ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ।
ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ।
କେବଳ ଥ୍ରୀ-ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ ।
ସ୍କୁଲ, କଲେଜ, ମନ୍ଦିର ପାଖରେ ରହିବନି ମଦ ଦୋକାନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ।