାଲ୍ ଏଜୁକେଟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏପରିକି ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବି ବର୍ଷେ ହେଲା ବସି ପଡ଼ିଛନ୍ତି ରାଜ୍ୟ ସରକାର।

Saga of a divyang student undergoing treatment
ମୁଁ ଭଲ ହେଇଗଲେ ଚାକିରି କରିବି

ହୁଇଲ୍ ଚେୟାର୍ ଧରି ହସ୍ପିଟାଲ୍ ସାରା ବୁଲୁଥିବା ଇଏ ପିଲାଟି ହେଉଛି ସୋମେଶ ସାହୁ। ଏବେ ଓଲଟପୁର ସ୍ଥିତ SVNIRTARରେ ଚିକିତ୍ସାଧୀନ। ହାତ ଗୋଡ଼ ଦୁର୍ବଳ। ହୁଇଲ୍ ଚେୟାର ନ ହେଲେ ଚାଲିବା କଷ୍ଟ। ତା ଗୀତ ଶୁଣିଲେ ଆପଣ ବି ଖୁସି ହୋଇଯିବେ... ଜୀବନ ଯନ୍ତ୍ରଣା ଭୋଗିଲେ ବି ଏତେ ବିନ୍ଦାସ୍ ଆଉ ଖୁସି ମିଜାଜର ପିଲା ଯେ, ତାକୁ ଦେଖିଲେ ରୋଗୀ ଭଲ ହୋଇଯିବ। ନା ମନରେ ଅଛି ଅବସାଦ ନା ବିସାଦ...

Divyang Students Of Ravenshaw University Lead Miserable Life
ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍‌, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି

ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି। 

Divyang Students Of Ravenshaw College Lead Miserable Life, Seek Assistance
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ୍ ନାହିଁ, ବସ୍ତିରେ ରହୁଛନ୍ତି, ଆହାର କେନ୍ଦ୍ରରେ ଖାଉଛନ୍ତି

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।