• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

 corruption
ଶାସନ କଳକୁ ଚରିଗଲାଣି କି ଦୁର୍ନୀତିର ଚେର ?

ଭୁବନେଶ୍ୱର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ।

Organ Donation
ଅଙ୍ଗଦାନ କରି ଅମର ! ନିଜେ ଚାଲିଗଲେ ସିନା, ୪ ଜଣଙ୍କୁ ଦେଇଗଲେ ନୂଆ ଜୀବନ

ଏକାଧିକ ଅଙ୍ଗଦାନ କରିଗଲେ ଭୁବନେଶ୍ୱରର ପ୍ରସନ୍ନଜିତ ମହାନ୍ତି । ଦୁର୍ଘଟଣାରେ ବ୍ରେନ୍ ଡେଡ୍ ପରେ ଶେଷ ଇଚ୍ଛା ପୂରଣ କଲେ ପତ୍ନୀ ।

loot
ତନ୍ତ୍ରମନ୍ତ୍ରର ଆଳରେ ଆସିଲେ ନାଗା ବାବା, ସୁନା ନେଇ ଚମ୍ପଟ ମାରିଲେ

ନାଗା ବାବା ଲୁଟି ନେଲେ ସୁନା । ଅଭିଯୁକ୍ତ ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ।

Low pressure forms over northwest Bay of Bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩ ଘଣ୍ଟା ଯାଏ ବର୍ଷିବ !

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବର୍ଷା ଲାଗି ରହିବ।

weather update
ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା; କିଛି ଘଣ୍ଟାରେ ଲଘୁଚାପ !

ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ୭ ଦଶମିକ ୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ହେବ।

 NGT team reviews Sikharchandi project in Bhubaneswar
ଶିଖରଚଣ୍ଡୀ ପାହାଡ଼ ଲଣ୍ଡା କରିବାକୁ ଥିଲା ତ ପରିବେଶ ମଂଜୁରୀ ?

ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।

Rain Alert
ପ୍ରବଳ ବର୍ଷିବ ! ୧୯ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଦୁଇ ଦିନ ହେବ ରାଜ୍ୟବାସୀଙ୍କୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ପ୍ରଚଣ୍ଡ ତାତିରୁ ତ୍ରାହି ମିଳିଛି । କାରଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିସାରିଛି । ରାଜ୍ୟରେ ଅସମ୍ଭାଳ ହିଟ୍ ୱେଭକୁ ଥଣ୍ଡା କରିଦେଇଛି ମୌସୁମୀ ବର୍ଷା ।

Orphan Child
ଦିନେ ଅଲୋଡ଼ା ହୋଇ ଅଳିଆ ଗଦାରେ ପଡ଼ିଥିଲା, ଏବେ ଆମେରିକା ଯାଉଛି

ଜନ୍ମ ହେବା ପରେ ଦିନେ ହୋଇଯାଇଥିଲା ଅଲୋଡ଼ା । ଶିଶୁକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି ।

HSRP number plate checking intensified in Odisha
ପୁଣି କଡ଼ାକଡ଼ି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍, ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଟଙ୍କାର ମୋଟା ଫାଇନ୍

ଯେଉଁମାନେ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଉଥିଲେ ସେମାନଙ୍କ ଉପରେ କଷିଥିଲେ ମୋଟା ଅଙ୍କର ଫାଇନ୍। ଆଜି ପ୍ରଥମ ଦିନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି।

Tata Power
ଆଖିରେ ଆଙ୍ଗୁଠି ଗେଞ୍ଜି ଗ୍ରାହକଙ୍କୁ ଶୋଷୁଛି କି ଟାଟା ପାୱାର ? ୩୦ ବଦଳରେ ୪୦ ଦିନରେ କରୁଛି ମିଟର ରିଡିଂ

ବିଦ୍ୟୁତ ଉପଭୋକ୍ତାଙ୍କୁ ଠକିବାର ନୂଆ ତରିକା ! ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣ କରୁଛି ଟାଟା ପାୱାର ! ଟାଟା କ୍ୟାଲେଣ୍ଡରରେ ମାସକୁ ୪୦ ଦିନ ! ଏକଥା ଆମେ କହୁନୁ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମାସକ ନାଁରେ ୪୦ ଦିନିଆ ଇଲେକ୍ଟ୍ରି ବିଲ୍ ପାଇଥିବା ଉପଭୋକ୍ତା।

Vigilance Raid
ତାଜୁବ କଲା ଲାଞ୍ଚୁଆ ବାବୁଙ୍କ ଟଙ୍କାର ପାହାଡ଼ ! ଭିଜିଲାନ୍ସ ରେଡ୍ ବେଳେ ମିଳିଲା ଆଖି ଖୋସା ସମ୍ପତ୍ତି

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ୩ କୋଟିର କ୍ୟାସ୍ । ଭୁବନେଶ୍ୱରରେ ପଡ଼ୋଶୀଙ୍କ ଛାତରୁ ମିଳିଲା ପେଟି ପେଟି ଟଙ୍କା ।

Odisha Vigilance raids OAS officer Prasanta Kumar Rout’s house
ବାହାରିଲାଣି ନଗଦ ୩ କୋଟି; ବାବୁଙ୍କ ଘର ନା ଟଙ୍କା ଗୋଦାମ !

