• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cda

Govt takes U turn on previous announcements on BDA CDA and Housing Board
ବଦଳିଲା ୮ ବର୍ଷର କ୍ୟାବନେଟ୍ ନିଷ୍ପତ୍ତି: ଇଛାଧୀନ କୋଟାରେ ସିଙ୍ଗିଲ୍ ଘର ପାଇଥିଲେ ହେବନି ରଦ୍ଦ

ବିବାଦ ତୀବ୍ର ହେବା ପରେ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ହେଇଥିଲା ଟାସ୍କଫୋର୍ସ କମିଟି।

BDA CDA
ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ

ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ । ୮ ବର୍ଷ ପୂର୍ବରୁ କ୍ୟାବନେଟ୍ ନିଷ୍ପତ୍ତିକୁ ପୁଣି ଥରେ ବଦଳାଇଦେଲେ.

CDA People Patrolling
ପୋଲିସ ଉପରୁ ଉଠିଗଲାଣି ବିଶ୍ୱାସ ! କଟକ ସହରରେ ଲୋକେ କରୁଛନ୍ତି ନାଇଟ୍ ପାଟ୍ରୋଲିଂ..

ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।

Leasehold
ଏଣିକି ସିଡିଏ, ବିଡିଏ ଅଧିନରେ ଜମି, ଘର କିଣିବା ସହଜ ହେବ

ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍‌ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି ନୂଆ ନିୟମରେ ଲୋକେ ନିଜେ ମାଲିକାନା ପାଇପାରିବେ ।