ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !
କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।
ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ଆଉ ୨୦ଟି ବେଡ୍। ଫଳରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବେଡ୍ ସଂଖ୍ୟା ୫୦ରୁ ୭୦କୁ ବଢ଼ିବ।
ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼।
ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି।
ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପଶ୍ଚିମବଙ୍ଗର ତିନି ଠକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଗୋଟିଏ କାର ସହ ୨୮ ହଜାର ଟଙ୍କା, ୫ଟି ମୋବାଇଲ ଜବତ । ବିରଳ ଦର୍ପଣ କହି ଲୋକମାନଙ୍କୁ ଭୁଆଁ ବୁଲାଉଥିଲେ ।
ସ୍ତନ କର୍କଟ ଆରୋଗ୍ୟ ଦିଗରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSକୁ ସଫଳତା। ଗୋଟିଏ ପଟେ ବ୍ରେଷ୍ଟ କ୍ୟାନସରକୁ ବଢ଼ାଉଥିବା ଏକ ନୂଆ ମଲିକୁଲ୍ ଆବିଷ୍କାର କରିଛିପ୍ରତିଷ୍ଠାନ।
ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି ।
କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ପୂର୍ବରୁ ୫୦ ଶ୍ରମିକ ବର୍ଗଙ୍କ ପାଇଁ ରାଜ୍ୟ ଆଣିଛି ଯୋଜନା ।
ଲୋୟର ପିଏମଜିରେ ୧୦ ହଜାରରୁ ଅଧିକ ଶିକ୍ଷକଙ୍କ ବିକ୍ଷୋଭ । ସ୍କୁଲରେ ପାଠପଢ଼ା ପ୍ରଭାବିତ ।
୩ ଜଣଙ୍କୁ ଗିରଫ କଲା ବାଲେଶ୍ୱର ବନ ବିଭାଗ । ବଡ଼ ଧରଣର ସାପ ବିଷ ରାକେଟ୍ କାମ କରୁଥିବା ସନ୍ଦେହ ।
ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ । ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ ।
ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।
ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।
ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।
ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।