• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Mandi
କଟ୍‌ନୀ ଛଟ୍‌ନୀ ବିରୋଧରେ ଚରମ ଅସନ୍ତୋଷ, ପାଟିରେ ପାଳ ଧରି ହାତ ବାନ୍ଧି ଚାଷୀଙ୍କ ପ୍ରତିବାଦ

ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି ।

SAMS Admission
ଇ-ଆଡମିଶନ ବଦଳରେ ଅଫଲାଇନ୍‌ ନାମଲେଖା, ୪ କଲେଜ ଓ ୨ ୟୁନିଭରସିଟିରେ ଚଞ୍ଚକତା

କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।

not getting hockey tickets; disappointed true hockey fan
ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।

Not working e-Despatch system
କାମରେ ଆସୁନି ଇ-ଡେସ୍‌ପାଚ୍ ବ୍ୟବସ୍ଥା; ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି

୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍‌ଲାଇନ୍‌ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ।

 DAKOTA aircraft
ଭୁବନେଶ୍ୱରରେ ବିଜୁଙ୍କ ପ୍ରିୟ ଡାକୋଟା !୩ଟି ଟ୍ରେଲରରେ କୋଲକାତାରୁ ଆସିଲା ବିମାନ

ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ

Hockey World Cup 2023: Ticket Sales In Black
ହକି ଟିକେଟ୍‌ କଳାବଜାରୀ: ୨ ଶହକୁ ୨ ହଜାର, ୫ ଶହକୁ ୪ ହଜାର ଟଙ୍କା...

ଭାରତ-ୱେଲ୍ସ ମ୍ୟାଚ୍‌ର ଟିକେଟ୍‌କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି।

gang rape
ରାଜଧାନୀରେ ଲଜ୍ଜା ! ଦୁଇ ନାବାଳିକାଙ୍କୁ ଦଉଡ଼ିରେ ବାନ୍ଧି ଗଣଦୁଷ୍କର୍ମ

ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ

Drunken Lady Viral Video
ରାଜଧାନୀ ରାସ୍ତାରେ ଟଳି ଟଳି ଯାଉଥିଲେ ମାତାଲ ଯୁବତୀ, ପୋଲିସ ଉଠାଇନେଲା ! ଦେଖନ୍ତୁ ଭିଡିଓ..

ସଂପୃକ୍ତ ଯୁବତୀ ଏକ ଆଇଟି କମ୍ପାନୀର ଚାକିରିଆ ଓ ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।

Heavy Rain
ଆଜିଠୁ ବର୍ଷା ! ଶୀତ କମିଛି ଏବେ ବର୍ଷା ପାଳି..

ସେହିଭଳି ଘନ କୁହୁଡ଼ି ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Weather News
ରାଜ୍ୟରେ କଲବଲ କରୁଛି ଘନ କୁହୁ଼ଡି, ଉତ୍ତର ଓଡ଼ିଶାର ୧୦ ଜିଲ୍ଲାକୁ ବର୍ଷା ଓ୍ୱାର୍ଣ୍ଣିଂ

ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD ।

Mobile Game
ଶିଶୁ-ଯୁବ ଗୋଷ୍ଠିଙ୍କୁ ବାୟା କରୁଛି ମୋବାଇଲ ଗେମ୍, ୟୁଜର୍ସ ସଂଖ୍ୟା ବୃଦ୍ଧିରେ ଦେଶରେ ୧ ନମ୍ବର ଓଡ଼ିଶା

ବର୍ଷକରେ ଭୁବନେଶ୍ୱରରେ ବଢିଛନ୍ତି ୧୬୦୦% । MPL ଗେମିଂ ରିପୋର୍ଟକୁ ନେଇ ଚିନ୍ତାରେ ଅଭିଭାବକ ।

PM Awaas
PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ ।

Vaccine
ଚତୁର୍ଥ ଲହର ଆଶଙ୍କା ! ୧୯ରୁ ପୁଣି କରୋନା ଟିକାକରଣ

ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ।

Film producer Pramod Swain gave Rs 33 lakh to accused Archana Nag
ମାମଲା ରଫାଦଫା ପାଇଁ ୩୩ ଲକ୍ଷ ଡିଲ୍‌ ! ED ଚାର୍ଜସିଟ୍‌ ଖୋଲିଲା ପ୍ରଡ୍ୟୁସରଙ୍କୁ ବ୍ଲାକ୍‌ମେଲିଂ ପଛର ସତ

ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ।

Giridhara Gamango
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗମାଙ୍ଗ ବାପ-ପୁଅ, BJP ଛାଡ଼ି ଯିବେ କି BRS..?

ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି ।

Makar Sankranti
ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ..

ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ  ।

Hockey World Cup 2023
କାହା ସ୍ୱାର୍ଥରେ ହେଉଛି କୋଟି କୋଟି ଖର୍ଚ୍ଚ ? DMF ଫଣ୍ଡ ଖର୍ଚ୍ଚ କେତେ ଯୁକ୍ତି ଯୁକ୍ତ

ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ ।

Cricketer Rajashree
ମହିଳା କ୍ରିକେଟର୍ ରାଜଶ୍ରୀଙ୍କ ରହସ୍ୟଜନକ ମୃତ୍ୟୁ, ଜଙ୍ଗଲ ବାଛିଲେ କାହିଁକି ?

ହତ୍ୟା ଅଭିଯୋଗ ଆଣି ଓସିଏକୁ ଦାୟୀ କଲେ ବାପା । ଖେଳାଳି ଚୟନରେ ଅନିୟମିିତତା ହୋଇନି:OCA

Hockey World Cup
ଆଜିଠୁ ହକି ବିଶ୍ୱକପ୍ ମହାସମର : ଉଦଘାଟନୀ ଦିନରେ ୪ଟି ମ୍ୟାଚ୍

ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି ହକିପ୍ରେମୀ ।

Odisha gears up for Hockey World Cup 2023
କାଲିଠୁ ହକି ବିଶ୍ୱକପ୍ ମହାସମର: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ଲଢେଇ

ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।

Electricity
ତାଳଚେରରୁ ଉତ୍ପାଦନ କିନ୍ତୁ ଓଡ଼ିଶାରେ ମହଙ୍ଗା, ନିଜ ଲୋକଙ୍କୁ ଏମିତି ଶୋଷୁଛି ବିଦ୍ୟୁତ ବିଭାଗ !

ୟୁନିଟ୍ ପିଛା ୩୦ପଇସା ଶସ୍ତାରେ ବିଜୁଳି କିଣୁଛି ତାମିଲନାଡୁ । ଓଇଆରସିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ।