• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Actress Prakruti Mishra Serious Allegation Against Producer sanjay Nayak
ନୂଆ ଅଭିନେତ୍ରୀଙ୍କୁ କମ୍ପ୍ରମାଇଜ୍‌ କରିବାକୁ କହୁଛନ୍ତି ସଞ୍ଜୟ ନାୟକ: ପ୍ରକୃତି

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’

West Bengal woman forced to take dead body of other instead of his son dead body
‘ଏ ମୋ ପୁଅ ନୁହଁ, ଶବ ବଦଳି ଯାଇଛି...ହେଲେ ଏମାନେ କହୁଛନ୍ତି ଅନ୍ୟ ଜଣଙ୍କ ମୃତଦେହ ନେଇ ଯାଅ ’

ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଜଣେ ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି। 

Price pulses burn holes in consumers pockets in Odisha
୩ ମାସରେ କିଲୋ ପିଛା ୪୫ ଟଙ୍କା ବଢ଼ିଲାଣି ହରଡ ଡାଲି ଦର

ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି।

Balasore Train Mishap
ବାପା ଖୋଜୁଛି ପୁଅର ଶବ...ଅଧିକାରୀ କହୁଛନ୍ତି ଏଠି ଆଉ ନାହିଁ, ବିହାର ନେଇଗଲେଣି ...

ମୁଁ ଶବ ଖୋଜି ଖୋଜି ହାଲିଆ ହେଲିଣି । ପୁଅ ତ ମିଳୁନି...ବିହାରର କିଏ ମୋ ପୁଅର ଶବ ନେଇଯାଇଥିବା କହୁଛନ୍ତି ଏଇ ବ୍ୟକ୍ତି ଜଣକ । କରମଣ୍ଡଳର କଳାକାହାଣୀର ଦୃଶ୍ୟ ଦେଖିଲେ ବୋଲ ମାନୁନି ଆଖିର ଲୁହ କି ଛାତିର କୋହ।

Bhubaneswar AIIMS
Train Tragedy: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।

Cyclone Biparjoy
ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।

Train Tragedy, Fraud Woman
Train Tragedy: ଅନୁକମ୍ପା ଟଙ୍କା ପାଇଁ ଅଜଣା ଶବକୁ ସ୍ୱାମୀ କରିଥିଲେ, ଏବେ ସତ ସ୍ୱାମୀ ଥାନାରେ ଏତଲା ଦେଲେ

ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।

Odisha Train Train Tragedy
Train Tragedy: ତାଙ୍କ ଆଖି ଆଗରେ ଚାଲିଗଲା ଅନେକଙ୍କ ପ୍ରାଣବାୟୁ, ହେଲେ ଅଳ୍ପକେ ବର୍ତ୍ତିଗଲେ ମାନିକଲାଲ..

ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।

Odisha Train Tragedy
Train Tragedy: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।

Mamata Banerjee
କେତେ ରଖିଛନ୍ତି କଳାଧନ ! ମମତା ବାଣ୍ଟିଲେ ୨୦୦୦ ଟଙ୍କିଆ ନୋଟ...

ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍‌ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।

Train Accident
Train Tragedy: ୪ ଦିନ ପରେ ବି ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ, ଗୋଟିଏ ଶବକୁ ଏକାଧିକ ଦାବିଦାର

ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।

Train Tragedy
Train Tragedy: ୪୦ ମୃତଦେହ ଏମିତି ଥିଲା, ଯାହାର ଶରୀରରେ ନା ଥିଲା କ୍ଷତ ଚିହ୍ନ ନା ରକ୍ତର ଦାଗ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।

Train Tragedy
Train Tragedy: ଖୋଜି ଖୋଜି ନୟାନ୍ତ, ତଥାପି ପାଉ ନାହାନ୍ତି ! ବଞ୍ଚିଛନ୍ତି କି ମରିଛନ୍ତି ଜଣା ନାହିଁ...

ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ । ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ନୟାନ୍ତ ପ୍ରିୟ ପରିଜନ । ଜାଣି ପାରୁନାହାନ୍ତି ନିଖୋଜ ଥିବା ମଣିଷଟି ବଞ୍ଚିଛି କି ନାହିଁ ।

Bahanaga Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର ଏବେ ବଡ଼ ଚ୍ୟାଲେଞ୍ଜ

୨୭୫ ଭିତରୁ ୧୭୦ ଶବ ନେଇ ସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର ।

Train Accident
ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର ? ଉତ୍ତର ଖୋଜିବାକୁ ଆକ୍ସନ ମୋଡ୍‌ରେ CBI

ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍ ।

Bodies Will Stock In Container
AIIMSରେ ଯାଗା ନାହିଁ, କଣ୍ଟେନରରେ ସଂରକ୍ଷିତ ରହିବ ମୃତଦେହ

ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।

BJP leader Biranchi Tripathy
ରାଜ୍ୟ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ହଠାତ ଦୁର୍ବୃତ୍ତ ଆସି ମାରିଲେ ଢେଲା

ଢେଲା ମାଡରେ ବିଜେପି କାର୍ଯ୍ୟାଳୟରେ କାଚ ଭାଙ୍ଗି ଯାଇଛି ।

Odisha Train Mishap
ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଧରି ଘୂରି ବୁଲୁଛନ୍ତି ସମ୍ପର୍କୀୟ

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...

Free Bus Service To Kolkata
ଓଡ଼ିଶାର ଏହିସବୁ ସ୍ଥାନରୁ କୋଲକାତାକୁ ମାଗଣାରେ ବସ୍‌ରେ ଯାଇପାରିବେ...

କୋଲକାତାକୁ ମାଗଣା ବସ୍। ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍‌ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

BMC
BMC ୱେବସାଇଟ୍‌ରେ ମୃତକଙ୍କ ଫଟୋ ଓ ବିବରଣୀ

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।

Train Acciednt
Train Accident: ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି..

Rs 10 Lakh in case of death,
ଟ୍ରେନ୍‌ ଟ୍ରାଜେଡି; ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା

ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।

Odisha Accident
ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘଟଣା ! ଅକାରଣେ ଯାଉଛି ଜୀବନ...

ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।