ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।
ରାସ୍ତାରେ ସମସ୍ତ ଗାଡ଼ିକୁ ଚେକିଂ କରାଯିବା ସହ ସମସ୍ତ କାଗଜପତ୍ର ଓ ଗାଡ଼ି ଚାଳକଙ୍କ ସମ୍ବନ୍ଧରେ ତଥ୍ୟ ଯାଞ୍ଚ କରାଯାଇଛି ।
ବାରିପଦା ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଅଘଟଣ...ମୃତ ଭାଇଭଉଣୀଙ୍କ ବୟସ ୨ ଓ ୬ ବର୍ଷ...
ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା...ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି
ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।
ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।
ଜାହାଜରେ ସ୍ନିଫର ଡଗ୍ ସହାୟତାରେ ସର୍ଚ୍ଚ ଅପରେସନ୍ ...କଷ୍ଟମ, STF, ଗୁଇନ୍ଦା ବିଭାଗ, NCB ଅଧିକାରୀଙ୍କ ଛାନଭିନ୍ ...ଜାହାଜର କ୍ୟାପଟେନ୍ ସହ ୨୧ କ୍ରୁ ମେମ୍ବରଙ୍କୁ ଚାଲିଛି ଜେରା....
ବିଦା ହେଲେ ବୈପାରୀଗୁଡ଼ା IIC ...ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କାର କଲେ ଡିଜିପି...ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ବହିଷ୍କୃତ..
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର । ଯିଏ ଦିନେ ଦୁଃଖୀଙ୍କ ଦୁଃଖରେ ଛିଡ଼ା ହେଉଥିଲେ । ଗରିବଙ୍କ ନିକଟରେ କିପରି ସରକାରଙ୍କ ଯୋଜନା ପହଞ୍ଚିବ ସେନେଇ ପ୍ରାଣପ୍ରଣେ ଚେଷ୍ଟା କରୁଥିଲେ ।
ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।
ଟ୍ରକ୍କୁ କାର୍ ଧକ୍କା ଦେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ନୂଆ ଭୋଟରଙ୍କୁ ଯୋଡ଼ିବା ଅଭିଯାନରେ ସାମିଲ ହୋଇଛନ୍ତି ୫ ଲକ୍ଷରୁ ଅଧିକ ଭୋଟର । ୩୦ ଜିଲ୍ଲାରେ ଅକ୍ଟୋବର ୨୭ରୁ ଗତ ମାସ ୩୦ ତାରିଖ ଯାଏଁ ଭୋଟର୍ ତାଲିକାରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି ।
ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି ।
ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ପଂଚାୟତର ଗାଁ ଗୁଡିକୁ ନେଇ ସୀମା ବିବାଦ ଚାଲିଥିବାବେଳେ ଉପର ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁ ଠିକଣାକୁ ଆନ୍ଧ୍ରରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର।
୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଏହି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି।
ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ରାଧା ସାନ୍ତା ନାମକ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଥମେ ପତ୍ନୀ ସହ ଝଗଡ଼ା କରି ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲା। ପତ୍ନୀ ଭୟରେ ଘର ଛାଡ଼ି ଚାଲିଯିବାରୁ ଅଧିକ କ୍ରୋଧାନ୍ୱିତ ହୋଇ ନିଜର ଦୁଇବର୍ଷର ପୁଅକୁ ଛୁରାରେ ବାରମ୍ବାର ଆକ୍ରମଣ କରିଥିଲା।
ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।
ରାଜ୍ୟ ପରିବହନ ବିଭାଗର ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି।
୧୭ ମହଲା ଉପରେ ସାପ ଦେଖିବା କଥା ଶୁଭେନ୍ଦୁଙ୍କୁ କହିଥିଲେ ଘରର ସଦସ୍ୟ । ତେବେ ଏତେ ଉଚ୍ଚରେ ସାପ ଚଢ଼ିବାକୁ ନେଇ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟମାନେ ବିଶ୍ୱାସ କରିନଥିଲେ ।
୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି ।
ଓଡ଼ିଶାକୁ ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା । ଓଡ଼ିଶା ଫେରି ଆଶ୍ୱସ୍ତିର ନିଶ୍ୱାସ ମାରିଲେ ଉଦ୍ଧାର ଶ୍ରମିକ ।