Tag: Patrolling

CDA People Patrolling
ପୋଲିସ ଉପରୁ ଉଠିଗଲାଣି ବିଶ୍ୱାସ ! କଟକ ସହରରେ ଲୋକେ କରୁଛନ୍ତି ନାଇଟ୍ ପାଟ୍ରୋଲିଂ..

ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।