• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Dipali Das
ଦୀପାଳି ଦାସ ହେଲେ ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ

ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ ।

Bouncer Gang Busted In Bhubaneswar
ପୋଲିସ୍‌ କବ୍‌ଜାରେ ଭୁବନେଶ୍ୱରର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’

କମିଶନରେଟ ପୋଲିସ୍‌ କବ୍‌ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ।

Body Of Minor Boy Recovered From Daya River
ଦୟା ନଦୀରୁ ମିଳିଲା ନାବାଳକର ମୃତଦେହ, କାଲିଠୁ ନିଖୋଜ ଥିଲେ...

ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ।

Fake Post using otv logo
ପୁଣି ଓଟିଭି ଲୋଗୋକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ

ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।

Ram Navami Celebrations
ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସାରା ଭାରତ

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ  ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।

omfed Price Hike
ଏପ୍ରିଲ୍ ୧ରୁ ମହଙ୍ଗା ହେବ ଓମଫେଡ୍ କ୍ଷୀର, ବଢିବ ଚା’ ସାଙ୍ଗକୁ ଦୁଗ୍ଧଜାତ ଦ୍ରବ୍ୟର ଦାମ୍

ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍।

Weather
ଆଜି ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ୨୫ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Panchang
Today Panchang 30th March 2023: ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର

Rukuna Ratha
ବଢେଇ ବାଙ୍କ ଛକରେ ଅଟକିଲା ରୁକୁଣା ରଥ

୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

RD
RD ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

Vanik CMD
‘ବଣିକ CMDଙ୍କ BJD ଲିଙ୍କ୍, ପିଲାଙ୍କୁ ଦେଉଥିଲେ ସରକାରୀ ଚାକିରି ଆଶା’

BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

Jharsuguda By-Election
Breaking News: ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ

 ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ ।

Jayanarayan Mishra
ପୁଣି ଗୃହରେ ନବ ତାତି ! ଜୟ କହିଲେ ନିର୍ଯ୍ୟାସ ବାହାରୁନି ଯଦି ଗୃହର ଆବଶ୍ୟକ କ’ଣ..?

ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ । 

Heavy Rain
ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ଼ବର୍ଷା !

ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ।

Marichi Kund
ମରିଚିକୁଣ୍ଡ ଜଳ ପାଇଁ ରାତି ୧୧ରୁ ଲାଗିଲା ଭିଡ଼, କ’ଣ ରହିଛି ମାହାତ୍ମ୍ୟ..?

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଥାଏ ।

Rukuna Rath Yatra Of Lord Lingaraj In Bhubaneswar To Be Held Today
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଅପରାହ୍ଣ ସାଢ଼େ ୧୨ଟାରୁ ପହଣ୍ଡି ବିଜେ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଅପରାହ୍ଣ ସାଢ଼େ ୧୨ଟାରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି।

Vanik
ବାଣିକ୍‌ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ଼୍‌

ବାଣିକ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ ଚଢାଉ କରିଛି

Apartment
ଆପାର୍ଟମେଣ୍ଟ ପଞ୍ଜିକରଣର ନୂଆ ନିୟମକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ବିଲ୍ଡର-ଗ୍ରାହକ

ଆପାର୍ଟମେଣ୍ଟର କମନ ଏରିଆ, ସୋସାଇଟିକୁ ହସ୍ତାନ୍ତର ହେଲେ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡିବନି ତ ? 

Odisha Politics
ବିଜେପିକୁ କାଉଣ୍ଟର ପାଇଁ ବିଜେଡି ଖେଳୁଛି କି ଧର୍ମ କାର୍ଡ ? ‘ଶଙ୍ଖ ମୋ ଗର୍ବ’ ପରେ ‘ଜୟ ଜଗନ୍ନାଥ’ ନାରା

ବିଜେଡିର ନୂଆ ନାରାକୁ ନେଇ ତେଜିଲା ରାଜନୀତି । ନିର୍ବାଚନକୁ ଆଖି ଆଗରେ ରଖି, ବିଜେପିକୁ ଚେକ୍ ଦେବାକୁ ଦଳ ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି ।

Plus 2 Exam
+୨ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି, ୧୨ ଛାତ୍ରୀଙ୍କ ଖାତା ମିଳୁନି !

ଖାତା ହଜିବା ନେଇ ଭାଲୁଏସନ୍ ସେଣ୍ଟରର ଚିଠି ପରେ ହଇଚଇ, କାଉନସିଲ କହିଲା ଭୁଲରେ ଯାଇଛି ଅନ୍ୟ କଲେଜ ।

constble
କନେଷ୍ଟବଳର କାରନାମା; ଯୁବତୀଙ୍କ ସହ ୭ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ଦେଲା ଧୋକା

ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।

Odisha Assembly
ବିଧାନସଭା ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଂକଟ

ମହାନଦୀ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଓକିଲଙ୍କୁ ନିୟୋଜିତ କରିଛନ୍ତି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାର ଗୃହରେ ଉପସ୍ଥାପନ କରନ୍ତୁ ବୋଲି ଦାବି କରିଛନ୍ତି ଜୟନାରାୟଣ ।

Odisha Bans School Students From Riding Motorcycles
ଗାଡ଼ି ଚଳାଇ ପାରିବେନି ସ୍କୁଲ ପିଲା; ଆଜିଠୁ ସ୍କୁଲ ଆଖପାଖରେ ହେବ କଡ଼ାକଡ଼ି ଚେକିଂ

ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡ଼ି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି ।

Weather
ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ୩୧ରେ ପ୍ରବଳ ବର୍ଷା !

ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

Jayanrayan Mishra
ବବିଙ୍କୁ ୪ ଜିଲ୍ଲା ଦାୟିତ୍ୱ ନେଇ ଜୟଙ୍କ କଟାକ୍ଷ, କହିଲେ ସଂଗଠନ ନୁହେଁ ପାର୍ଟି ଫଣ୍ଡ ଆଦାୟ ପାଇଁ ମିଳିଛି ଦାୟିତ୍ୱ

ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ ।