• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Commercial Gas Cylinder
ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର !

ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Loot
ରାଜଧାନୀରେ ଲୁଟେରାଙ୍କ ଆତଙ୍କ ! SP ସାଗରିକା ନାଥଙ୍କ ମା’ଙ୍କଠାରୁ ଲୁଟ୍

ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି।

Odisha CM Naveen Patnaik
ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୈଠକରେ ତୃଣମଳ ସ୍ତରରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଦଳର ସୁପ୍ରିମୋ କର୍ମୀମାନଙ୍କୁ ଦିଆଯାଇଥିବା ଟାକ୍ସର ସମୀକ୍ଷା କରିଛନ୍ତି ।

BJD Politics
ସମ୍ବଲପୁର ବିଜେଡିରେ ଫାଟ ଜଳଜଳ, ଗଞ୍ଜାମ ସ୍ଥିତି ବି ସଙ୍ଗୀନ !

ସମ୍ବଲପୁର ସହର ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ଅନେକ ନେତା ପ୍ରଣବଙ୍କୁ ସ୍ୱାଗତ କରିଥିଲେ।

Siddhant Mohapatra
ରିଲ୍ ନୁହେଁ ରିୟଲ ହିରୋ ସିଦ୍ଧାନ୍ତ; ମରଣ ମୁହଁରୁ ବଞ୍ଚାଇଲେ, ଗୁରୁତରଙ୍କୁ ମେଡିକାଲ ପଠାଇଲେ

ବୋଲେରୋ ଗାଡି ଦ୍ରୁତ ଗତିରେ ଆସିବା ସହ ଫଛପଟୁ ଧକ୍କା ଦେଇଥିଲା । ଏପରିକି ମଦନଙ୍କ ବାଇକ ସହ ପାଖାପାଖି ୩ ଶହ ମିଟର ଘୋଷାଡି ନେଇଥିଲା । ପରେ ମଦନ ଗାଡି ଠାରୁ ଅଲଗା ହୋଇ ରାସ୍ତାକୁ ଛିଟିକି ପଡିଥିଲେ ।

international Plastic Bag Free Day
ଅନେକ ରୋଗର କାରଣ ପାଲଟିଛି ପ୍ଲାଷ୍ଟିକ ବ୍ୟାଗ୍, ତୁରନ୍ତ ବନ୍ଦ କରିବାକୁ ପରିବେଶବିତଙ୍କ ମତ 

ପଲିଥିନରେ ଖାଦ୍ୟ.. ପଲିଥିନରେ ଔଷଧ। ପ୍ରସାଦ ହେଉ କି ପନିପରିବା, ସବୁକିଛି ବେଧଡକ ବୁହା ହେଉଛି ପଲିଥିନରେ।

Chandrayaan-3
ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ; ଜୁଲାଇ ୧୩ରେ ଚନ୍ଦ୍ରୟାନ-୩

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ ।

Rainfall increase from 4th July
ସକ୍ରିୟ ହେବ ମୌସୁମୀ ! କାଲିଠୁ ବଢିବ ବର୍ଷାର ପରିମାଣ

ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି।

Rain
ରାଜ୍ୟରେ ଏବେ ସୁଦ୍ଧା ବର୍ଷା ଅଭାବ

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Wrong Certificate
ବୋର୍ଡର ବିରାଟ ତ୍ରୁଟି ! ୬୯ ପିଲାଙ୍କ ସାର୍ଟିଫିକେଟରେ ଗୋଟିଏ ଫଟୋ

ଦଶମ ବୋର୍ଡ ସାର୍ଟିଫିକେଟରେ ସାଘାଂତିକ ତ୍ରୁଟି । ଆଡମିଶନକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

Sanjukta Mahala
‘ମାଆଙ୍କୁ ଧମକାଇ ପେନ୍‌ସନ୍‌ ହଡ଼ପ କରୁଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲା’

ଏନେଇ ସଂଯୁକ୍ତା ମହଲାଙ୍କ ପ୍ରତିକ୍ରିୟା ମିଳିନାହିଁ । ସଂଯୁକ୍ତା ମହଲା ବିଜୁ ଜନତା ଦଳର ଉପ ସଭାନେତ୍ରୀ ଥିବା ବେଳେ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ଅଛନ୍ତି ।

International Plastic Bag Free Day
ଏଇ ପ୍ଲାଷ୍ଟିକ୍ ମାଟିରେ ମିଶୁନି କି ପାଣିରେ ମିଳୋଉନି...

ସରକାରଙ୍କ କଟକଣା ପରେ ବି ବନ୍ଦ ହୋଇନି ପ୍ଲାଷ୍ଟିକ୍ ବ୍ୟାଗ୍ । ପ୍ଲାଷ୍ଟିକ୍ ବ୍ୟାଗ ଛାଡ଼ିବା, ସୁସ୍ଥ ପରିବେଶ ଗଢ଼ିବା ।

Actor Sidhant Mohapatra Set An Example For Rescuing Accident Victim
ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଯୁବକ, ସହାୟତା ପାଇଁ ଧାଇଁ ଆସିଲେ ଅଭିନେତା ସିଦ୍ଧାନ୍ତ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

Miscreants allegedly looted from IPS Sagarika Nath parents
IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍‌; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ...

IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି। 

apartment
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ; ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ ।

Puri Srimandir Ratna Bhandar key row
ସୁରକ୍ଷିତ ତ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର; ରତ୍ନଭଣ୍ଡାର ଖୋଲିବା ନେଇ କାହିଁକି ବିଳମ୍ବ ?

ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।

Chain Snatcher, Viral Video
ସାବଧାନ ! ରାଜଧାନୀରେ ମାତିଛନ୍ତି ଚେନ ଲୁଟେରା, ଦେଖନ୍ତୁ ଭିଡିଓ...

ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍  । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।

Weather News
ଗୁଳୁଗୁଳି କମିବ.. ଆଗକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।

Lord Jagannath
ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।

Dengue
ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।

Vegetable Price Hike
ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।

Train Tragedy
ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

Odisha reports 175 dengue cases
ଓଡ଼ିଶାରେ ମାଡ଼ିଲା ଡେଙ୍ଗୁ: ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

ବର୍ଷା ପଡ଼ୁ ପଡ଼ୁ ପୁଣି ରାଜ୍ୟରେ ମାଡ଼ିଲା ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

Odisha Politics BJD
5T ସଚିବଙ୍କ ପାଇଁ ଢାଲ ସାଜୁଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କହିଲା ବିଜେପି । କଂଗ୍ରେସ କହିଲା ନେତାଙ୍କୁ ଘାରିଛି ଟିକଟ ଭୟ ।