• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Nagar bana
ପାତ୍ରପଡା ରଜ ପଡିଆରେ ଜାପାନର ମିୟାଓ୍ୱାକି ଷ୍ଟାଇଲ୍‌ରେ ହେବ ‘ନଗର ବନ’

ଭୁବନେଶ୍ବରକୁ ସବୁଜ ସୁନ୍ଦର ରଖିବାକୁ ନୂଆ ପ୍ରୟାସ । ଜାପାନର ମିୟାୱାକି ପଦ୍ଧତିରେ ସୃଷ୍ଟି ହେବ ଘଂଚ ଜଙ୍ଗଲ।

Bar Owner
ବାର୍ ଗାର୍ଲଙ୍କୁ ଅଟକ ରଖି ମାଲିକ ଓ ଏଜେଣ୍ଟ ଗିରଫ

ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ଗିରଫ । ବାର୍ ଗାର୍ଲଙ୍କୁ ଉଦ୍ଧାର ସହ ମାଲିକଙ୍କୁ ଗିରଫ କଲା ଧଉଳି ପୋଲିସ ।

Wayanad
ୱାୟନାଡ୍ ବିପର୍ଯ୍ୟୟ ଗର୍ଭରୁ ସରୁନି ମଣିଷ ଖୋଜା

ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।

Odisha Politics
MLA ପ୍ରାର୍ଥୀଙ୍କୁ ୩୦, MP ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଦେଇଥିଲା BJD; ଟଙ୍କାଟିଏ ଦେଇନି କଂଗ୍ରେସ

ECIଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛି ଦଳ । କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ ଦେଇନି କଂଗ୍ରେସ ।

Har Ghar Triranga
୧୧ରୁ ବିଜେପିର ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ବୁଥରେ ‘ମନ୍ କି ବାତ୍’ ଶୁଣିବା କାର୍ଯ୍ୟକ୍ରମକୁ ସଫଳ ପାଇଁ ବି ଆଲୋଚନା ହୋଇଛି। ଆଜିର ପଦାଧିକାରୀ ବୈଠକରେ ୨ ନିର୍ବାଚନ ପ୍ରଭାରୀ ଯୋଗଥିଲେ।

Mamata Mahanta
‘ମୋତେ ରାଜ୍ୟସଭାରୁ କାଢ଼ିବାକୁ ବାରମ୍ବାର ଦେଉଥିଲେ ଧମକ’

ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Banka Murder Case
ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା; ଗିରଫ ହେଲେ ୨ ଅଭିଯୁକ୍ତ... 

ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ଟଙ୍କା ନେଣଦେଣକୁ ନେଇ ନବଘନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।

pared
ଗାନ୍ଧୀମାର୍ଗରେ ଏଥର ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ବିଭାଗ ସହିତ ଏକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

BJP
ଭୋଟ୍ ବ୍ୟାଙ୍କ ଚିନ୍ତା: ବିଜେଡିର ନଜର ସହରାଞ୍ଚଳ, ବିଜେପି ଫୋକସରେ ଗ୍ରାମାଞ୍ଚଳ

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।

DGP
କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ୍ ଡିଜି ?

୩ ବରିଷ୍ଠ IPS ଅରୁଣ ରାୟ, ନରୱାଣେ ଓ ଖୁରାନିଆଙ୍କୁ ମଗାଗଲା ବାୟୋଡାଟା । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ବାୟୋଡାଟା ମାଗିବା ପରେ ବଢ଼ିଲା ଚର୍ଚ୍ଚା ।

Miss India
ଓଡ଼ିଶାରେ ହେବ ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪

ଓଡ଼ିଶାରେ ହେବ ସୁନ୍ଦରୀ ପ୍ରତିଯୋଗିତା । ମିସ୍, ମିଷ୍ଟର ଓ ମିଷ୍ଟ୍ରେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବେ ଯୁବ ପ୍ରତିଭା । 

Third Monday Of Shravan Month
ଶ୍ରାବଣ ତୃତୀୟ ସୋମବାର: ଚଳଚଞ୍ଚଳ ବିଭିନ୍ନ ଶୈବପୀଠ, ଶିବ...ଶିବ ଧ୍ୱନୀରେ ପ୍ରକମ୍ପିତ ପରିବେଶ

ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ।

Nursing College
ରାଜ୍ୟରେ ବେଆଇନ୍ ଭାବେ ଗଢ଼ି ଉଠିଛି ପୁଳା ପୁଳା GNM-ନର୍ସିଂ କଲେଜ !

ତାଗିଦ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଡିଏମଇଟି । ୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସି ରବ୍ଦ ।

Odisha Crime
ନିଶା ପାଇଁ ମାଗିଥିଲା ଟଙ୍କା ! ସ୍ତ୍ରୀ ଦେଲାନି ବୋଲି କଲା ହତ୍ୟା, ଫାଶୀଦଣ୍ତ ଶୁଣାଇଦେଲେ କୋର୍ଟ

ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଂଜୀତ । ଏହି ମାମଲାର ବିଚାର କରିକୋର୍ଟ ସଂଜୀତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।

Ayushman
ହଜିଯିବ BSKY ! ଆସିବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମ୍

ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।

Ration Card
ସରକାରଙ୍କ ସ୍କାନରରେ ଭୂତ ରାସନକାର୍ଡଧାରୀ, ବାଦ୍ ପଡ଼ିବେ ୧୬ ଲକ୍ଷ..!

ଯଦି ଏବେ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।  ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର୍ ଧରିଛି। 

Illigal Apartment
‘ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ’

ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡ଼ିବ। ବିଏମ୍‌ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ।

MOhan Majhi
ରାଜ୍ୟ ବଜେଟ୍ ‘ନେମ୍ ଚେଞ୍ଜର୍ ନୁହଁ, ଗେମ୍ ଚେଞ୍ଜର୍’ କହିଲେ ମୁଖ୍ୟମନ୍ତ୍ରୀ

ବରପୁତ୍ର ମାନଙ୍କୁ ଆମେ ସମ୍ମାନ ଦେଉ। କେବଳ ଜଣଙ୍କ ନାଁରେ ବହୁ ଯୋଜନା କରିଦେଲେ ଓଡ଼ିଆ ଅସ୍ମିତା ପଛରେ ପଡ଼ିଯିବ।

Odisha Politics
ପିଇବା ପାଣିକୁ ନେଇ ବିଧାନସଭାରେ ତାତି, ଗୋଟିଏ ଘାଟରେ ଶାସକ-ବିରୋଧୀ..!

୨୪ ବର୍ଷ ବିଜେଡି ସରକାରର ଗୁମର ଫିଟାଇ ନିଶାନା । ଡିସେମ୍ବର ୨୦୨୫ ସୁଦ୍ଧା ସବୁ ଘରକୁ ପାଣି-ପଞ୍ଚାୟତିରାଜ ମନ୍ତ୍ରୀ ।

IPS Rajesh Pandit Suspend
‘ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର’, IPS ରାଜେଶ ପଣ୍ଡିତ ସସପେଣ୍ଡ

ଶନିବାର ରାତିରେ କ’ଣ ଥିଲା ଅସଲ ଘଟଣା, ବଢ଼ିଲା ଚର୍ଚ୍ଚା । RTI କର୍ମୀଙ୍କ ପିଟିସନ ପରେ ଶନିବାର ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା ।

CM Mohan Majhi
‘ଆଲୋଚନା ସରିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା’

ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।

Odisha Politics
ଧର୍ମଶାଳା ବିଜେଡିରେ ବିସ୍ଫୋରଣ ! ପରାଜୟର କାରଣ ପାଇଁ ଦୁଇ ଗୋଷ୍ଠୀ ଦୋଷ ଲଦାଲଦି

ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।

Similipal
ମହାବଳଙ୍କ ବେଶୀ ପସନ୍ଦ ଓଡ଼ିଶା ଜଙ୍ଗଲ, ସୁନ୍ଦରଗଡ଼ରେ ଆଡ୍ଡା ଜମାଇଛି ମଧ୍ୟପ୍ରଦେଶ ବାଘ !

ଗଜପତିରେ କ୍ୟାମେରା ଟ୍ରାପରେ ମହାରାଷ୍ଟ୍ରର ଜଙ୍ଗଲ ରାଜା । ଶିମିଳିପାଳରେ ବ୍ଲାକ୍ ଟାଇଗର ସଫାରୀ ଖୋଲିବାକୁ ନିଷ୍ପତ୍ତି ।

Vigilance Raid
ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ମାଳ ମାଳ ଘର ଓ ପ୍ଲଟ୍ ଠାବ

ବର୍ତ୍ତମାନ ସୁଦ୍ଧା ରେଡ୍‌ରୁ ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଥିବା ଠାବ ହୋଇଥିବା ସୂଚନା ମିଳିଛି ।

DGP
DSPଙ୍କ ବଦଳି-ନିଯୁକ୍ତି କରିପାରିବେନି DGP

ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି ।