ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ।
ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ।
ମୁଖ୍ୟମନ୍ତ୍ରୀ ସୁସ୍ଥ କି ନୁହେଁ, ସାଲୁଜା ମାଗିଲେ ସ୍ପଷ୍ଟୀକରଣ । 5T ସଚିବଙ୍କ ବାବଦରେ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଝଡ଼, ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ ।
ଦାୟିତ୍ୱରେ ୫୦୦ ଅଧିକାରୀ, ୧୮୦ ପ୍ଲାଟୁନ୍ ଫୋର୍ସ । କୋଷ୍ଟଗାର୍ଡର ହେଲିକପ୍ଟର ଓ ଜାହାଜ ମୁତୟନ ।
ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ଏବେ ସଙ୍କଟରେ ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ। ଏମିତିକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ।
ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି ।
ବିଜେଡି ନେତାଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର କହିଲେ ସାଲୁଜା ।
ଭୁବନେଶ୍ୱରରେ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭବାନୀ ମଲ୍ ନିକଟରେ ଥିବା ଏହି ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।
5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ।
ଲଗାତର ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ଗୁଳୁଗୁଳି ସହ ଅସହ୍ୟ ତାତି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।
କେମିତି ମଲେ ଡିଜେ ଆଜେକ୍ସ? କଣ ଥିଲା ପୂରା କାରଣ? ଏଇ ଭିଡ଼ିଓରେ ସବୁ ସତ କହିବା ପରେ ଜୀବନ ହାରିଥିଲେ ଆଜେକ୍ସ । ଦେଖନ୍ତୁ ଏହି ଭିଡିଓ
ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍କୁ ଯିବା ପାଇଁ ବ୍ଲାକ୍ମେଲ୍ କରିବାରୁ ପୋଲିସ୍ରେ ଅଭିଯୋଗ କଲେ ।
ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।
ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।
ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମାଡାମ ଅପରାଜିତା ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି ବୋଲି କହିବା ସହ ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।
ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ କହିଲେ ଅପରାଜିତା । ସରକାରୀ ଚାକିରି କରିବ ପୁଣି ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ।
ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।
୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର । ଆହୁରି ୪ ଦିନ ନିସ୍ତାର ନାହିଁ: ପାଣିପାଗ ବିଭାଗ ।
ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।
ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି ।
ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।