• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Arindam Dakua
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ

ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି ।

Vegetable Price Hike
ଆକାଶ ଛୁଆଁ ପରିବା ଦର ! ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଅଧିକରେ...

ସଚେତନ ଗ୍ରାହକଙ୍କ ଅଭିଯୋଗ, ମଝିରେ ମିଡିଲମ୍ୟାନ୍ କମାଉଛନ୍ତି ମୁନାଫା । କେବେ ହେବ ପରିବା ମଣ୍ଡି, କେବେ ଲାଗିବ ରେଟ୍ ଚାର୍ଟ ?

Odisha Politics
ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ଯୋଜନାର ଦାତା ଦଇବ କେହି ନାହିଁ...!

ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ ।

SCB
ହାଉସ୍ ସର୍ଜନଙ୍କୁ ନର୍ସ ସାର୍ ନଡାକିବାରୁ SCBରେ ଘନଉଛି କଳି

ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ । କାଲିଠୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର ।

Gold Price Today
Gold Price Today 17th July 2024: ପୁଣି ବଢିଲା ସୁନା ଦର, ୨୨ କ୍ୟାରେଟ୍ ଦାମ୍ କେତେ...

ବୋଲ ମାନୁନି ସୁନା ଦର। ହୁ ହୁ ହୋଇ ବଢୁଛି ସୁନା ଦର । ଆଜି ସୁନା ଦର ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Ratnabhandar
ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ଶୁଭ ମୁହୂର୍ତ୍ତ 

ଖଟଶେଯ ଘରକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମାରୀରୁ ଅଳଙ୍କାର । ମୁଖ୍ୟ ପ୍ରଶାସକ କହିଲେ ସେଠି ପଡ଼ିଛି ୨ଟି ନୂଆ ତାଲା ।

AG
ନୂଆ ସରକାରକୁ ମାସେ ପରେ ବି AG ପଦବୀ ଖାଲି, ଲମ୍ବୁଛି ଆଶାୟୀଙ୍କ ତାଲିକା..!

AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।

Mayor
ରାଗିଲେ ଅଞ୍ଚଳବାସୀ; ମେୟରଙ୍କ ଉପରେ ଖପ୍ପା, ମନ୍ତ୍ରୀଙ୍କ ପାଖେ ଦେଲେ ଫେରାଦ

ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ ।

OSD
ଗୃହ ବିଭାଗରେ ମାଳ ମାଳ OSD, ବିଜେଡି ମାର୍କା ବାବୁଙ୍କ ସଂଖ୍ୟା ୫ !

ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ ।

Watco Engineer
ଅବସରର ପରେ ୱାଟକୋର ଗାଦି ମାଡ଼ି ବସିଛନ୍ତି ବହୁ ଇଞ୍ଜିନିୟର ବାବୁ

ଅଫିସରଙ୍କ ରାଜ୍ ପାଇଁ ବନ୍ଦ ହୋଇଛି ନୂଆ ନିଯୁକ୍ତି ବାଟ । ପ୍ରମୋଶନ୍ ପାଇଥିବା ଅନେକଙ୍କୁ ମିଳୁନି ନୂଆ ପୋଷ୍ଟିଂ ।

Bahuda Jatra
ବାହୁଡ଼ାରେ ସୁଧାରିଲେ ଗୁଣ୍ଡିଚା ତ୍ରୁଟି ! ଆଗୁଆ ପହଣ୍ଡି, ଧାର୍ଯ୍ୟ ସମୟ ପୂର୍ବରୁ ରଥଟଣା 

ବିନା ବଡ଼ ବିଲକ୍ଷଣ ଓ ବିଶୃଙ୍ଖଳାରେ ରଥଟଣା । ରଥରୁ ଅଣସେବାୟତଙ୍କୁ ଓହ୍ଲାଇ ଆଣିଲେ ଶ୍ରୀମନ୍ଦିର ପ୍ରଶାସକ ।

DS Kuttey
IPS ଡିଏସ୍‌ କୁଟ୍ଟେ ଏବେ ଗୃହ ବିଭାଗ OSD, ନିଯୁକ୍ତି ଦେଲେ ସରକାର

ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ ହୋଇଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ ।

CM Mohan Majhi
କାନ୍ଦି କାନ୍ଦି ନେହୁରା ହେଲେ ଭାଇ ଭଉଣୀ, ‘ସାର୍‌ ମୋତେ ଭଲ କରି ଦିଅନ୍ତୁ...’

ମାମାଲିକୁ ୩ ବର୍ଷ ଓ ଶାନ୍ତନୁକୁ ଦେଢ଼ ବର୍ଷ ହେବା ବେଳେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଲେ ଦୁଇଜଣ ।

Sattwik Swain Dominates at the World Stage
କମାଲ୍‌ କଲେ ଲିଟିଲ୍‌ ଚେସ୍‌ ମାଷ୍ଟର; ଜିତିଲେ ଅନ୍ତର୍ଜାତୀୟ ମେଡାଲ

କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।

FAO Election
କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’..!

ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

Odisha Politics, BJD
ବଢ଼ୁଛି ବିଜେଡି କଳି, ଆଗକୁ ବିସ୍ଫୋରଣ ସମ୍ଭାବନା !

ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।

Bar License
ବାର୍ ମାଲିକଙ୍କୁ କଡ଼ା ଚେତାବନୀ; ନିୟମ ନ ମାନିଲେ ବାତିଲ୍ ହେବ ଲାଇସେନ୍ସ

ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା।

Aravind Padhi
ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ

ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ । 

Mohan Majhi
ନବୀନଙ୍କ ଚିଠିର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Teacher Recruitment
ଯୋଜନା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି

ଆଗରୁ ବିରୋଧ କରି ଏବେ କେମିତି କାର୍ଯ୍ୟକାରୀ କରୁଛି ବିଜେପି ଅଭିଯୋଗ ଆଣିଲା ବିଜେଡି ।

IAS Officers
ସରକାରରୁ ହଟିଲେ ଗାଦି ମଡ଼ା ବାବୁ, ନବୀନ ସରକାରର ଗୁଡ୍ ବୁକରେ ଥିବା ଅଫିସରଙ୍କ ବଦଳି

ଗାଦିମଡ଼ା IASଙ୍କ ବଦଳିକୁ ନେଇ ପାୱାର କରିଡର ହଲଚଲ । ପୂର୍ବ ପ୍ରଶାସକଙ୍କ ମତ, ବଦଳି ନୁହେଁ ଦରକାର କାର୍ଯ୍ୟାନୁଷ୍ଠାନ ।

Ashish Singh
IPS ଆଶିଷ ସିଂଙ୍କ ପକ୍ଷ ଛେଦିଲା ବିଜେପି ସରକାର

ନବୀନ ସରକାରରେ ଶକ୍ତିଶାଳୀ ଅଫିସର ଥିଲେ ଆଶିଷ ସିଂ । IG ସିଏମ୍ ସିକ୍ୟୁରିଟିରୁ ଗୃହ ବିଭାଗର OSD ଭାବେ ବଦଳି ।

Mohan Majhi
ଚାରମାଳରେ ବଡ଼ ଠାକୁର ପଡ଼ିବା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

Padmakesarpur Village Abandoned
ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି; କେବେ ଶାନ୍ତ ପଡ଼ିବ ପଦ୍ମକେଶରପୁର ଗାଁ ?

ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା ।

Vegetables
ଯାହାକୁ ଛୁଇଁବ ୬୦; ହାଣ୍ତିଶାଳରେ ପରିବା ଛାଟ, ଖାଉଟି କଲବଲ

ଆକାଶ ଛୁଆଁ ପରିବା ଦର । ଅନେକ ପରିବା ଦର ଶହେ ପାଖାପାଖି ।