ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା।
ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।
ତାମିଲନାଡ଼ୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିଲା ତ୍ରିଚି ଗ୍ୟାଙ୍ଗର ଚେର । କିନ୍ତୁ ତ୍ରିଚି ଗ୍ୟାଙ୍ଗର ଖେଳ ଖତମ୍ କରିଦେଇଛି କମିସନରେଟ ପୋଲିସ । ଏବେ ପୋଲିସ ହାତରେ ଧରା ପଡିଛି ଏହି ଗ୍ୟାଙ୍ଗ୍ ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।
ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି ।
ସଚେତନ ଗ୍ରାହକଙ୍କ ଅଭିଯୋଗ, ମଝିରେ ମିଡିଲମ୍ୟାନ୍ କମାଉଛନ୍ତି ମୁନାଫା । କେବେ ହେବ ପରିବା ମଣ୍ଡି, କେବେ ଲାଗିବ ରେଟ୍ ଚାର୍ଟ ?
ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ ।
ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ । କାଲିଠୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର ।
ବୋଲ ମାନୁନି ସୁନା ଦର। ହୁ ହୁ ହୋଇ ବଢୁଛି ସୁନା ଦର । ଆଜି ସୁନା ଦର ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଖଟଶେଯ ଘରକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମାରୀରୁ ଅଳଙ୍କାର । ମୁଖ୍ୟ ପ୍ରଶାସକ କହିଲେ ସେଠି ପଡ଼ିଛି ୨ଟି ନୂଆ ତାଲା ।
AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।
ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ ।
ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ ।
ଅଫିସରଙ୍କ ରାଜ୍ ପାଇଁ ବନ୍ଦ ହୋଇଛି ନୂଆ ନିଯୁକ୍ତି ବାଟ । ପ୍ରମୋଶନ୍ ପାଇଥିବା ଅନେକଙ୍କୁ ମିଳୁନି ନୂଆ ପୋଷ୍ଟିଂ ।
ବିନା ବଡ଼ ବିଲକ୍ଷଣ ଓ ବିଶୃଙ୍ଖଳାରେ ରଥଟଣା । ରଥରୁ ଅଣସେବାୟତଙ୍କୁ ଓହ୍ଲାଇ ଆଣିଲେ ଶ୍ରୀମନ୍ଦିର ପ୍ରଶାସକ ।
ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ ହୋଇଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ ।
ମାମାଲିକୁ ୩ ବର୍ଷ ଓ ଶାନ୍ତନୁକୁ ଦେଢ଼ ବର୍ଷ ହେବା ବେଳେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଲେ ଦୁଇଜଣ ।
କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।
ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।
ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।
ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା।
ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ।
ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଗରୁ ବିରୋଧ କରି ଏବେ କେମିତି କାର୍ଯ୍ୟକାରୀ କରୁଛି ବିଜେପି ଅଭିଯୋଗ ଆଣିଲା ବିଜେଡି ।