ରେଡ୍ ଜାରି ରହିଥିବାରୁ ଆହୁରି ଅଧିକ ଟଙ୍କା ଓ ଧନ ସଂପତ୍ତି ମିଳିପାରେ ଅନୁମାନ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରୁଛି ।

Vigilance raid on Nabarangpur additional sub collector
ଛାତ ଉପରେ ବିଡ଼ାବିଡ଼ା ଟଙ୍କା, ଖାଲି ୫୦୦ ଟଙ୍କିଆ...

ପଡ଼ୋଶୀଙ୍କ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ ହୋଇଛି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତରୁ ଏହିସବୁ ଟଙ୍କା ଜବତ ହୋଇଛି। 

Vehicles without HSRP to attract penalty from today
ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର; HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

M.V ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ତହାସହ ୫୦୦୦/ - କିମ୍ବା ୧୦, ୦୦୦/ - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

Odisha Politics, JP Nadda
ଓଡ଼ିଶାରେ ନଡ୍ଡା‌; ବରଗଡ଼ରେ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର, ଭବାନୀପାଟଣା ସଭା ଉପରେ ସମସ୍ତଙ୍କ ନଜର

ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

Odisha Politics, BJD
ଆଗୁଆ ନିର୍ବାଚନ ସମରସଜ୍ଜାରେ ଲାଗିପଡ଼ିଲାଣି କି ଶାସକ ଦଳ ?

୨ ପର୍ଯ୍ୟାୟ ପରେ ପୁଣି ୨୪ ବିଧାୟକଙ୍କ ସହ ନବୀନଙ୍କ ବୈଠକ ଚର୍ଚ୍ଚା । ଭେଟି ନଥିବା ନେତାଙ୍କ ଟିକେଟ୍ କାଟ୍ ନେଇ କଳ୍ପନାଜଳ୍ପନା ।

Heavy rain Alert
Monsoon: ଏହି ୪ ଜିଲ୍ଲାରେ ୫ ଦିନ ଯାଏଁ ପ୍ରବଳ ବର୍ଷିବ...

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

JP Nadda
ଓଡ଼ିଶାରେ ନଡ୍ଡା, ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

Naveen Met 24 MLAs
ଆଗୁଆ ନିର୍ବାଚନ ସଙ୍କେତ, ବିଜେଡିର ୨୪ ବିଧାୟକଙ୍କୁ ଭେଟିଲେ ନବୀନ !

ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

Monsoon In Odisha
ତାତିରୁ ଆଶ୍ୱସ୍ତି ! ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା

ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଅଗ୍ରସର ହେବ ମୌସୁମୀ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।

Forest staff continue symbolic protest: Four killed in separate elephant attacks in Odisha
ଷ୍ଟ୍ରାଇକରେ ବନ କର୍ମଚାରୀ, ଜନବସତି ମୁହାଁ ବଣୁଆ ହାତୀ

ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ୱରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା।

Power Cut
ସରକାରଙ୍କ ପୋଲ ଖୋଲିଦେଲା ଗ୍ରୀଡ୍‌କୋ ! ବଳକା ନୁହେଁ, ପାଉନି ବୋଲି କଟୁଛି ଲାଇନ୍

ବଳକା ନୁହେଁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନିଅଣ୍ଟିଆ । ଟ୍ରିପ୍ ନୁହଁ, ପିକ୍ ଆୱାରରେ ସଟେଜରୁ ହେଉଛି ବିଦ୍ୟୁତ୍ କାଟ୍ ।

CM Naveen Patnaik, BJD
ସମଦୂରତା ନାଁରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ?

ବିଜେପି ସହ ବିଜେଡି ଥିବା ନେଇ ଟିଏମ୍ସିର ଅଭିଯୋଗ । ଡେରିକ ଓ'ବ୍ରାଏନ୍‌ଙ୍କ ଅଭିଯୋଗ ପରେ ତେଜିଲା ରାଜନୀତି ।

J. P. Nadda
ବିଜେପିର ଫୋକସ ଓଡ଼ିଶା, ୨୨ରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ଜେ.ପି.ନଡ୍ଡା

ଆସନ୍ତା ୨୩ରେ କଳାହାଣ୍ଡିରେ ବିଶାଳ ସମାବେଶ । ଓଡ଼ିଶା ଆସୁଥିବା ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ।

weather dept predicts monsoon to touch odisha within 24 hrs
୨୪ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ !

ରାଜ୍ୟର କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। କାଲି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବଢ଼ିପାରେ ବର୍ଷା ପରିମାଣ ବଢିବ।