• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Saudi Arab
ସାଉଦିର ସତ କାହାଣୀ ! ନିର୍ଯାତନା-ଅତ୍ୟାଚାର-ବର୍ବରତାର ଛାତିଥରା ଅନୁଭୂତି

ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।

heavy rain
ପ୍ରବଳ ବର୍ଷିବ ! ୨ ଜିଲ୍ଲାକୁ ରେଡ୍, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ । ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣଂ  ।

Narendra Modi
ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ବିଜେଡି କଲା ସମାଲୋଚନା

ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Narendra Modi
ମୋଦିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ SPG 

ଭୁବନେଶ୍ୱରରେ ପହଞ୍ଚିଲା ୮ ଜଣିଆ SPG ଟିମ୍ । ଭୁବନେଶ୍ୱର ବିମାନ ବନ୍ଦର ସହ ବିଭିନ୍ନ ସ୍ଥାନରେ କରିବେ ଯାଞ୍ଚ ।

Odisha Politics
୨୪ ନିର୍ବାଚନକୁ ନେଇ ହାଇକୋର୍ଟରେ ରେକର୍ଡ ମାମଲା !

ପରାଜିତ ପ୍ରାର୍ଥୀଙ୍କ ୩୦ଟି ମିଥ୍ୟା ସତ୍ୟପାଠ ମାମଲା । ଭୁଲ୍ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣପତ୍ରକୁ ନେଇ କେଶ୍ ।

Crime
ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ, ପ୍ରେମିକାଙ୍କ ରହସ୍ୟଜନକ ମୃତ୍ୟୁ !

ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।

Ravenshaw University
ତେଜୁଛି ରେଭେନ୍ସା ବିବାଦ ! କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ କରିବାକୁ ସାହିତ୍ୟିକଙ୍କ ପରାମର୍ଶ

ତୀବ୍ର ନିନ୍ଦା କଲା ହେରିଟେଜ୍ ଫୋରମ୍ । ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଲେ ସାଂସଦ ଭର୍ତ୍ତୃହରି ।

Odisha
ନିଷ୍ପତ୍ତି ବଦଳିଲା, ପୁରୀ ବେଳାଭୂମିରେ ମଦ କୁଡ଼ିଆ ବ୍ୟାନ୍

କୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧିରେ ବି କଟକଣା । ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ, ବିଜ୍ଞପ୍ତି ଜାରି ।

Odisha Politics
ଛାଡୁନି କ୍ୱାର୍ଟର ମୋହ ! ପଦ ନଥାଇ ବି ସରକାରୀ ଘର ମାଡ଼ି ବସିଛନ୍ତି ୨୭ Ex-MLA

ଆଲର୍ଟ ସତ୍ତ୍ୱେ କ୍ୱାର୍ଟର ନପାଇ ଗେଷ୍ଟ ହାଉସରେ ରହୁଛନ୍ତି ବହୁ ମନ୍ତ୍ରୀ-MLA । ତୁରନ୍ତ କ୍ବାର୍ଟର ଖାଲି କରିବାକୁ ପୂର୍ବତନ ବିଧାୟକଙ୍କୁ ଜିଏ ନୋଟିସ୍ ।

Road Issues
ଭଲ ନାହିଁ କ୍ୟାପିଟାଲର ରାଜରାସ୍ତା, ପାର୍ବଣ ପୂର୍ବରୁ ହେବ ତ ସମସ୍ୟାର ସମାଧାନ ?

