• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Vigilance raids
CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ...

CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି।

Storm
ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି ! ୱାୟନାଡ୍ ଅପରେସନ୍ ସାରି ଫେରିଲା ଷ୍ଟର୍ମ

ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ । ଏକାକୀ ମାଟି-ପଥର ତଳୁ ଠାବ କରିଛି ୧୦ରୁ ୧୨ ମୃତଦେହ ।

Subhadra Scheme
ପରିବାରର ସବୁ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା, ଦ୍ୱନ୍ଦ୍ୱ ଦୂରକଲେ ଉପମୁଖ୍ୟମନ୍ତ୍ରୀ

ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ପାଇବେ । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା ।

Illega Apartment
ବେଆଇନ୍ କୋଠାବାଡ଼ି, ୧୯୧ ଆପାର୍ଟମେଣ୍ଟରେ ଚାଲିବ ବୁଲ୍‌ଡୋଜର

୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।

Odisha BJP
BJP ଗଣ୍ଡଗୋଳକୁ ୪୮ ଘଣ୍ଟା ପରେ ବି ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍ ?

ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା।

Naveen Patnaik
ଆବ୍‌ସେଣ୍ଟ ନବୀନ ! ମୁଖ୍ୟମନ୍ତ୍ରୀ ବେଳେ ଯାହା, ବିରୋଧୀ ଦଳ ନେତା ପରେ ବି ତାହା...

ବିଜେଡି ବିଧାୟକଙ୍କୁ ନବୀନଙ୍କ ଟ୍ୟୁସନକୁ ନେଇ ବର୍ଷିଲା ଶାସକ ଦଳ ।

Janmastami
କୃଷ୍ଣରସରେ ବୁଡ଼ିଛି ସାରା ରାଜ୍ୟ, ବାଳ ଗୋପାଳଙ୍କ ପାଇଁ ସବୁଠି ଉତ୍ସବ

କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ।

Cow's Search For Calf
ଦେଢ଼ ବର୍ଷ ପରେ ଛୁଆକୁ ଖୋଜୁଛି ମା’, ଚିକିତ୍ସା ପାଇଁ ଆସି ଆଉ ଫେରିନି

ଦେଢ଼ ବର୍ଷ ତଳର କଥାକୁ ମନେ ରଖିଛି ଗାଈଟିଏ । ଅଟୋଟି ଯୁଆଡେ ଯାଉଛି ଗାଈଟିଏ ଗୋଡ଼ାଇ ଚାଲିଛି । ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହିବି ନାହାନ୍ତି ।

Dr Sandeep Mishra
ILS ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନନ ମୃତ୍ୟୁ। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। 

Elephant
ଲାଗିଛି ସାଲାଇନ୍, କିଛି ଖାଉନି ହାତୀଛୁଆ

୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।

Elephant
କିଛି ଖାଉନି କୁନୀ ହାତୀ, ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଡାକ୍ତରୀ ଟିମଙ୍କ ଉଦ୍ୟମ

ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଚାଲିଛି ସବୁ ପ୍ରୟାସ । ଗୋଠ ଛଡ଼ା ହୋଇଥିବା କୁନି ହାତୀର ତଣ୍ଟିରେ କିଛି ଲାଗିଯାଇଥିବା ଅନୁମାନ କରୁଛନ୍ତି ଡାକ୍ତରୀ ଟିମ୍ ।

Assembly
ବିଧାନସଭାରେ ସଂରକ୍ଷଣ ତାତି, ଗୃହରେ ଲିଫ୍‌ ଲେଟ୍‌ ଫିଙ୍ଗିଲା କଂଗ୍ରେସ

ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍‌ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ ।

Country Liquor Seized
ସାଲିଆ ସାହିରେ ଦେଶୀ ମଦ କାରଖାନା, ସିକ୍ରେଟ୍‌ ଚାମ୍ବରରେ ତିଆରି ହେଉଥିଲା ମଦ

ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।

Opposition Crosses All Limits
ସବୁ ସୀମା ଟପିଲେ ବିରୋଧୀ, ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ ଉଦ୍ୟମ

ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ।

Dance Bar
ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍

ସ୍କୁଲ, କଲେଜ, ମନ୍ଦିର ପାଖରେ ରହିବନି ମଦ ଦୋକାନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ।

Odisha Assembly
କ୍ଷୁଣ୍ଣ ହେଲା ଗୃହର ଗରିମା ! ଏମିତି ଆଗରୁ କେବେ ହୋଇନଥିଲା...

ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।

NH-55
୪ ମାସରେ ସରିବ କଟକ-ସମ୍ବଲପୁର ୫୫ ନମ୍ବର NH କାମ !

NHAI ଓଡ଼ିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହଙ୍କ ସୂଚନା । ଡିସେମ୍ବର ସୁଦ୍ଧା ସରିବ କଟକ-ସମ୍ବଲପୁର NH-55 କାମ ।

Laccmi Bus
ଲକ୍ଷ୍ମୀ ବସ୍ ସେବା ଘୋଡ଼ା ୬କୁ ଦାନା ୯ ! ୧୦ ମାସରେ ୩୭୪ କୋଟି କ୍ଷତି

ଗୃହରେ ପରିବହନ ମନ୍ତ୍ରୀଙ୍କ ତଥ୍ୟ ଖୋଲିଲା ଯୋଜନାର ପୋଲ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ବାହାସ୍ଫୋଟିଆ ଯୋଜନା ।

Vigilance Raid
ଟଏଲେଟ୍ ଫ୍ଲସରେ ଟଙ୍କା ବିଡା.. ଆଲିସାନ୍ ବଙ୍ଗଳାରୁ ବାହାରିଲା ହୀରା ହାର !

ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ।

Sim Box
ସାମ୍ନାକୁ ଆସିଲା ସିମ୍‌ ବକ୍ସ ମାଷ୍ଟର ମାଇଣ୍ଡର ଫଟୋ, ଢାକାରେ ରହି କରୁଥିଲା ଅପରେଟ୍‌

ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍‌ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ ।

Gold Mines
ଖଣି ମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ

ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି ।

LAccMI Bus
କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ୍‌: ବ୍ୟୟ ପାଖାପାଖି ୪ ଶହ କୋଟି, ଆୟ ମାତ୍ର ୨୫ କୋଟି

ବସ୍‌ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା ।

IAS Reshuffle
୧୮ IAS ଅଫିସରଙ୍କ ଅଦଳବଦଳ କଲେ ସରକାର

ଉଷା ପାଢୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି।

Telecom News
AIRTEL-BSNL-JIO; ଓଡ଼ିଶାରେ କାହାର ଗ୍ରାହକ କେତେ ?

୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସରକୁ ସର୍ବଭାରତୀୟ ସ୍ତରର ଘରୋଇ ମନୋରଞ୍ଜନ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ।