‘ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କରାଯି । ଖୁବଶୀଘ୍ର ମରାମତି କାର୍ଯ୍ୟ ସହ ଗଣତି ମଣତି କରାଯିବ ।’
କାନ୍ଦି କାନ୍ଦି ଶେଷ ବିଦାୟ ଜଣାଇଲେ ଜୁଏଲ । ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ ।
ବିଧାନସଭାରେ ଭଲ ପରଫର୍ମାନ୍ସ ଦେଖାଇ ଶ୍ରେଷ୍ଠ ବିଧାୟକ ହେବାକୁ ପାଠଶାଳାରେ ଜ୍ଞାନ ଦେଲେ ହେଭିୱେଟ୍ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ମନ୍ତ୍ର ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।
ରାଜଧାନୀରେ ସିମବକ୍ସ ହଇଚଇ । ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।
୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ । ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ ।
ସତର୍କ ରହିବାକୁ କହିଲେ SRC । ବର୍ଷା ଯୋଗୁଁ ଅଚାନକ ପାଣି ମାଡ଼ି ଆସିପାରେ ।
ଗତ ୨୪ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ । ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀଙ୍କୁ ମିଳିଥିବା ଆଶ୍ବସ୍ତିକୁ ଦର୍ଶାଇଲେ ।
ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।
ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ ।
କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ ଏକ ସାକ୍ଷାତକାର ଦେବା ଅବସରରେ ଅନେକ ଖୁଲାସା କରିଛନ୍ତି ବିଜୟ ପଟ୍ଟନାୟକ। ଜାଣିବା ପାଇଁ ପଢ଼ନ୍ତୁ।
ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍ବକ୍ସ ଠାବ କରାଯାଇଛି।
ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ।
କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।
ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ ।
ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ । ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି ବୋଲି ନିଜ ସମ୍ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନକୁ ବିଜେଡି, ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି ଏଥିରେ ସାମିଲ ହେବ ନାହିଁ ବୋଲି କହିଛି ।
ଆଇନଜୀବୀ ସୁଧିର ଚରଣ ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।
ଖୁବଶୀଘ୍ର ସୁଭଦ୍ରା ଯୋଜନା ଆବେଦନ । ସୁଭଦ୍ରା ଯୋଜନାର ପ୍ରାଥମିକ ନିୟମ ସ୍ଥିର କଲାଣି ବିଭାଗ ।
୩ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ କମିଟି କରିବ ତଦନ୍ତ । ଅଗଷ୍ଟ ୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।
ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ ।
ମନ୍ତ୍ରୀ ନବ ଦାସ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ହେବ ପୁନଃ ତଦନ୍ତ । ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ପୁନଃ ତଦନ୍ତ ନେଇ ଆଇନମନ୍ତ୍ରୀଙ୍କ ସୂଚନା ।
ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି।
ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।