• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Fraud Rahul Sahu
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୁଟୁଥିଲା ଲୋକଙ୍କୁ..!

ତାଳଚେର, ଅନୁଗୁଳଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ରାହୁଲ ପାଖରୁ ଆଶାୟୀଙ୍କ ସାଟିଫିକେଟ, ବାୟୋଡାଟା ଏବଂ ଚେକକୁ ଜବତ କରିଛି।

Accident
ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

Naveen Patnaik
ତୃଣମୂଳ ସ୍ତରରେ ଭୁଶୁଡ଼ୁଥିବା ଦୁର୍ଗକୁ ଦେଖି ଟେନସନରେ ବିିଜେଡିି

ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।

Aadhaar Update
ଆଧାର ଅପଡେଟ୍ ପାଇଁ ଲମ୍ବା ଲାଇନ୍, ଜନସେବା କେନ୍ଦ୍ର-ଡାକଘର ଆଗରେ ହାଉଜାଉ ଭିଡ !

ସୁଭଦ୍ରା ସହ ରାସନକାର୍ଡ E-KYC ପାଇଁ ଜମୁଛି ଗହଳି । ଅଧୈର୍ଯ୍ୟ ହୋଇ ଅଯଥା ଭିଡ଼ ନକରିବାକୁ ପ୍ରଶାସନର ଅପିଲ ।

Ravenshaw University Name Change Row
ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି ! ମୁହାଁମୁହିଁ ଶାସକ-ବିରୋଧୀ

ପୋଲିସ ସହାୟତା ଲୋଡ଼ିଲେ ରେଭେନ୍ସା କର୍ତ୍ତୃପକ୍ଷ । ବିତର୍କ କମ୍, ବଢିଲା ଗୋଳିଆପାଣିରୁ ଫାଇଦା ନେବା ପ୍ରତିଯୋଗିତା ।

Jharpada Jail
ପୁଣି ଚର୍ଚ୍ଚାରେ ଝାରପଡା ଜେଲ୍, ଅଡିଓ ଜାରିକଲେ ଆକ୍ରମଣର ଶିକାର ସୌମ୍ୟ

ଝାରପଡା ଜେଲ କଏଦୀ ଆକ୍ରମଣ ଘଟଣାରେ ତଦନ୍ତ ରିପୋର୍ଟ ହୋଇଛି ଦାଖଲ। ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ଡିଆଇଜି ଅନୁସୂୟା ଜେନା।

Subhadra Scheme
କେଉଁଠି ଠେଲାପେଲା କେଉଁଠି ଗଣ୍ଡଗୋଳ ! 'ସୁଭଦ୍ରା' ପାଇଁ ଆଧାର ଅପଡେଟ୍ ଲାଗି ଧାଁ ଦୌଡ଼

ସବୁ ଜନସେବା କେନ୍ଦ୍ର ଓ ଡାକଘରେ ଅସମ୍ଭବ ଗହଳି । ଅଧୈର୍ଯ୍ୟ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଅପିଲ୍ । ଫର୍ମ ଦାଖଲର ନାହିଁ ଶେଷ ତାରିଖ: ପ୍ରଭାତୀ ।

DGP On Maoist
୨୦୨୬ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବେ ମାଓବାଦୀ: ଡିଜିପି

ଆଗକୁ ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେବ କହିଲେ ଡିଜିପି । ‘ନକ୍ସଲ ମୂଳପୋଛ ପାଇଁ ଶାହ ଦେଇଛନ୍ତି ଟାର୍ଗେଟ’ ।

Jharpada Jail
ଚେତାଇଥିଲେ ପୂର୍ବତନ ଡିଜି, ତଥାପି ପଶିଲାନି ଚେତା !

ଜେଲରେ ସ୍ୱାମୀଙ୍କୁ ଆକ୍ରମଣ ପାଇଁ ଜେଲରଙ୍କୁ ଦାୟୀ କଲେ ପତ୍ନୀ । ସନ୍ଦେହ ଘେରରେ ଜେଲ୍ କର୍ମଚାରୀ-କଏଦୀଙ୍କ ମଧୁଚନ୍ଦ୍ରିକା ।

Excise Office
ଭୁବନେଶ୍ବରକୁ ଅବକାରୀ କମିଶନର ଅଫିସ ଆଣିବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର ?

କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ବିଜେଡି ସରକାର ଅମଳରେ ଜଣେ ଗେହ୍ଲା ଆଇପିଏସ୍ ବାବୁ ନିଜ ସୁବିଧା ଏଭଳି ଚକ୍ରାନ୍ତ କରିଥିବା ବିଜେପି ଆଣିଛି ଅଭିଯୋଗ।

BJP
ଆରମ୍ଭ ହେଲା ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ, ୧ କୋଟି ସଦସ୍ୟ ସଂଗ୍ରହ ପାଇଁ ଆହ୍ୱାନ

ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Suniti Mund
ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସୁନୀତି, ଘଉଡ଼ାଇଦେଲେ ମହିଳା ବିଜେପି କର୍ମୀ

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ କର୍ମୀ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ନିଲମ୍ବନ ସତ୍ତ୍ବେ ପାର୍ଟି ଅଫିସକୁ ଆସିଥିବାରୁ କର୍ମୀମାନେ ଏଭଳି କରିଥିବା ସୂଚନା ମିଳିଛି ।

Naveen- Hinjili
ନବୀନଙ୍କ ଗଡ଼ରେ ନରହତ୍ୟାର ଲୋମଟାଙ୍କୁରା ଟ୍ରେଣ୍ଡ, ୨୪ ବର୍ଷରେ ଶହେ ମର୍ଡର !

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।

Jharpada Jail
ସେଇଟା ଜେଲ ନାଁ ହୋଟେଲ ? ଟଙ୍କା ଦେଲେ କଏଦୀଙ୍କୁ ମିଳୁଛି VIP ଟ୍ରିଟମେଣ୍ଟ..!

ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।

High Court Bench
ପୁଣି ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ଗୃହରେ ମୁଖ୍ୟମନ୍ତ୍ରୀ ରଖିଲେ ଉତ୍ତର...

'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'

Subhadra Scheme
୪ରୁ ଆରମ୍ଭ ହେବ ‘ସୁଭଦ୍ରା’ ଫର୍ମ ଦାଖଲ

୨୧ରୁ ୬୦ ବର୍ଷ ବୟସ ସୀମା ରଖିବାରୁ ୨୧ରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ବାଦ୍ ପଡିବେ। ରାଜ୍ୟର ୨ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି ରଖିଛି ଦଳ ।

giraffes
ନନ୍ଦନକାନନରେ ନୂଆ ଅତିଥି; ଆଲିପୁର ଚିଡ଼ିଆଖାନାରୁ ‌ଆସିଲେ ୨ ଜିରାଫ୍

ନନ୍ଦନକାନନରେ ଗୋଟିଏ ମାତ୍ର ଜିରାଫ୍-ଖୁସି ରହିଛି। ଖୁସିକୁ ଦୁଇ ଜଣ ବନ୍ଧୁ ମିଳିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।

Fake Police
ଅସଲି ପୋଲିସ ହାତରେ ନକଲି ପୋଲିସ, ମିଛ ପରିଚୟ ଦେଇ ଯୁବତୀଙ୍କୁ କରୁଥିଲା ବିବାହ

ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ।

Health Checkup
ମେୟରଙ୍କ ବିପି ମାପିଲେ ମନ୍ତ୍ରୀ, ସ୍ବାସ୍ଥ୍ୟ ପରୀକ୍ଷା କରି ଦେଲେ ଟିପ୍ସ

ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

Ganja
ପୋଲିସ ପଞ୍ଝାରେ ୫ ଗଞ୍ଜେଇ ମାଫିଆ; ଚଢୁଥିଲେ ଦାମୀ ଗାଡ଼ି, ମଡେଲ୍‌ ଆଣି କରୁଥିଲେ ରିଲ୍ସ

ଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।

Ravenshaw University
ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତକୁ ନେଇ ତେଜିଲା ବିବାଦ

ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।

New Excise Policy
ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି

ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ।

Chiken
ରାଜଧାନୀକୁ ବାର୍ଡ ଫ୍ଲୁ ଭୟ: କିଛି ଦିନ ଚିକେନ ନ ଖାଇବାକୁ ମେୟରଙ୍କ ପରାମର୍ଶ

ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି ।

Sports Valley
ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି, ଖର୍ଚ୍ଚ ହେବ ହଜାରେ କୋଟିରୁ ଅଧିକ ଟଙ୍କା

ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି।

VK Pandian
ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳାବାଟ ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜକୁ ଅସ୍ତ୍ର କରିଥିଲା ବିଜେଡି

ନୀତି ନ ଥାଇ ବି ପେଡ୍ ନ୍ୟୁଜ୍ ଦେଇ ପାଣ୍ଡିଆନଙ୍କ ପ୍ରଚାରରେ ମାତିଥିଲା ବିଜେଡି ସରକାର ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜ୍ ଆଉ ତା ବି ସ୍ଥିରିକୃତ ଦରଠାରୁ ଅଧିକ ଦର ପାଇଁ କିଏ ନେଇଥିଲା ନିଷ୍ପତ୍ତି ?