/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704942154.jpg)
Panchang Today
ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ । ଦିବା ୦୨.୨୩ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ। ଦିବା ୦୩.୧୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୭ ରୁ ୦୭.୧୧
ପ୍ରାତଃ- ୦୭.୫୪ ରୁ ୦୯.୧୧
ଦିବା- ୧୨.୧୬ ରୁ ୦୩.୧୧
ଦିବା- ୦୩.୫୪ ରୁ ୦୫.୨୧
ସନ୍ଧ୍ୟା- ୦୬.୧୪ ରୁ ୦୮.୩୮
ରାତ୍ରି- ୧୨.୨୧ ରୁ ୦୨.୦୫
ରାତ୍ରି- ୦୨.୫୮ ରୁ ୦୪.୪୨
ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି
ଅଶୁଭ ସମୟ
ରାହୁକାଳ - ଦିବା ୧୦.୩୨ ରୁ ୧୧.୫୪
କାଳବେଳା- ଦିବା ୧୦.୩୨ ରୁ ୧୧.୫୪
ବାରବେଳା- ଦିବା ୦୯.୧୧ ରୁ ୧୦.୩୨
କାଳରାତ୍ରି- ରାତ୍ରି ୦୮.୩୮ ରୁ ୧୦.୧୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)