ଅତି ଶୋଚନୀୟ ହୋଇ ପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱରର ରାଜରାସ୍ତା । ବ୍ୟସ୍ତ ବହୁଳ ଇଲାକାରେ ତ ବାଇକ୍, କାର୍ ଚଳାଇବା ଅର୍ଥ ଦୁର୍ଘଟଣାକୁ ହାତ ଠାରି ଡାକିବା ।

Body of a girl found in Bhubaneswar inside closed house
ରାଜଧାନୀରେ ଚାଞ୍ଚଲ୍ୟ ! ଘର ଭିତରେ ଯୁବତୀଙ୍କ ମୃତଦେହ, ପ୍ରେମିକ ଫେରାର୍

ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।

Ravenshaw University's Name Change Row
ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ, ବହୁ ଦିନର ଦାବି: ଭର୍ତ୍ତୃହରି

ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ । ନାମ ପରିବର୍ତ୍ତନ ପାଇଁ ଏବେ ମୁଁ ନୁହେଁ ୧୯୪୯ ମସିହାରୁ ଦାବି ହୋଇ ଆସୁଛି । ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

Manoj Mishra
ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।

Retired Officer
ଓଟିଭି ପ୍ରଭାବ ! ଅବସର ପରେ ଅଧିକାରୀଙ୍କୁ ମନଇଚ୍ଛା ପୁନଃନିଯୁକ୍ତିରେ ରୋକ୍

ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।

Ratnabhandar
ଖୋଲିବ ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର ରହସ୍ୟ !

ମରାମତି ପୂର୍ବରୁ ୧୮ରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ASI ADGଙ୍କ ନେତୃତ୍ବ ଟିମରେ ରହିବେ କେନ୍ଦ୍ରୀୟ ସଂସ୍ଥାର ଏକ୍ସପର୍ଟ ।

Naveen meets imported leaders
ବିଜେପିରୁ ଆମଦାନୀ ନେତାଙ୍କ ସହ ନବୀନଙ୍କ ଭେଟଘାଟ, ଘଳିଆ ବନ୍ଦ ପାଇଁ ଉଦ୍ୟମ ଚର୍ଚ୍ଚା

ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି।

Crime
ଦାଗୀଙ୍କୁ ପାର୍ବଣ ମନା, ତଡ଼ିପାର ହେବେ ହାର୍ଡକୋର୍ ଅପରାଧୀ

ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।

Assembly
ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ

ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି।

Protest At Lower PMG
CRP ମହିଳା ଓ ଜୀବୀକା ମିଶନ ଇସି ସଂଘ ଗର୍ଜନରେ କମ୍ପିଲା ଲୋୟର PMG

ପୁନର୍ଗଠନ ଆଳରେ ନୂଆ ନିଯୁକ୍ତି ବନ୍ଦ ଦାବି କଲେ EC ସଂଘର ହଜାର ହଜାର ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଦାବି ପାଇଛୁ, ବିଚାର କରିବୁ ।

Ravenshaw University
ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି !

ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ ।

Gold Fraud
ସାବଧାନ ! ଠକୁଛନ୍ତି ସୁନା ଦୋକାନୀ, ୫ ମାସରେ ଧରା ପଡିଛନ୍ତି ୧୧୬ ଅସାଧୁ ବ୍ୟବସାୟୀ

ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ, ଖୋର୍ଦ୍ଧା- କଟକ ଓ ଗଞ୍ଜାମ ଜିଲ୍ଲାରେ ବେଶୀ ।

Naveen Patnaik
ଓଡ଼ିଆ ଅସ୍ମିତା କଥା କହି ସରକାରଙ୍କୁ ନବୀନଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଆଟାକ୍ !

ରାଜ୍ୟସଭା ସାଂସଦ ପାର୍ଟି ଛାଡିବା ବେଳରେ ନବୀନଙ୍କ ଭିନ୍ନ ରଣନୀତି । କାଲି ରେଭେନ୍ସା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।

Capital Hospital
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମରୁଡ଼ି ! ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

କ୍ୟାପିଟାଲ ହସ୍ପିଟାଲରେ ରହିବା କଥା ୧୭୫ ଜଣ ଡାକ୍ତର । ହେଲେ ଏବେ ୬୪ ପଦବୀ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି ।

Ganesh Puja
ଡିଜେ କଲା ବାଇଆ, ଗଣେଶଙ୍କୁ ଏକୁଟିଆ ଛାଡି ଭକ୍ତ ଫେରାର

ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।

5T
5T ନାଁରେ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'।