/odishatv-khabar/media/post_attachments/uploadimage/library/16_9/16_9_0/Honey_Trap_1642579542.jpg)
Honey Trap
କଟକରେ ହନିଟ୍ରାପ୍ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍ ଓ ବ୍ଲାକ୍ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ୩ ଅଭିଯୁକ୍ତ ଗିରଫ, ଘଟଣାରେ ସଂପୃକ୍ତ ଜଣେ ଯୁବତୀ ଫେରାର ସୂଚନା ।
Advertisment
ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍ରେ ଡାକିଥିଲେ । ଯୁବକ ଜଣଙ୍କ ଆସିବା ପରେ ନିର୍ଧୂମ ମାଡ଼ ମାରିଥିଲେ ୩ ଦୁର୍ବୃତ୍ତ । ମାଡ଼ି ମାରି ଏଟିଏମ୍ କାର୍ଡ ନେଇଯିବା ସହ ବ୍ଲାକମେଲିଂ କରୁଥିଲେ ୩ ଦୁର୍ବୃତ୍ତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)