• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Bhubaneswar man loses 14 Lakh to online fraud
୫୦ ହଜାର ଦେଲେ ୬୦ ହଜାର ପାଇଲେ, ତା’ପରେ ଚାଲିଗଲା ୧୪ ଲକ୍ଷ...

ମହଙ୍ଗା ପଡ଼ିଲା ବିନା ପରିଶ୍ରମରେ ଘରେ ବସି ଟଙ୍କା ରୋଜଗାର କରିବା। ଚାହୁଁଚାହୁଁ ୧୪ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା।

PM Modi, Union Minister Amit Shah to visit Odisha for Jansampark Abhiyan
୨୪ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ: 'ବିଜେଡିମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ'

ଆଜିଠୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ପରିବାର ଓ ରାଜ୍ୟର ୩୭ ହଜାର ୬୦୬ ବୁଥ୍‌ରେ ପହଞ୍ଚିବ ଦଳ। ପ୍ରାୟ ୫ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

world no tobacco day 2023
ବିଶ୍ୱ ତମାଖୁ ବର୍ଜନ ଦିବସ; ‘ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ’

ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ ।

Chanda and Bawaria gangs on prowl in Odisha’s capital city
ଭୁବନେଶ୍ୱରରେ ଚନ୍ଦା-ବାୱରିଆ ଲୁଟେରା ଗ୍ୟାଙ୍ଗକୁ ନେଇ ଚିନ୍ତାରେ କମିଶନରେଟ୍ ପୋଲିସ୍

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି।

 Khandua Pata
ବିନା ଜୀବ ହତ୍ୟାରେ ବୁଣା ହେବ ଶ୍ରୀଜିଉଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।

Odisha govt hikes ex-gratia amount for state govt employees in case of death to Rs 10 lakh
ବଢ଼ିଲା ଓଡ଼ିଶା ସରକାରୀ କର୍ମଚାରୀଙ୍କ ଅନୁକମ୍ପା ସହାୟତା ରାଶି

ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି ହୋଇଛି। ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ।

Odisha CHSE Plus 2 Result 2023
ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।

Odisha Plus 2 Results
ଖୋଲୁନି ୱେବସାଇଟ୍‌; ଦେଢ଼ ଘଣ୍ଟା ହେଲା ରେଜଲ୍ଟ ଦେଖି ପାରୁନାହାନ୍ତି ପିଲା

ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ରେଜଲ୍ଟ ଦେଖିହେଉନି ।

 CHSE Declared Science And Commerce Results
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। 

Odisha Plus 2 Science And Commerce Results To Be Announced Today
ଆଜି ବାହାରିବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହେବ।

mango
ହାଉ ଜାଉ ଦେଶୀ ଆମ୍ବ; ବାଇଗଣପଲେଇକୁ ହତାଦର

କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ?

Bribe In Digital Mode
ଆଉ ନାହିଁ ଟେବୁଲ ତଳିଆ କାରବାର, ଫୋନ ପେ’ରେ ଘୁସ୍ ନେଲେ ଟାଟା ପାୱାର କର୍ମଚାରୀ

ଲାଞ୍ଚ ଦିଆନିଆରେ ଡିଜିଟାଲ ଫଣ୍ଡା । ବ୍ଲାଙ୍କ ଚେକ୍ ରେ ୧୨ ଲକ୍ଷ ନେଇ ବନ୍ଧା ହେଲେ ତହସିଲଦାର ।

Rohit Pujari On Odisha Politics
ବୟସ କଥା ଉଠାଇ ବିଜେଡିର କେଉଁ ନେତାଙ୍କୁ ଇଙ୍ଗିତ କଲେ ରୋହିତ ?

ବିଧାନସଭା ଲଢ଼େଇ ପାଇଁ ସର୍ବୋଚ୍ଚ ବୟସ ସୀମା କେତେ ? ବିଧାୟକ ରେସରୁ ବାଦ୍ ପଡ଼ିବା କଥା କି ୬୦ ବର୍ଷରୁ ଅଧିକ ବୟସ୍କ ?

Plus 2 Result
ଦିନ ୧୧ଟାରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ

କାଲି ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଫଳ । କଳା ଓ ଧନ୍ଦାମୂଳକ ଫଳ ପ୍ରକାଶନରେ ଆହୁରି ଡେରି । ​​​​​​​ପରିଷଦର ବ୍ୟବସ୍ଥାଗତ ତ୍ରୁଟିକୁ ଦାୟୀ କଲେ ଶିକ୍ଷାବିତ୍ ।

Odisha Politics, Mo Ghara
କାହିଁକି 'ମୋ ଘର' ଯୋଜନା ଆଣିଲେ ରାଜ୍ୟ ସରକାର ?

