• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Boundary wall of Rama Devi Women's University in Bhubaneswar collapses
ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି

ଭୁଶୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। 

BMC to remove illegal hoardings & mobile towers from buildings in Bhubaneswar
ଛାତ ଉପରୁ ହଟିବ ବେଆଇନ୍‌ ହୋର୍ଡିଂ, ମୋବାଇଲ୍‌ ଟାୱାର

ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍‌ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ।

Jaga Mission Odisha
‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।

Odisha man’s zeal & skill to speak reverse Odia
ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ।

corona
ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକୁ ୧୦୦ରୁ ଅଧିକ ରୋଗୀ

ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।

Weather News
କାଳବୈଶାଖୀ ! ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ।

fraud
ବିଶ୍ୱାସରେ ବିଷ ଦେଲା ଏଜେଣ୍ଟ୍ ! ଜୀବନ ଜାକର ଜମାପୁଞ୍ଜି ହରାଇ କାନ୍ଦୁଛନ୍ତି ବୃଦ୍ଧା

ଡାକଘରେ ଜମା ନାଁରେ ଟଙ୍କା ହଡ଼ପ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଥିବା ଜଣେ ଏଜେଣ୍ଟଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ।

BJD
ଝାରସୁଗୁଡ଼ା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଲାଣି ବିଜେଡି, ବଡ଼ ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା ଦଳ

ବିଜେଡିର ବରିଷ୍ଠ ନେତା ଝାରସୁଗୁଡ଼ରେ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

Neem Tree
ନିମ୍ବ ଗଛକୁ ପଡ଼ିଛି କି ଅଭିଶାପ ! ପତ୍ର କଳା ପଡ଼ି ଶୁଖିଯାଉଛି, ଗଛ ଥୁଣ୍ଟା ହୋଇଯାଉଛି...

ଚୈତ୍ର ମାସରେ ନିମ୍ବ କଢି ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ। ହେଲେ ଗଛର ଏଭଳି ସ୍ଥିତି ଅନେକଙ୍କୁ ବିଚଳିତ କରିଛି ।

Odisha BJP
‘ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଏକ ନାଟକ ! ପୁରୁଣା ବହିରେ ନୂଆ ମଲାଟ ମାରି, ନେଉଛନ୍ତି ବାହାବାହା’

୨୦୨୦ ଫେବୃଆରୀ ୨୭ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ ବୋଲି ବିଜେପି କହିଛି ।

Norwester rain in Odisha
ଆହୁରି ୨ ଦିନ କାଳବୈଶାଖୀ ! ଆଜି ବି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।

Odisha Politics
ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାୟାର୍ଡ ବାବୁ, ଦରମା ୭୫ ହଜାର

ଚାକିରି କରିବେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅଜବ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ ।

Bonded Labor
​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ ।

Metro Train
କେବେ ଗଡ଼ିବ ମେଟ୍ରୋ ? କେଉଁଠି ହେବ ରାସ୍ତା ? ଖର୍ଚ୍ଚ ହେବ କେତେ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ...

କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ।

Rainfall In Twin City
ଟ୍ୱିନ୍‌ସିଟି ରାସ୍ତାଘାଟରେ ଚାଲୁଛି ପାଣି, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନ୍‌ସିଟି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ।

Khandagiri Police SI
ଲାଞ୍ଚ ନେଉଥିଲେ; ବନ୍ଧା ହେଲେ ଖଣ୍ଡଗିରି ଥାନା SI

ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ।

Cyber Loot
ସାଇବର ଥାନା ହେବାର ଦେଢ ବର୍ଷ ମଧ୍ୟରେ ୨ କୋଟି ଠକି ନେଲେ ଲୁଟେରା

ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍‌ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍‌ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।

Wild Animals
ମଣିଷ ହେଉ ବା ପଶୁ; ପିଲାଏଁ ଜାଣନ୍ତନି ସମ୍ପର୍କର ଭେଦଭାବ

ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ।

IT Raid
ରାଜ୍ୟବ୍ୟାପୀ ମାରାଥନ୍‌ IT ରେଡ୍, ପ୍ରାୟ ବ୍ୟବସାୟୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ !

ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।

Apartment
RERAର ଫି’ ବୃଦ୍ଧି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ବିଲ୍ଡର ଆଶ୍ୱସ୍ତ

ବର୍ଦ୍ଧିତ ଫି’ ଆଦାୟ ହେଲେ ସ୍ୱତନ୍ତ୍ର ଆକାଉଣ୍ଟରେ ଜମା ନିର୍ଦ୍ଦେଶ । ୬ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।

Viral Video
ଭୁବନେଶ୍ୱର ପ୍ଲାଟ୍‌ଫର୍ମ ଭିତରେ ପଶିଗଲା କାର, ଭିତରେ ଥିଲେ ଯୁବକ-ଯୁବତୀ ! ଦେଖନ୍ତୁ ଭିଡିଓ

କାର୍‌ରୁ ବାହାରିଥିବା ଉଭୟ ଯୁବକ ଯୁବତୀ ନିଶା ଗ୍ରସ୍ତ ଥିବା ଉପସ୍ଥିତ ଲୋକେ କହିଛନ୍ତି ।

Cracker explosion
ଭୁବନେଶ୍ୱର ଭିଏସଏସ ନଗରରେ ବାଣ ବିସ୍ଫୋରଣ; ଜଣେ ମୃତ

ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି ।

Street Dog
ରାଜଧାନୀରେ ବିଷ ଦେଇ ୬ ବୁଲା କୁକୁରଙ୍କୁ ହତ୍ୟା, ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ

ରାଜଧାନୀରେ ଆନିମଲ କ୍ରୁଏଲଟିରେ ମାମଲା ରୁଜୁ । ବ୍ରହ୍ମପୁରରେ କୁକୁର ଗୋଡାଇବାରୁ ଗାଡ଼ିରୁ ଖସି ୩ ଆହତ ।

Teacher Protest
ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ରାଜଧାନୀର ରାଜରାସ୍ତାରେ ପୁଣି ଗୁରୁଙ୍କ ଗର୍ଜନ । ଆଗାମୀ ନିର୍ବାଚନରେ ପାନେ ଦେବାକୁ ଶିକ୍ଷକଙ୍କ ପଣ ।

Kotia
କୋଟିଆକୁ ନେଇ ଘନେଇଲା ବିବାଦ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ବିଜେଡି ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ପରେ ତେଜିଲା ରାଜନୀତି । କୋଟିଆରୁ ଫେରିବା ପରେ ବିଜେପି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।