କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ ।
୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।
ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।