• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Chikiti Liquor Death
ମଦ ମୃତ୍ୟୁ ନେଇ ଗୃହରେ ହଟ୍ଟଗୋଳ; RDCସ୍ତରୀୟ ତଦନ୍ତ ଦାବି କଲା ବିଜେଡି

ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି।

Hockey Team India
ଭୁବନେଶ୍ୱରରେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ୍

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ।

khurdha - Balangir
ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପର ଖୋଲିଲା ଆଉ ଏକ ଟନେଲ

ବୌଦ୍ଧ ପୁରୁଣାକଟକରୁ ଚାରିଛକକୁ ସଂଯୋଗ କରୁଛି ରାସ୍ତା । ବୌଦ୍ଧରେ ରହିଛି ରେଳ ପ୍ରକଳ୍ପର ୪ଟି ଟନେଲ ।

Heart Attack
ଏମିତି ବି ଯାଏ ଜୀବନ ! CPR ଦେଇ ଜୀବନ ବଞ୍ଚାଇବାକୁ OTV ସାମ୍ବାଦିକଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ

ଅସୁସ୍ଥଙ୍କୁ ମେଡିକାଲ ନେବାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପିସିଆର ଭ୍ୟାନରେ ହସ୍ପିଟାଲ ଯିବା ପରେ ମୃତ ଘୋଷଣା ।

Potato Crisis
‘ଚିନ୍ତା କରନ୍ତୁନି, ୫ ଦିନ ଭିତରେ ୪୮ ହଜାର କ୍ୱିଟାଲ ଆଳୁ ଓଡ଼ିଶାରେ ପହଞ୍ଚିବ’

୪୮ ହଜାର କ୍ବିଣ୍ଟାଲ ଆଳୁ ଅଣାଯିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଆଳୁ ପରେ ତାତିଲାଣି ପିଆଜ ବଜାର ।

Officers
ଅବସର ପରେ ଥଇଥାନ ଅଫିସରଙ୍କ ଥରିଲା ଛାତି, ବିଦା ପୂର୍ବରୁ ଦେଲେ ଇସ୍ତଫା..!

ବିଜେଡିର ହାତବାରିସୀ ସାଜି ଥଇଥାନ ହୋଇଥିବା ବାବୁ ଛାନିଆ । ଆଗୁଆ ଇସ୍ତଫା ଦେଲେଣି ଏକ୍ସଟନସନ ନେଇଥିବା କିଛି ଅଧିକାରୀ ।

Heart Attack
ପେଟ୍ରୋଲ ପକାଇଲେ...ପଇସା ଦେଲେ, ତା’ପରେ ଟଳିପଡ଼ିଲେ..!

ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା...

Student Election
ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ !

ସମୟ ଅଭାବରୁ ଏଥର ଆନୁସଙ୍ଗିକ ପ୍ରସ୍ତୁତି ପରେ ଆରବର୍ଷ କଲେଜ ଭୋଟ୍ ହେବ କହିଲେ ଆଇନ ମନ୍ତ୍ରୀ ।

Raksha Bandhan
ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ, ଅତୁଟ ବନ୍ଧନର ନିବିଡ଼ ସେତୁ

ସବୁଠି ରକ୍ଷାବନ୍ଧନର ଉଲ୍ଲାସ । ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ଡୋରି ।

College Election
‘ଏ ବର୍ଷ ସମୟ ନାହିଁ, ଆର ବର୍ଷ କଲେଜ ଇଲେକ୍ସନ’

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।

Potato Crisis
ଆଳୁ ସଂକଟ ! ଯେତିକି ଆଳୁ ଅଛି ୩ ଦିନରେ ସରିଯିବ...

୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଥିଲେ ।

BJD
ଭୁଶୁଡୁଛି ବିଜେଡିର ପଞ୍ଚାୟତ ଗଡ଼, ଦଳ ଛାଡୁଛନ୍ତି ଶଙ୍ଖ ସମର୍ଥିତ ପ୍ରତିନିଧି

ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।

Potato
ଆଉ ରହିବନି ଆଳୁ ସଙ୍କଟ, ୟୁପିରୁ ଟ୍ରେନରେ ଆସିବ ଆଳୁ

୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

DJ Ban
ଏଥର ଗଣେଶ ପୂଜାରେ ଡିଜେ ବ୍ୟାନ୍‌, ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।

Dengue
ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ୍, ରାଜ୍ୟ ଦେଖିଲାଣି ୨ ହଜାର କେସ୍

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି ।

Sim Box
ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣା, ରିମାଣ୍ଡରେ ଆସିଲା ଅଭିଯୁକ୍ତ ରାଜୁ

ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ ।

Tara Prasad Bahinipati
‘ଦଳରେ କାହାସହ କାହାର ମତ ଠିକ୍ ନାହିଁ, ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବିଜେଡି-ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି ।

VK Pandian
‘ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଚାଲିଛି ତଦନ୍ତ, ଖୁବଶୀଘ୍ର ଆସିବ ନିର୍ଯ୍ୟାସ’

ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

Crime
ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ ଗିରଫ

ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ।

Ganesh Puja
ଏଥର ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣକୁ ପୋଲିସର ତାଗିଦ୍

କଟକରେ ପୂଜା ପ୍ରସ୍ତୁତି ବୈଠକରେ ପୋଲିସ୍ କମିଶନରଙ୍କ ସୂଚନା । ଗଣେଶ ମୂର୍ତ୍ତି ବିକୃତ ନକରିବାକୁ ଗୁରୁତ୍ୱ ।

Mahaprasad
ମାଗଣାରେ ମିଳିବ ମହାପ୍ରସାଦ ! ଚାଲିଛି ରୂପରେଖ ପ୍ରସ୍ତୁତି..

‘ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କରାଯି । ଖୁବଶୀଘ୍ର ମରାମତି କାର୍ଯ୍ୟ ସହ ଗଣତି ମଣତି କରାଯିବ ।’ 

Jhingia Oram
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ 

କାନ୍ଦି କାନ୍ଦି ଶେଷ ବିଦାୟ ଜଣାଇଲେ ଜୁଏଲ । ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ ।

Union Minister's Tips for MLA
ନୂଆ ବିଧାୟକଙ୍କୁ ରିଜିଜୁଙ୍କ ଟିପ୍ସ; ‘ଗୃହରେ ହଙ୍ଗାମା କମ୍‌ କର, ଶୃଙ୍ଖଳା ଅଧିକ ରଖ’

ବିଧାନସଭାରେ ଭଲ ପରଫର୍ମାନ୍ସ ଦେଖାଇ ଶ୍ରେଷ୍ଠ ବିଧାୟକ ହେବାକୁ ପାଠଶାଳାରେ ଜ୍ଞାନ ଦେଲେ ହେଭିୱେଟ୍ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ମନ୍ତ୍ର ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।

SIM Box Racket
ରାଜଧାନୀରେ ସିମ୍ ବକ୍ସ ହଇଚଇ, ବାଂଲାଦେଶରୁ ଅପରେଟ୍ ହେଉଥିଲା ନେଟୱର୍କ

ରାଜଧାନୀରେ ସିମବକ୍ସ ହଇଚଇ । ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।

Odisha Politics
ବିଧାୟକଙ୍କ ଓରିଏଣ୍ଟେସନ୍ ପ୍ରୋଗ୍ରାମକୁ ବିଜେଡି-କଂଗ୍ରେସର ବୟକଟ୍

୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ । ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ ।