ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।
କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।
ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା
ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଭିନ୍ନ ମତ । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତିରେ ଢିଲା ହେଉଛି ।
ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ କରାଯାଇଛି ।
‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।
ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।
ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ରାଜ୍ୟରେ ପାୱାର କଟ୍ ହେଉନାହିଁ। ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ।
ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ
ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ମାମଲା । ସାଂସଦ ନିରଞ୍ଜନଙ୍କ ‘ମିଛ ମନ୍ତବ୍ୟ’ର ପୋଲ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ ।
ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଉପରେ ଟଳି ପଡିଲେ ଭାରତନାଟ୍ୟମ୍ ଗୁରୁ।
ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ମଡେଲ ସ୍କୁଲ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭଙ୍ଗାଭଙ୍ଗି ଅଭିଯାନ ଆରମ୍ଭ ।
ଖରାପ ପ୍ରଦର୍ଶନ ନା ଅନ୍ୟ କିଛି ରାଜନୈତିକ କାରଣ ? ବିଭାଗ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି କହିଲେ ରୋହିତ ।
ରୋହିତଙ୍କ ପ୍ରତିକ୍ରିୟାରୁ ତାଙ୍କ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି । ତଥାପି ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ରୋହିତ ।
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’
ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଜଣେ ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି।
ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି।
ମୁଁ ଶବ ଖୋଜି ଖୋଜି ହାଲିଆ ହେଲିଣି । ପୁଅ ତ ମିଳୁନି...ବିହାରର କିଏ ମୋ ପୁଅର ଶବ ନେଇଯାଇଥିବା କହୁଛନ୍ତି ଏଇ ବ୍ୟକ୍ତି ଜଣକ । କରମଣ୍ଡଳର କଳାକାହାଣୀର ଦୃଶ୍ୟ ଦେଖିଲେ ବୋଲ ମାନୁନି ଆଖିର ଲୁହ କି ଛାତିର କୋହ।
ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।
ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।
ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।