ପ୍ରଧାନମନ୍ତ୍ରୀ ଆବାସ ବନାମ ମୋ ଘର ଯୋଜନା । ମାଗଣା ନଦେଇ ଋଣରେ ଘର ଦେବା ନିଷ୍ପତ୍ତିକୁ ନେଇ ବିବାଦ । ଯୋଜନାକୁ ତ୍ରୁଟିପୂର୍ଣ୍ଣ କହି ପ୍ରତ୍ୟାହାର ପାଇଁ ବିଜେପିର ଦାବି ।

Odisha decides to increase Plus 2 seats after high matric pass percentage
ବଢ଼ିବ +୨ ସିଟ୍‌, ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ହାଇସ୍କୁଲ୍‌ରେ ଉପଲ୍ଲବ୍ଧ ହେବ ଆଇଟି ଲ୍ୟାବ୍‌

୨୦୨୩-୨୪ ଅର୍ଥାତ୍‌ ଚଳିତ ବର୍ଷରୁ +୨ ସିଟ୍ ବଢ଼ାଇବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ୍‌ରେ ଆଇଟି ଲ୍ୟାବ୍‌ ଉପଲ୍ଲବ୍ଧ ହେବ। 

Be Alert Those Officers Are Taking Bribery Through Digital Mode Of Payment
ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ହୁସିଆର ! ! !

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ତା’ହେଲେ ହୁସିଆର୍‌ ରୁହନ୍ତୁ। ସେଭଳି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ ରହିବାକୁ ଭିଜିଲାନ୍ସ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Odisha Apartment Ownership And Management Ordinance gets cabinet nod
ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଆଇନ୍

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ।

High Price Puri Hotel Room For Ratha Jatra and Snanapurnima
ପୁରୀରେ ହାଇ ରେଟ୍ ହୋଟେଲ ରୁମ୍, ୪୫ ହଜାର ଛୁଇଁଲାଣି ପ୍ୟାକେଜ୍...!

ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ ।

Odisha Politics, Mo Ghara Scheme
ଭୋଟ୍ ପୂର୍ବରୁ ଘର ଥୋପ ! କ୍ୟାବିନେଟରେ ପାସ୍ 'ମୋ ଘର' ସ୍କିମ୍, ୩ ଲକ୍ଷ ଯାଏଁ ସବସିଡିରେ ଲୋନ୍

ନିମ୍ନ ମଧ୍ୟବିତ୍ତଙ୍କ ଆଶା ପୂରଣ ନେଇ ଯୋଜନା । ହିତାଧିକାରୀଙ୍କୁ ୩ ଲକ୍ଷ ଯାଏଁ ସବସିଡିରେ ମିଳିବ ଋଣ । ବିରୋଧୀ କହିଲେ ନିର୍ବାଚନୀ ଷ୍ଟଣ୍ଟ ।

Odisha Politics, Naveen Patnaik Government
୫ମ ପାଳିର ୫ମ ବର୍ଷରେ ନବୀନ ସରକାର, ଦଳରେ ବିଦ୍ରୋହ ଓ ବିଜେପିର ଶକ୍ତି ବୃଦ୍ଧି ହେବ ଚ୍ୟାଲେଞ୍ଜ

ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଛନକା । ସବୁ ବିଜେଡି ବିଧାୟକ ବିଜେପି ଲିଙ୍କରେ କହିଲେ ମନମୋହନ ।

Governor Of Odisha
କିଏ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ ?

ପ୍ରଫେସର ଗଣେଶୀ ଲାଲ୍‌ଙ୍କ କାର୍ଯ୍ୟକାଳ ସରିଲା । ଏବେ ରାଷ୍ଟ୍ରପତି ଭବନ ଉପରେ ରାଜ୍ୟବାସୀଙ୍କ ନଜର ।

CHSE
ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି। 

New Parliament House
ବଡ଼ ଗୌରବର କଥା ! ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶାର ପଟ୍ଟଚିତ୍ର...

ନୂଆ ସଂସଦ ଭବନର ନିଖୁଣ କାରିଗରି ଓ ସାଜସଜ୍ଜାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି କବିର ବେଦି, ଯାହାକି ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ୱିଟ୍ କରିଛନ୍ତି ।

Congress issues show cause notices
ଯେତେ ସଜାଡ଼ିଲେ ବି ଅସଜଡ଼ା କଂଗ୍ରେସ ଘର !

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି।